ମହିଳା ମାନେ ସକାଳୁ ଉଠି ସ୍ଵାମୀଙ୍କ ସହ କରନ୍ତୁ ଏହି ୧ କାମ, ହେବ ଧନର ବର୍ଷା- Chanakya Niti

ବନ୍ଧୁଗଣ ଆମର ଭାରତୀୟ ସମାଜରେ ବହୁତ ଲୋକ ଏପରି ଅଛନ୍ତି ଯେଉଁମାନେ ଧର୍ମକୁ ମାନିଥାନ୍ତି । ଅନ୍ୟ ପକ୍ଷରେ ଏମିତି ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁମାନେ ଧର୍ମକୁ ମାନି ନଥାନ୍ତି । ବନ୍ଧୁଗଣ ସକାଳ ସମୟରେ ଶୀଘ୍ର ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ଏହା ମଧ୍ୟ ବର୍ଣ୍ଣନା ହୋଇଛି ସକାଳ ସମୟରେ ଉଠିବା ପରେ କଣ କରିବା ଉଚିତ ଓ କଣ କରିବା ଅନୁଚିତ । ଏମିତିରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ, ପ୍ରତ୍ୟକ ମହିଳା ସକାଳ ସମୟରେ ଉଠି କଣ କରିବା ଉଚିତ ।

ଏହା ସହିତ ମହିଳା ମାନଙ୍କୁ ସକାଳ ସମୟରେ ନିଜ ସ୍ଵାମୀଙ୍କ ସହ ଏପରି ଏକ କାର୍ଯ୍ୟ କରିବା ଦରକାର ଯାହା ଦ୍ୱାରା ଆପଣଙ୍କ ଉପରେ ଧନର ବର୍ଷା ହେବ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବନ୍ଧୁଗଣ ପ୍ରତ୍ୟେକ ମହିଳା ସକାଳ ସମୟରେ ଉଠିବା ପରେ ସର୍ବ ପ୍ରଥମେ ପାଣି ପିଇବା ଉଚିତ । ବନ୍ଧୁଗଣ ପ୍ରତ୍ୟେକ ଲୋକଙ୍କୁ ସକାଳ ସମୟରେ ଖାଲି ପେଟରେ ପାଣି ପିଇବା ନିହାତି ଆବଶ୍ୟକ । କାରଣ ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହେବା ସହିତ ଏହା ଆମ ପେଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଲାଭକରି ହୋଇଥାଏ ।

୨. ଶାସ୍ତ୍ରରେ କୁହାଯାଇଛି ଯେ, ହାତର ପ୍ରଥମ ଭାଗ ବା ପାପୁଲିରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ, ମଧ୍ୟ ଭାଗରେ ସରସ୍ଵତୀ ଓ ମୂଳ ଭାଗରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ । ତେଣୁ ପ୍ରତ୍ୟେକ ମହିଳା ମାନଙ୍କୁ ସକାଳେ ସମୟରେ ଉଠିବା ପରେ ନିଜ ଦୁଇ ହାତ ପାପୁଲିକୁ ମିଶାଇ ଦେଖିବା ଉଚିତ । ଏହା କରିବା ଦ୍ଵାରା ସମସ୍ତ ଦେବୀ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ଆପଣ ମାନଙ୍କ ଘରେ କେବେହେଲେ କୌଣସି ସମସ୍ୟା ଆସିବ ନାହିଁ ।


୩. ବନ୍ଧୁଗଣ ପ୍ରତ୍ୟକ ମହିଳା ମାନଙ୍କୁ ସକାଳ ସମୟରେ ଉଠିବା ପରେ ନିଜ ସ୍ଵାମୀ ମାନଙ୍କୁ ପ୍ରେମ କରିବା ନିହାତି ଆବଶ୍ୟକ । ଯଦି ମହିଳା ବିବାହ କରିଛନ୍ତି ତା ହେଲେ ସେମାନଙ୍କୁ ପ୍ରତିଦିନ ସକାଳ ସମୟରେ ଯୋଗ କରିବା ଉଚିତ । ଯୋଗ ପରେ ନିଜ ସ୍ଵାମୀ ମାନଙ୍କ ସହ ପ୍ରେମ କରିବା ଉଚିତ । ଏହା କରିବା ଦ୍ଵାରା ଦୁଇଜଣଙ୍କ ମଧ୍ୟରେ ପ୍ରେମ ବଢିଥାଏ ଏବଂ ଆପଣଙ୍କ ସମ୍ପର୍କ ବହୁତ ମଝବୁତ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

୪. ବନ୍ଧୁଗଣ ଯଦି ଆପଣ ସକାଳ ସମୟରେ ଉଠିବା ପରେ କୌଣସି ମନ୍ଦିରର ଶଙ୍ଖ ବା ଘଣ୍ଟିର ଶବ୍ଦ ଶୁଣୁଛନ୍ତି ତା ହେଲେ ଏହା ଆପଣଙ୍କ ମନ ମଧ୍ୟରେ ସକରାତ୍ମକ ଊର୍ଜା ଭରିଥାଏ । ଯାହା ଫଳରେ ଆପଣଙ୍କ ସମ୍ପୂର୍ଣ୍ଣ ଦିନ ବହୁତ ଭଲ ଭାବରେ ଯାଇଥାଏ । ତେଣୁ ବନ୍ଧୁଗଣ ନିୟମିତ ସକାଳ ସମୟରେ ସମସ୍ତ ମହିଳା ମାନଙ୍କୁ ଏହି କାର୍ଯ୍ୟ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *