ସ୍ତ୍ରୀମାନଙ୍କ ନଜରରେ ଏହିଭଳି ପୁରୁଷମାନେ ହୋଇଥାନ୍ତି ମହାମୂର୍ଖ – ମହତ୍ମା ବିଦୂର

ଆଜି ଆମେ ଆପଣଙ୍କୁ ଏହିଭଳି ପୁରୁଷମାନଙ୍କ ବିଷୟରେ କହିବକୁ ଯାଉଛୁ ଯେଉଁମାନଙ୍କୁ ମହିଳାମାନେ ମହାମୂର୍ଖ ବୋଲି ମାନିଥାନ୍ତି । ସେଥିପାଇଁ ମାହତ୍ମା ବିଦୁର ପୁରୁଷମାନଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ କଥା କହିଛନ୍ତି । ଯେଉଁ କଥାକୁ ପୁରୁଷମାନେ ଧ୍ୟାନରେ ରଖିବା ଉଚିତ ଓ ମହିଳାମାନଙ୍କ ସାମ୍ନାରେ ଏହିଭଳି ଭୁଲ କରିବା ଉଚିତ ନୁହେଁ । କହିବାକୁ ଗଲେ ମହାତ୍ମା ବିଦୁର ମହାଭାରତର କେନ୍ଦ୍ରୀୟ ପାତ୍ର ମଧ୍ୟରୁ ଜଣେ ଥିଲେ ଓ ତାଙ୍କର ବୁଦ୍ଧି, କୌଶଳ ଓ ନୀତି ଗୁଡିକ କାରଣରୁ ହିଁ ପିତାମହ ଭୀଷ୍ମ ତାଙ୍କୁ ହସ୍ତିନାପୁର ସାମ୍ରାଜ୍ୟର ପ୍ରଧାନମନ୍ତ୍ରୀ ରୂପରେ ବାଛିଥିଲେ ।

କହିବାକୁ ଗଲେ ମହାତ୍ମା ବିଦୁର ନିଜ ଶ୍ଳୋକରେ କହିଛନ୍ତି କି

ସ୍ଵମର୍ଥ ୟଃ ପରିତ୍ୟଜ୍ୟ ପରାର୍ଥମନୁତିଷ୍ଟତି ।

ମିଥ୍ୟା ଚରତି ମିତ୍ରାର୍ଥେ ୟଶ୍ଚ ମୂଢ: ସ ଉଚ୍ୟତେ ॥

ଏହି ଶ୍ଳୋକର ଅର୍ଥ ହେଉଛି

ମହିଳାମାନଙ୍କ କାମରେ ଦଖଲ ଦେଉଥିବା ବ୍ୟକ୍ତି

ମହାତ୍ମା ବିଦୁରଙ୍କ ଅନୁସାରେ ପୁରୁଷଙ୍କୁ କେବଳ ପୁରୁଷମାନଙ୍କ କାମ କରିବା ଉଚିତ । ସେହି ବ୍ୟକ୍ତି ମୂର୍ଖ ହୋଇଥାଏ ଯିଏ ମହିଳାମାନଙ୍କ କାମ କରିଥାଏ କିମ୍ବା ମହିଳାମାନଙ୍କ କାମ କରୁଥିବା ସ୍ଥାନକୁ ଯାଇ ତାଙ୍କ ସହିତ କଥାବାର୍ତ୍ତା କରିବା କିମ୍ବା ତାଙ୍କ କାମରେ ଦଖଲ ଦେଇଥାଏ । ଏହିଭଳି ପୁରୁଷଙ୍କୁ ମହିଳାମାନେ ମୂର୍ଖ ଓ ସ୍ତ୍ରୀ ପ୍ରେମୀ ମାନନ୍ତି । ଯେଉଁଠି ମହିଳା ଥାଆନ୍ତି ସେଠି ଏହିଭଳି ପୁରୁଷମାନେ ପହଞ୍ଚି ଯାଆନ୍ତି ।

ମହିଳାମାନଙ୍କ ଆଜ୍ଞା ପାଳନ କରୁଥିବା ବ୍ୟକ୍ତି

ବିଦୁରଙ୍କ ଅନୁସାରେ ଯେଉଁ ପୁରୁଷ ଅନ୍ୟ ମହିଳା ଠାରୁ ଆଜ୍ଞା ନେଇ ତା’ର କାମ କରିଥାଏ ଓ ଘରର ମହିଳାମାନଙ୍କ ଉପରେ କ୍ରୋଧ କରିଥାଏ ଏହିଭଳି ପୁରୁଷଙ୍କୁ ସମାଜରେ ମୂର୍ଖ ବୋଲି କୁହାଯାଏ । ପୁରୁଷମାନଙ୍କର ଏହା କର୍ତ୍ତବ୍ୟ ଅଟେ କି ସେ ଅନ୍ୟ ମହିଳାମାନଙ୍କର ସାହାର୍ଯ୍ୟ କରନ୍ତୁ କିନ୍ତୁ ତାଙ୍କ ହାତର କଣ୍ଢେଇ ହୋଇ ଯାଆନ୍ତୁ ନାହିଁ । ଯେଉଁ ପୁରୁଷ ଅନ୍ୟ ମହିଳାର ସମସ୍ତ କଥାକୁ ସତ୍ୟ କହିଥାଏ ଓ ନିଜ ଘରର ମହିଳାମାନଙ୍କ କଥାକୁ ମିଥ୍ୟା କହିଥାଏ ସେହି ବ୍ୟକ୍ତି ମୂର୍ଖ ହୋଇଥାଏ ।

ମିଥ୍ୟା କଥା ଉପରେ ଖୁସି ହେବା

ମହାତ୍ମା ବିଦୁରଙ୍କ ଅନୁସାରେ ଯେଉଁ ପୁରୁଷ ମହିଳାମାନଙ୍କ ଦ୍ଵାରା କରାଯାଇଥିବା ମିଥ୍ୟା ପ୍ରଶଂସା ଦ୍ଵାରା ପ୍ରଭାବିତ ହୋଇଥାଏ ଓ ନିଜର ପରାକ୍ରମ ଦେଖାଇବା ପାଇଁ ପହଞ୍ଚିଯାଏ ସେହି ବ୍ୟକ୍ତି ମୂର୍ଖ ହୋଇଥାଏ । ଯେଉଁ ବ୍ୟକ୍ତି ଅନ୍ୟ ସ୍ତ୍ରୀ ସାମ୍ନାରେ ପରାକ୍ରମ ଦେଖାଇବାକୁ ଚାଲିଯାଏ ସେ ସେଠି ଅପମାନିତ ହୋଇଥାଏ । ପୁରୁଷମାନଙ୍କ କର୍ତ୍ତବ୍ୟ ଏହା ଅଟେ କି ଯେଉଁଠି ଅବଶ୍ୟକ ଅଛି ସେଠି ପରାକ୍ରମ ଦେଖାଇବା ଉଚିତ । ସ୍ତ୍ରୀମାନଙ୍କୁ ଦେଖି ନିଜର କର୍ତ୍ତବ୍ୟକୁ ଭୁଲି ଯାଉଥିବା ବ୍ୟକ୍ତିକୁ ମହିଳାମାନେ ମୂର୍ଖ ବୁଝିଥାନ୍ତି । ଆଶାକରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍  ଟି ଭଲ ଲାଗିଥିବ । ଏହିପାରୁ ନୂଆ ଲେଖାଗୁଡ଼ିକ ପାଇଁ ପେଜ ଲାଇକ କରିବେ ।

Leave a Reply

Your email address will not be published. Required fields are marked *