ବିବାହ ବନ୍ଧନରେ ବାନ୍ଧି ହେବେ ଓଡିଶାର ଲୋକପ୍ରିୟ କମେଡିଆନ Pragyan Khatua, ଦେଖନ୍ତୁ ନିର୍ବନ୍ଧ (Ring Ceremony) ର ପୁରା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି। ବନ୍ଧୁଗଣ ଏହା ସହିତ ଏହି ଅଭିନେତା ମାନେ ନିଜର ଲଭ ଅଫେୟାର ଓ ନିଜ ବିବାହ ପାଇଁ ବହୁତ ଚର୍ଚାକୁ ଆସିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରଜ୍ଞାନ ଖଟୁଆ । ଆପଣ ମାନେ ସମସ୍ତେ ଅନେକ ଓଡିଆ ଫିଲ୍ମ ପ୍ରଜ୍ଞାନଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ପ୍ରଜ୍ଞାନ ହେଉଛନ୍ତି ଜେନ ହାସ୍ୟ ଅଭିନେତା ସେ ନିଜ ଦମଦାର ଅଭିନୟରେ ସାରା ଓଡିଶାବାସୀଙ୍କ ମନ ଜିତିଛନ୍ତି । ବନ୍ଧୁଗଣ ପ୍ରଜ୍ଞାନ ନିଜ ଅଭିନୟ ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି ।

ଲୋକମାନେ ତାଙ୍କ ଅଭିନୟକୁ ଦେଖିବା ପାଇଁ ବେସ ଅଧିକ ପସନ୍ଦ କରନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ ସେ କାମ କରିଛନ୍ତି । ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ପ୍ରଜ୍ଞାନଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଖୁସି ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜଣାଇବା ଏହି ଖବର ବିଷୟରେ । ବନ୍ଧୁଗଣ ପ୍ରଜ୍ଞାନ ଏବେ ବିବାହ କରିବାକୁ ଯାଉଛନ୍ତି । ଗତ କାଲି ତାଙ୍କର ନିର୍ବନ୍ଧ ସରିଛି । ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଗତ କାଲି ନିର୍ବନ୍ଧ କରିଛନ୍ତି । ନିର୍ବନ୍ଧରେ ପ୍ରଜ୍ଞାନଙ୍କର ପରିବାର ଲୋକ ଓ ତାଙ୍କର ସାଙ୍ଗ ମାନେ ଉପସ୍ଥିତ ଥିଲେ ।

ସୋସିଆଲ ମିଡିଆରେ ପ୍ରଜ୍ଞାନଙ୍କର ନିର୍ବନ୍ଧ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । କରୋନା କଟକଣା ଥିବାରୁ ଅଳ୍ପ ଲୋକଙ୍କ ମଧ୍ୟରେ ଗତ କାଲି ତାଙ୍କ ନିର୍ବନ୍ଧ ହୋଇଛି । ତାଙ୍କ ଫ୍ୟାନ୍ସ ମାନେ ଏହି ଖବର ଜାଣିବା ପରେ ବହୁତ ଅଧିକ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *