ସ୍ତ୍ରୀ ଙ୍କର ଏହି ୩ ଟି ଗୁପ୍ତ ଅଙ୍ଗ ବଡ ହୋଇଥିଲେ ସେମାନଙ୍କ ସ୍ଵାମୀ ହେଇଯାନ୍ତି କୋଟିପତି – Chanakya Niti

ସାଧାରଣତଃ ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମନାଯାଏ । ଯେତେବେଳେ ହିନ୍ଦୁ ପରିବାରରେ ଜଣେ ଶିଶୁ କନ୍ୟା ଜନ୍ମ ନିଏ ତାକୁ ମା ଲକ୍ଷ୍ମୀ ଙ୍କ ଆଗମନ ବୋଲି ମାନନ୍ତି । ବିବାହ ପରେ ଯେତେବେଳେ ବୋହୂ ତା ଶାଶୁ ଘରେ ପ୍ରଥମେ ପାଦ ରଖେ ଏହା କୁ ମଧ୍ୟ ମା ଲକ୍ଷ୍ମୀ ଙ୍କ ଆଗମନ ବୋଲି ମାନନ୍ତି । ଯେଉଁ ଘରେ ନାରୀଙ୍କ ସମ୍ମାନ କରାଯାଏ ନାହିଁ ସେ ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ ବୋଲି କହନ୍ତି । ଏକ ପୁରୁଷ ର ସଫଳତା ପଛରେ ଏକ ନାରୀ ର ହାତ ଥାଏ ବୋଲି ଲୋକମାନେ କହୁଥିବାର ଆପଣ ମାନେ ମଧ୍ୟ ଶୁଣିଥିବେ ।

ନାରୀ ମାନଙ୍କ ଶରୀର ରେ ଏହିପରି ୫ ଟି ଅଙ୍ଗ ରହିଛି ଯାହା ଆପଣଙ୍କୁ କୋଟିପତି କରିପାରେ । ସେମାନେ ଯାହା ଘରକୁ ଯିବେ ତା ଘରେ ଖୁସି ଓ ଧନ ର ବର୍ଷା ହେବ । ନାରୀ ମାନଙ୍କ ଶରୀରରେ ଏପରି କେତୋଟି ଅଙ୍ଗ ରହିଛି ଯାହା କୁ ଦେଖି ଜଣା ପଡ଼େ ସେମାନେ କେତେ ଭାଗ୍ୟବତୀ । ଏମାନଙ୍କ ପାଦ ଯେଉଁଠି ପଡ଼େ ସେଠାରେ ସୁଖ ସମୃଦ୍ଧି ର ବର୍ଷା ହୁଏ ।

ଲମ୍ବା ବାଳ ଥିବା ନାରୀ – ଯେଉଁ ନାରୀ ମାନଙ୍କ ର ଲମ୍ବା ବାଳ ଥାଏ ସେମାନେ ଉଚ୍ଚକୋଟୀର ହୋଇଥାନ୍ତି ଓ ଅତ୍ୟନ୍ତ ଭାଗ୍ୟଶାଳୀ ମଧ୍ୟ । ଏମାନେ ମାଆ ଲକ୍ଷ୍ମୀ ଙ୍କ ସଦୃଶ ହୋଇଥାନ୍ତି । ସେମାନଙ୍କ ପାଦ ଯେଉଁଠି ପଡ଼େ ସେଠାରେ ସୁଖ ସମୃଦ୍ଧି ର ବର୍ଷା ହୁଏ । ସେମାନଙ୍କ ଘନ ଲମ୍ବା ଓ ରେଶମି ବାଳ ସୋନ୍ଦର୍ଯ୍ୟ , ଶୁଭ ର ପ୍ରତିକ ହୋଇଥାଏ ।

ଲମ୍ବା ବେକ ଥିବା ନାରୀ – ଲମ୍ବା ବେକ ଥିବା ନାରୀ ମାନେ ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି । ସେମାନେ ସୁଖ ସମୃଦ୍ଧିଶାଳୀ ଜୀବନ ଅତିବାହିତ କରିଥାନ୍ତି । ଏମାନେ ଯାହା ଘରକୁ ଯାଆନ୍ତି ତା ଘରେ ଖୁସି ଓ ଧନ ର ବର୍ଷା ହୋଇଥାଏ ଓ ଘରେ ଉନ୍ନତି ଲାଗି ରହିଥାଏ ।

ବଡ ବକ୍ଷସ୍ଥଳ – ଯେଉଁ ନାରୀ ମାନଙ୍କର ବକ୍ଷସ୍ଥଳ ବା ସ୍ତନ ବଡ ହୋଇଥାଏ ଏମାନଙ୍କୁ ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମାନିଥାନ୍ତି । ଲକ୍ଷ୍ମୀ ଙ୍କ ପ୍ରତିମା ରେ ମଧ୍ୟ ଏହିଭଳି ଥାଏ । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହାର ବିପରୀତ ଯେଉଁ ନାରୀ ମାନଙ୍କ ର ସ୍ତନ ଛୋଟ ହୋଇଥାଏ ସେମାନଙ୍କୁ ଦୁଃଖ ଓ କଷ୍ଟ ର ସାମ୍ନା କରିବାକୁ ପଡ଼ିଥାଏ ।

 

ଗଭୀର ନାଭି – ଯେଉଁ ନାରୀ ମାନଙ୍କ ର ନାଭୀ ଗଭୀର ଓ ଡାହାଣ ଆଡ଼କୁ ଥାଏ ସେମାନ ଙ୍କୁ ଶୁଭ ବୋଲି ମନାଯାଏ । ସେମାନଙ୍କ ଜୀବନଶୈଳୀ ରାଣୀ ଭଳି ହୋଇଥାଏ ।

ବଡ ମୁଣ୍ଡ – ଯେଉଁ ନାରୀ ମାନଙ୍କ ର ମୁଣ୍ଡ ବଡ଼ ହୋଇଥାଏ ସେମାନଙ୍କୁ ସୌଭାଗ୍ୟଶାଳୀ ମନାଯାଏ । ସେମାନେ ଯାହା ଘରକୁ ଯାଆନ୍ତି ତା ଘରେ ସୁଖ ଓ ସମୃଦ୍ଧି ରେ ବୃଦ୍ଧି ଘଟିଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *