Interesting Gk Questions- ତାହା କଣ ଅଟେ ଯାହା ମର୍ଦ ଙ୍କର ୨ ଟା ଓ ମହିଳାଙ୍କର ୩ ଟା ଥାଏ ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ. ୧ କେଉଁ ପଶୁ ଜନ୍ମ ହେବାର 2 ମାସ ପର୍ଯ୍ୟନ୍ତ ଶୋଇଥାଏ ?

ଉତ୍ତର – ଭାଲୁ

ପ୍ରଶ୍ନ. ୨

ଭାରତର କେଉଁ ରାଜ୍ୟରେ ନିଶା ସେବନ କରିବା ଅପରାଧ ହୋଇଥାଏ ?

ଉତ୍ତର – କେରଳ

ପ୍ରଶ୍ନ. ୩

କେଉଁ ଜିନିଷ ଖରାରେ ମଧ୍ୟ ଶୁଖି ନଥାଏ ?

ଉତ୍ତର – ଝାଳ

ପ୍ରଶ୍ନ. ୪

ସବୁଜ ସୁନା କାହାକୁ କୁହାଯାଏ ?

ଉତ୍ତର – ଚା

ପ୍ରଶ୍ନ. ୫

ଭାରତରେ ସବୁଠୁ ଅଧିକ ଖିଆ ଯାଉଥିବା ଶସ୍ଯ କଣ ଅଟେ ?

ଉତ୍ତର – ଚାଉଳ

ପ୍ରଶ୍ନ. ୬

ଭାରତର ପ୍ରଥମ ରେଳୱେ ଷ୍ଟେସନ କେଉଁଠି ଅଛି ?

ଉତ୍ତର – ମୁମ୍ବାଇ

ପ୍ରଶ୍ନ. ୭

ବିଶ୍ବରେ ସବୁଠୁ ଅଧିକ ଚାନ୍ଦି ଉତ୍ପାଦନ କେଉଁଠି ହୋଇଥାଏ ?

ଉତ୍ତର – ମେକ୍ସିକୋ

ପ୍ରଶ୍ନ. ୮

କେଉଁ ଦେଶରେ ବାଘ ମାନଙ୍କ ସଂଖ୍ୟା ସବୁଠୁ ଅଧିକ ଅଟେ ?

ଉତ୍ତର – ନେପାଳ

ପ୍ରଶ୍ନ. ୯

ଭାରତରେ ମହିଳା ମାନଙ୍କ ପାଇଁ ସବୁଠୁ ଅଧିକ ସୁରକ୍ଷିତ ରାଜ୍ୟ କଣ ଅଟେ ?

ଉତ୍ତର – ଗୋଆ

ପ୍ରଶ୍ନ. ୧୦

ଦୁନିଆର ସବୁଠୁ ପୁରୁଣା ଚଟାଣ କେଉଁଠାରେ ଅଛି ?

ଉତ୍ତର – ଓଡିଶା

ପ୍ରଶ୍ନ. ୧୧

ପୃଥିବୀର ସବୁଠୁ ଅଧିକ ମଇଁଷି ପାଳୁଥିବା ଦେଶ କଣ ଅଟେ ?

ଉତ୍ତର – ଭାରତ

ପ୍ରଶ୍ନ. ୧୨

ଆର୍ଯବର୍ତ କେଉଁ ଦେଶର ନାମ ଅଟେ ?

ଉତ୍ତର – ଭାରତ

ପ୍ରଶ୍ନ. ୧୩

କେଉଁ ପରିବା ଖାଇବା ଦ୍ଵାରା ରକ୍ତ ପରିଷ୍କାର ହୋଇଥାଏ ?

ଉତ୍ତର – କଲରା

ପ୍ରଶ୍ନ. ୧୪

କାଗଜ ତିଆରି କରିବା ପାଇଁ କେଉଁ ଗଛର ପ୍ରୟୋଗ କରାଯାଏ ?

ଉତ୍ତର – ବାଉଁଶ ଗଛ

ପ୍ରଶ୍ନ. ୧୫

ଆଖୁ କେଉଁ ଦେଶର ରାଷ୍ଟ୍ରୀୟ ଗଛ ଅଟେ ?

ଉତ୍ତର – ପାକିସ୍ଥାନ

ପ୍ରଶ୍ନ. ୧୬

ତାହା କଣ ଅଟେ ଯାହା ମର୍ଦ ଙ୍କର ୨ ଟା ଓ ମହିଳାଙ୍କର ୩ ଟା ଥାଏ ?

ଉତ୍ତର – ଅକ୍ଷର (ମର୍ଦ ରେ ୨ ଟି ଓ ମହିଳା ରେ ୩ ଟି )

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *