ମଧ୍ୟ ରାତିରେ ପରିଶ୍ରା କରିବାକୁ ଉଠୁଛନ୍ତି କି ହୋଇଯାନ୍ତୁ ସାବଧାନ, ନିଶ୍ଚୟ ପଢନ୍ତୁ ଏହି ଖବର – Health Tips

ବନ୍ଧୁଗଣ ପ-ରି-ଶ୍ରା କରିବା ଆମ ଶରୀରର ଏକ ଗୁରୁତ୍ଵ ପୂର୍ଣ୍ଣ ପ୍ରକ୍ରିୟା ଅଟେ । ବନ୍ଧୁଗଣ ପ-ରି-ଶ୍ରା କରିବା ଦ୍ଵାରା ଶରୀରରେ ଥିବା ସମସ୍ତ ପ୍ରକାରର ଅପରିଷ୍କାର ପଦାର୍ଥ ନିଷ୍କାସିତ ହୋଇଥାଏ । ଏହି ଦୁନିଆର ସମସ୍ତ ମଣିଷ ପ-ରି-ଶ୍ରା କରି ନିଜ ଶରୀରରେ ଥିବା ଅପରିଷ୍କାର ପଦାର୍ଥକୁ ଦୂର କରିଥାନ୍ତି ।

ବନ୍ଧୁଗଣ ପ-ରି-ଶ୍ରା କରିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ଏହି ଦୁନିଆର ସମସ୍ତ ମଣିଷ ଭରପୁର ମାତ୍ରାରେ ପ-ରି-ଶ୍ରା କରିଥାନ୍ତି । ହେଲେ ବନ୍ଧୁଗଣ ଏପରି କିଛି ମଣିଷ ଅଛନ୍ତି ଯେଉଁମାନଙ୍କୁ ରାତ୍ରି ଅଧରେ ପ-ରି-ଶ୍ରା ଆସିଥାଏ । କିନ୍ତୁ ବନ୍ଧୁଗଣ ରାତ୍ରି ଅଧରେ ହଠାତ ଉଠି ପ-ରି-ଶ୍ରା ଯିବା ମଣିଷ ପାଇଁ ହାନନିକାରକ ହୋଇଥାଏ ।

ବନ୍ଧୁଗଣ ଏହାର କିଛି କାରଣ ରହିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଓ ଆପଣ ମାନେ ଏହି କଥା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଯଦି କୌଣସି ମଣିଷ ରାତ୍ରି ଅଧରେ ହଠାତ ଉଠି ପ-ରି-ଶ୍ରା ଯାଇଥାଏ ତା ହେଲେ ତାର ମସ୍ତିସ୍କ ଓ ହୃଦୟ ଉପରେ କୁପ୍ରଭାବ ପଡିଥାଏ ।

ଏପରିକି ମସ୍ତିସ୍କ କୋମା କୁ ଯାଇପାଏ କିମ୍ବା ହାର୍ଟ ଫେଲ ମଧ୍ୟ ହୋଇପାରେ । ଏହାର କାରଣ ହେଉଛି ବନ୍ଧୁଗଣ ଯେତେବେଳେ ଆମ ରାତିରେ ସୋଇଥାଉ ସେତେବେଳେ ଆମ ଶରୀର ବିଶ୍ରାମ ନେବା ସହିତ ଆମ ମସ୍ତିସ୍କ ମଧ୍ୟ ବିଶ୍ରାମ ନେଇଥାଏ । ହଠାତ ରାତିରେ ଉଠିବା ପରେ କଣ କରିବା ଉଚିତ ଓ ଅନୁଚିତ ମସ୍ତିସ୍କ ଧରି ପାରି ନଥାଏ । ବନ୍ଧୁଗଣ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ନିଦରେ ଚାଲିଥାନ୍ତି ଓ ସେ ଏହି କଥା ବିଷୟରେ ମନ ରଖିନଥାନ୍ତି । କାରଣ ତାଙ୍କ ମସ୍ତିସ୍କ ସେହି ସମୟରେ ବିଶ୍ରାମ ନେଇଥାଏ ।

ରାତ୍ରିର ମଧ୍ୟ ଭାଗରେ ଯଦି କୌଣସି ମଣିଷକୁ ପ-ରି-ଶ୍ରା ଲାଗିଥାଏ ଓ ସେ ଉଠିଥାଏ ତା ହେଲେ ସେହି ମଣିଷର ହାର୍ଟର ରକ୍ତ ସଂଚାଳନ ତୀବ୍ର ଗତିରେ ଯାଇଥାଏ । ବନ୍ଧୁଗଣ ସେହି ସମୟରେ ହାର୍ଟକୁ ନିୟନ୍ତ୍ରଣ କରି ହୋଇନଥାଏ, ଯାହାଫଳରେ ହାର୍ଟ ଆଟାକ ଜନିତ ସମସ୍ଯା ହୋଇ ପାରେ ଓ ଜୀବନ ପ୍ରତି ହାନଇକାରକ ହୋଇଥାଏ । ଯଦି ବନ୍ଧୁଗଣ ଆପଣଙ୍କୁ ରାତ୍ରି ଅଧରେ ପ-ରି-ଶ୍ରା ଯିବାର ଅଛି ତା ହେଲେ ଆପଣଙ୍କ ନିଦ ଭାଙ୍ଗିବା ପରେ ଆପଣ କିଛି ସମୟ ପର୍ଯ୍ୟନ୍ତ ବେଡରେ ସେହିପରି ଶୋଇ ରୁହନ୍ତୁ ।

କିଛି ସମୟ ଶୋଇବା ପରେ ଆପଣ ବେଡ ରୁ ଉଠି ଗୋଡ ତଳକୁ କିଛି କିଛି ସମୟ ବସି ରୁହନ୍ତୁ । ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ହାର୍ଟ ଓ ମସ୍ତିସ୍କ ସାଧାରଣ ଅବସ୍ଥାକୁ ଆସିଯାଇଥାଏ ଯାହାଫଳରେ ଆପଣଙ୍କୁ ଶରୀରର କୌଣସି ସମସ୍ଯା ହେବ ନାହିଁ । ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *