ମହିଳା ସବଇନ୍ସପେକ୍ଟର ଙ୍କ ଦବଙ୍ଗ ଗିରି, ବିଚ ରାସ୍ତାରେ ସ୍ବାମୀଙ୍କ ସହ ମିଶି କରିଲେ ଏମିତି କାଣ୍ଡ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ କେନ୍ଦ୍ରାପଡା ପରେ ଜଗତସିଂହପୁର ରେ ପୋଲିସ ର ଦବଙ୍ଗ ଗିରି । ବିଚ ରାସ୍ତା ରେ ନିଜ ସ୍ୱାମୀ ଙ୍କ ସହ ମିଶି ମା-ଡ଼ ମା-ରି-ଲେ ମହିଳା ସବଇନିସ୍ପେକ୍ଟର । ଜଗତ ସିଂହପୁର ଜିଲ୍ଲା ତିର୍ତ୍ତଳ ଥାନା ରେ କାର୍ଯ୍ୟରତ ଜଣେ ମହିଳା ସବଇନିସ୍ପେକ୍ଟର ଙ୍କ ଦବଙ୍ଗ ଗିରି ଙ୍କୁ ନେଇ ତିର୍ତ୍ତଳ ରେ ଉ-ତେ-ଜ-ନା ପ୍ରକାଶ ପାଇଥିଲା ।

ମହିଳା ସବଇନିସ୍ପେକ୍ଟର ଜଣକ ବିଚ ରାସ୍ତା ରେ ନିଜ ସ୍ୱାମୀ ଙ୍କ ସହ ମିଶି ଜଣେ ବାଇକ ଆରୋହୀ ଙ୍କୁ ଅଟକାଇ ମା-ଡ଼ ମା-ରି ତାର ବାଇକ କୁ ମଧ୍ୟ ଛଡେଇ ନେଵାର ଅଭିଯୋଗ ଆସିଛି ।
ଏହାର ପ୍ରତିବାଦ ରେ ଲୋକମାନେ ସବଇନିସ୍ପେକ୍ଟର ଏବଂ ତାଙ୍କ ସ୍ୱାମୀ ଙ୍କୁ ଧରି ରାସ୍ତା ଅବରୋଧ କରିଥିଲେ ଏବଂ ସେମାନଙ୍କ ସହ ଧ-ସ୍ତା-ଧ-ସ୍ତି ମଧ୍ୟ ହୋଇଥିଲେ ।

ଘଟଣା ଟି ହେଉଛି କି ତିର୍ତ୍ତଳ ଥାନା ରେ କାର୍ଯ୍ୟ ରତ ଥିବା ମହିଳା ସବଇନିସ୍ପେକ୍ଟର ଧରିତ୍ରୀ ଜେନା ତାଙ୍କ ସ୍ୱାମୀ ସହ ଏକ କାର ରେ ଯାଉଥିଲେ କିନ୍ତୁ ହଠାତ ସେ ରାସ୍ତା ରେ ବ୍ରେକ ମା-ରି ଦେଇଥିବାରୁ ପଛରୁ ଆସୁଥିବା ଗାଡି ଟି ହାଲକା ମା-ଡ଼ ହୋଇ ଯାଇଥିଲା । ତେବେ ଏହି କଥା ରେ ସେ ଦୁହେଁ ଉ-ତ-କ୍ଷି-ପ୍ତ ହୋଇ ସେହି ବାଇକ ଚଳାଳୀ କୁ ଅଟକାଇ ତାକୁ ବହୁତ ମା-ଡ ମା-ରି-ବା ସହ ତାର ଗାଡି ମଧ୍ୟ ଛଡାଇ ଦେଇଥିଲେ ।

ତେବେ ସେହି ଯୁବକ ଜଣକ ନିଜ ସମ୍ପର୍କୀୟ ଙ୍କୁ ହସ୍ପିଟାଲରେ ଦେଖା କରିବାକୁ ଯାଉଛନ୍ତି କହିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ ଏବଂ ତାଙ୍କୁ ଛାଡି ମଧ୍ୟ ନଥିଲେ । ତେବେ ମହିଳା ସବଇନିସ୍ପେକ୍ଟର ଏବଂ ତାଙ୍କ ସ୍ୱାମୀ ଙ୍କର ଏହି ଦୁ-ର୍ବ୍ୟ-ବ-ହାର କୁ ଲୋକମାନେ ପ୍ରତିବାଦ କରିଥିଲେ ଏବଂ କଟକ ପାରାଦ୍ୱୀପ ରାସ୍ତା କୁ ନେହେରୁ ବଜାର ଠାରେ ଟାୟାର ଜଳାଇ ଏକ ଘଂଟା ଧରି ଅବରୋଧ କରିଥିଲେ ।

ଏହି ଖବର ପାଇବା ପରେ ତିର୍ତ୍ତଳ ପୋଲିସ ଘଟଣା ସ୍ଥଳ ରେ ପହଁଚି ଧ-ମ-କ ଚମକ ଦେବାରୁ ପରିସ୍ଥିତି ଆହୁରି ଜଟିଳ ହୋଇ ଯାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଯୋଗୁଁ ପୋଲିସ ସେହି ଯୁବକ ଙ୍କ ବାଇକ କୁ ତାଙ୍କୁ ହସ୍ତାନ୍ତର କରିଥିଲେ । ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ତେବେ ସେହି ଯୁବକ ଜଣକ କହି ଥିଲେ କି ସେ ଜଗତସିଂହପୁର ହସ୍ପିଟାଲକୁ ଯାଉଥିଲେ ଏବଂ ସେଠାରେ ସେ ହଠାତ ଗାଡି ବ୍ରେ-କ ମା-ରି ଦେବାରୁ ତାଙ୍କ ବାଇକ ଟି ଅଳ୍ପ ଧକ୍କା ହୋଇ ଯାଇଥିଲା ଏହା ପରେ ସ୍ବାମୀ ସ୍ତ୍ରୀ ଦୁହେଁ ତାଙ୍କୁ ଅଟକାଇ ଚା-ପୁ-ଡ଼ା ମା-ରି-ବା ଆରମ୍ଭ କରି ଦେଇଥିଲେ ଏବଂ ଗାଡି ମଧ୍ୟ ଜବତ କରି ଦେଇଥିଲେ । ତେବେ ପୋଲିସ୍ ମାନଙ୍କ ର ଏହି ଦବଙ୍ଗ ଗିରି କୁ ଦେଖି ଆପଣଙ୍କ ମତ କଣ ଆମକୁ କମେନ୍ଟ କରନ୍ତୁ ?

Leave a Reply

Your email address will not be published. Required fields are marked *