ମହିଳାଙ୍କ ଦେହରେ ଲାଗିଲେ ମା’ ଶାରଳା, ହୁଳହୁଳି ଦେଇ ବଡ ଦାଣ୍ଡରେ ତାଣ୍ଡବ କଲେ କାଳିଶି ମା’, କହିଲେ ‘ଜଗା ଦର୍ଶନ ନମିଳିଲେ…’ ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଭାଇରାଲ ଭିଡିଓ ଗୁଡିକ ଦେଖୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣାର ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ଦୀର୍ଘ ଦୁଇ ବର୍ଷ ହେବ ଦେଶରେ କରୋନା ମହାମାରୀ ଚାଲିଛି ।

କରୋନା ମହାମାରୀ ପାଇଁ ରାଜ୍ୟରେ ସରକାର ଅନେକ କଟକଣା ଲାଗୁ କରିଛନ୍ତି । ବନ୍ଧୁଗଣ ପୁରୀ ମନ୍ଦିର କରୋନା କଟକଣା ପାଇଁ ବନ୍ଦ କରାଯାଇଛି ହେଲେ ଭକ୍ତ ମାନେ ବାହାରୁ ହିଁ ପ୍ରଭୁଙ୍କର ଦର୍ଶନ କରୁଛନ୍ତି । କିନ୍ତୁ ଗତ କିଛି ସମୟ ତଳେ ପୁରୀ ମନ୍ଦିରରେ ଏକ ଏପରି ଘଟଣା ଘଟିଛି ଯାହା ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି ।ବନ୍ଧୁଗଣ ଗତ କିଛି ସମୟ ତଳେ ଭକ୍ତ ମାନଙ୍କ ଗହଳରେ ଜଣେ ମହିଳା ହଠାତ ସମସ୍ତଙ୍କ ସାମ୍ନାକୁ ଆସିଥିଲେ ଓ ତାଣ୍ଡବ କରିଥିଲେ ।

ଘଟଣା ସ୍ଥଳରେ ଥିବା ଅନ୍ୟ ମହିଳା ମାନେ ଭାବିଲେ ସେହି ମହିଳାଙ୍କ ଦେହରେ ମା ଶାରଳା ଲାଗିଛନ୍ତି । ପ୍ରଥମେ ମହିଳା ଜଣକ ନିଜ ଦୁଇ ହାତ ଟେକି ତାଣ୍ଡବ କରିବାକୁ ଲାଗିଲେ ଓ ତାଣ୍ଡବ କରି କରି ମନ୍ଦିର ଆଡକୁ ମାଡିଗଲେ । ସେହି ସମୟରେ ପୋଲିସ କର୍ମୀ ଓ ପୁରୀର ପୁରହିତ ମାନେ ମହିଳାଙ୍କୁ ଅଟକାଇ ତାଙ୍କୁ ଟାଣି ଆଣିଥିଲେ । ପୁରହିତ ଜଣକ ମହିଳାଙ୍କୁ ବ୍ୟାରିକେଟ ବାହାରେ ଠେଲି ଦେଲେ ।

ସେହି ସମୟରେ ମହିଳା ଜଣକ କହୁଥିଲେ ‘ମୁ ଜଗା ଦର୍ଶନ କରିବି’ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *