ଯେଉଁ ସ୍ତ୍ରୀ ର ଏହି ଅଙ୍ଗରେ ରହିଥାଏ ବାଳ ତାଙ୍କ ସ୍ୱାମୀ ଅଟନ୍ତି କୋଟିଏରେ ଗୋଟିଏ

ଆପଣମାନେ ତ ଜାଣିଛନ୍ତି ଆଜିର ଦିନରେ କାହାକୁ ବୁଝିବା ବହୁତ କଷ୍ଟକର ହୋଇଥାଏ । ଆଜି କାଲିର ଲୋକମାନେ ଉପରୁ ଦେଖିବା ପାଇଁ ଗୋଟିଏ ପ୍ରକାରର ତ ଭିତରୁ ଅନ୍ୟ ପ୍ରକାରର ହୋଇଥାନ୍ତି । ଖାସ କରି ମହିଳାମାନେ ଏହିପରି ହୋଇଥାନ୍ତି । ସବୁ ବ୍ୟକ୍ତି ଙ୍କ ପାଖରେ କିଛି ଭଲ ଗୁଣ ଓ କିଛି ଖରାପ ଗୁଣ ରହିଥାଏ । ଠିକ ସେହିପରି ସବୁ ବ୍ୟକ୍ତିଙ୍କର ବିଚାର ବି ଅଲଗା ଅଲଗା ପ୍ରକାରର ହୋଇଥାଏ । ହିନ୍ଦୁ ପରମ୍ପରା ଅନୁସାରେ ନାରୀଙ୍କୁ ଘରର ଲକ୍ଷ୍ମୀ ବୋଲି ମନାଯାଏ ।

ଯେଉଁଠି ନାରୀ ମାନଙ୍କୁ ସମ୍ମାନ ଦିଆଯାଏ ସେଠି ଦେବତା ମାନେ ବାସ କରିଥାନ୍ତି ଓ ଯେଉଁଠାରେ ନାରୀଙ୍କୁ ଅସମ୍ମାନ କରାଯାଏ ସେଠାରେ ଦେବତା ମାନେ କେବେ ବି ରୁହନ୍ତି ନାହିଁ , ନାରୀ ମାନଙ୍କ ମଧ୍ୟରେ ଏମିତି କିଛି ନାରୀ ଅଛନ୍ତି ଯେଉଁମାନେ ନିଜ କୁଳର ଲଜ୍ଜା କୁ ରକ୍ଷା କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ସାମାଜିକ ଓ ନୈତିକ ଆଚରଣ ଭିତରେ ରହି କାମ କରିଥାନ୍ତି ଓ ଏମିତି କିଛି ମହିଳା ଅଛନ୍ତି ତାଙ୍କ ଦ୍ଵାରା ହେଉଥିବା କର୍ମ କୁଳର ବିନାଶ କରିଥାଏ ।

ସାଧାରଣତଃ ମହିଳା ମାନଙ୍କର ଶରୀରର ବିଭିନ୍ନ ଅଙ୍ଗ ମାନଙ୍କରେ କେଶ ରହିଥାଏ । ତେବେ ଜ୍ଯୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ଏହି କେଶ ମହିଳାମାନଙ୍କର କେଉଁ ଅଙ୍ଗରେ ରହିବା ଶୁଭ ହୋଇଥାଏ ଓ କେଉଁ ଅଙ୍ଗରେ ରହିବା ଅଶୁଭ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେଉଁ ନାରୀମାନଙ୍କର ଏହି 4 ଟି ଅଙ୍ଗରେ ରହିଥାଏ କେଶ ତେବେ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ ଓ ସେମାନଙ୍କ ସ୍ଵାମୀ ମଧ୍ୟ ବହୁତ ଧନବାନ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

୧. ଯେଉଁ ମହିଳାମାଙ୍କର ଶରୀରରେ ହାଲ୍କା ହାଲ୍କା କେଶ ରହିଥାଏ ସେହି ମହିଳାମାନେ ସବୁବେଳେ ପବିତ୍ର ହୋଇଥାନ୍ତି । ଏହି ମହିଳାମାନେ କୌଣସି ବି ପରିସ୍ଥିତିରେ ନିଜ ସ୍ବାମୀଙ୍କ ହାତ ଛାଡନ୍ତି ନାହିଁ ଓ ନିଜ ପରିବାର ପାଇଁ ସାକ୍ଷାତ ଲକ୍ଷ୍ମୀ ଙ୍କ ସଦୃଶ ହୋଇଥାନ୍ତି । ଏହି ମହିଳାମାନେ କେବେ ବି କୌଣସି କାମରେ ଡରି ନଥାନ୍ତି ।

୨. ଯେଉଁ ମାହିଳାମାନଙ୍କର ଆଖି ପତା ପତଳା ହୋଇଥାଏ ସେ ତାଙ୍କ ସ୍ବାମୀଙ୍କ ପାଇଁ ବହୁତ ବିଶ୍ଵସ୍ତ ହୋଇଥାନ୍ତି । ଖାଲି ଏତିକି ନୁହେଁ ଏମାନେ ସବୁବେଳେ ନିଜ ସ୍ବାମୀଙ୍କ ପ୍ରତି ସମର୍ପିତ ହୋଇଥାନ୍ତି । ସେମାନେ ନିଜ ସ୍ବାମୀଙ୍କୁ ହୃଦୟରୁ ପ୍ରେମ କରିଥାନ୍ତି । ଏହି ମହିଳାମାନେ ବୁଝି ସୁଝି ଭଲ ଭାବେ ନିର୍ଣ୍ଣୟ ନିଅନ୍ତି । ଏହି ନାରୀମାନେ ବହୁତ ସଂସ୍କାରୀ ମଧ୍ୟ ହୋଇଥାନ୍ତି ।

୩. ଯେଉଁ ମହିଳାମାନଙ୍କର ମସ୍ତିସ୍କ ଉପରେ ଟୀକା ଆକାରର କେଶ ରହିଥାଏ ସେମାନେ ବୁଦ୍ଧିମାନ ଓ ଉଚ୍ଚ ଆତ୍ମବିଶ୍ଵାସୀ ହୋଇଥାନ୍ତି । ଏହି ମହିଳାମାନଙ୍କ ପାଖରେ ମାତା ସୀତାଙ୍କ ଗୁଣ ଭରପୁର ହୋଇ ରହିଥାଏ । ଏମାନଙ୍କ ହୃଦୟ ବହୁତ ବଡ ଓ ନିର୍ମଳ ହୋଇଥାଏ । ଏମାନେ କେବେ ବି ନିଜ ଘରର ପରମ୍ପରା ଓ ସଂସ୍କାର କୁ ଭୁଲନ୍ତି ନାହିଁ । ସ୍ବାମୀଙ୍କୁ ବହୁତ ଭଲ ପାଇଥାନ୍ତି ଓ ସ୍ବାମୀଙ୍କର ପ୍ରତୀଟି କାମରେ ତାଙ୍କ ସହିତ ରୁହନ୍ତି । ଏହି ନାରୀ ମାନଙ୍କର ସ୍ବାମୀଙ୍କ ଭାଗ୍ୟ ବହୁତ ଉଜ୍ବଳ ହୋଇଥାଏ ।

୪. ଯେଉଁ ସ୍ତ୍ରୀ ମାନଙ୍କର ନିଶରେ ହାଲ୍କା କେଶ ରହିଥାଏ ସେମାନେ ଦାନ ଧର୍ମ ଓ ପୁଣ୍ୟରେ ବହୁତ ବିଶ୍ଵାସ ରଖିଥାନ୍ତି । ଏମାନେ ନିଜ ସ୍ବାମୀଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏହି ଝିଅମାନଙ୍କ ଉପରେ ତାଙ୍କ ପୁରା ପରିବାର ସବୁବେଳେ ଖୁସି ଥାଏ । ଏହି ମହିଳାମାନଙ୍କର ସନ୍ତାନ ମାନେ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି । ଏହି ମହିଳାମାନେ ଯେଉଁମାନଙ୍କୁ ବିବାହ କରିଥାନ୍ତି ସେମାନେ ମଧ୍ୟ ବହୁତ ଧନୀ ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *