ମହିଳା ମାନେ ଏପରି ଭୁଲ କରୁଛନ୍ତି କି ! ବିବାହିତା ନାରୀ ମାନେ ଅଜାଣତରେ ବି କରନ୍ତୁ ନାହିଁ….ଏହି ଭୁଲ !

ମହିଳା ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି 5 ଟି ଜିନିଷ ! ବିବାହ ହେଉଛି ଏକ ପବିତ୍ର ସମ୍ପର୍କ । ଏହି ସମ୍ପର୍କ ଗଢି ଉଠିବା ପରେ ପୁରୁଷ ଓ ନାରୀର ଶରୀର ସହ ମନର ମଧ୍ୟ ମିଳନ ଘଟିଥାଏ । ସ୍ଵାମୀ ଓ ସ୍ତ୍ରୀଙ୍କର ସମ୍ପର୍କ ସ୍ଵର୍ଗରୁ ଗଢା ହୋଇ ଆସିଛି ବୋଲି ଅନେକଙ୍କର ମତ ରହିଛି । ତେଣୁ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ପାଇଁ ଗଢା ହୋଇଥାନ୍ତି । ସ୍ଵାମୀ କରିଥିବା କର୍ମ ସ୍ତ୍ରୀ ଉପରେ ଓ ସ୍ତ୍ରୀ କରିଥିବା କର୍ମର ପ୍ରଭାବ ତା’ ର ସ୍ଵାମୀ ଉପରେ ପଡିଥାଏ ।

ତେଣୁ ଯଦି କୌଣସି ମହିଳା ଖରାପ କାର୍ଯ୍ୟ କରିଥାଏ । ତେବେ ତାହାର ଖରାପ ଫଳ ଅବଶ୍ୟ ହିଁ ତା’ ର ସ୍ଵାମୀଙ୍କୁ ଭୋଗିବାକୁ ପଡିଥାଏ । ତେଣୁ ମହିଳା ମାନେ ଏହି 5 ଟି ଜିନିଷ ଭୁଲରେବି ପିନ୍ଧନ୍ତୁ ନାହିଁ । ନଚେତ ଆପଣଙ୍କର ଏଭଳି କର୍ମ ଆପଣଙ୍କ ସ୍ଵାମୀଙ୍କୁ କାଙ୍ଗାଳ ବନାଇଦେଇଥାଏ । ତେବେ ଜ୍ଯୋତିଷ ଶାସ୍ତ୍ରରେ ସ୍ତ୍ରୀ ମାନେ କରୁଥିବା ଶ୍ରୁଙ୍ଗାରକୁ ବହୁତ ମାନ୍ୟତା ଦିଆଯାଇଥାଏ ।

ସେହି ସବୁ ଶ୍ରୁଙ୍ଗାର ଗୁଡିକ ମଧ୍ୟରୁ କିଛି ଶ୍ରୁଙ୍ଗାରକୁ ଭୁଲ ବୋଲି କୁହାଯାଇଥାଏ । କାରଣ ବର୍ତ୍ତମାନ ସମୟରେ ଅନେକ ନାରୀ ଆଧୁନିକତା ଉପରେ ଗୁରୁତ୍ଵ ଦେବା ଫଳରେ ପରମ୍ପରାକୁ ସଂପୂର୍ଣ୍ଣ ଭାବେ ଭୁଲିଯାଇଥାନ୍ତି । ଯାହା କି ବର୍ତ୍ତମାନ ସମାଜର ବ୍ୟକ୍ତି ମାନଙ୍କର ବର୍ବାଦି ଜୀବନକୁ ଡାକି ଆଣିଥାଏ । ତେବେ ଚାଲନ୍ତୁ ସେହି ସବୁ ଶ୍ରୁଙ୍ଗାର ଗୁଡିକ ବିଷୟରେ ଆଲୋଚନା କରିବା ।

1- ମହିଳା ମାନେ ନିଜ ପାଦରେ ସୁନାର ପାଉଁଜି କିମ୍ବା ସୁନାର ଝୁଣ୍ଟିଆ ପିନ୍ଧିବା ଜମାରୁ ବି ଉଚିତ ନୁହେଁ । ଏପରି କରିବା ଦ୍ଵାରା ସ୍ଵାମୀ ଓ ପରିବାରର କ୍ଷତି ଘଟିଥାଏ । 2- ମହିଳା ମାନେ ଷ୍ଟାଇଲ କରିବାକୁ ଯାଇ ସଂପୂର୍ଣ୍ଣ ଧଳା ରଙ୍ଗର ଶାଢୀ ପରିଧାନ କରିବା ଜମାରୁ ଶୁଭ ହୋଇନଥାଏ । ଏପରି କରିବା ଦ୍ଵାରା ସେହି ମହିଳା ନିଜ ସ୍ଵାମୀର ଆୟୁଷ କମାଇଦେଇଥାଏ ।

3- ଅନେକ ମହିଳା ନିଜର ମଙ୍ଗଳସୂତ୍ରକୁ ଷ୍ଟାଇଲ କରିବା ପାଇଁ ହାତରେ ପିନ୍ଧିଦେଇଥାନ୍ତି । ହେଲେ ଏପରି କରିବା ଅନୁଚିତ । 4- ନାଲି ରଙ୍ଗ ପରିବର୍ତ୍ତେ ଅନ୍ୟ କୌଣସି ରଙ୍ଗର ସିନ୍ଦୁର ପିନ୍ଧିବା ବର୍ଜିତ ଅଟେ । ତେଣୁ ଏପରି ଭୁଲ ବିବାହିତା ମହିଳା କରିବା ଅନୁଚିତ । 5- ଭଙ୍ଗା କି ଫଟା ଚୁଡି କି ପାଉଁଜି ମହିଳା ମାନେ ପିନ୍ଧିବା ମଧ୍ୟ ଉଚିତ ନୁହେଁ । ଏହା ସ୍ଵାମୀ ଓ ସ୍ତ୍ରୀ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *