ଏହି 2 ଟି ଜାଗାରେ କେବେ ବି ନାରୀ ଙ୍କ ଅପମାନ କରିବେ ନାହିଁ, ଜୀବନ ହେଇଯାଏ ବର୍ବାଦ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ମହିଳା ମାନଙ୍କୁ କେଉଁ ସ୍ଥାନରେ ନିନ୍ଦା କରିବା ଦ୍ୱାରା ଆପଣଂକୁ ଏହାର ମୂଲ୍ୟ ଦେବାକୁ ପଡ଼ିଥାଏ । ବନ୍ଧୁଗଣ ପ୍ରକୃତି ର ସୃଷ୍ଟି ରେ ଉଭୟ ପୁରୁଷ ଏବଂ ମହିଳା ପରସ୍ପର ଙ୍କ ପୁରକ ଅଟନ୍ତି । ଯଦି ଭଗବାନ ପୁରୁଷ ଙ୍କୁ ସୃଷ୍ଟି କରିଛନ୍ତି ତେବେ ସେମାନଙ୍କୁ ପୂର୍ଣ୍ଣ କରିବା ନିମନ୍ତେ ମହିଳା ମାନଙ୍କୁ ସୃଷ୍ଟି କରିଛନ୍ତି । ସମାଜ ର ରୀତି ନିୟମ ଅନୁସାରେ ପୁରୁଷ ମାନଙ୍କୁ ଅଧିକ ମହତ୍ତ୍ୱ ପ୍ରଦାନ କରାଯାଏ ଏବଂ ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆ ଯାଇଥାଏ ।

ମହିଳା ମାନଙ୍କୁ କେବଳ ଗୃହ ଗ୍ରହସ୍ଥୀ କାର୍ଯ୍ୟ ରେ ଲିପ୍ତ ରଖା ଯାଏ । ତେବେ ବନ୍ଧୁଗଣ ମହିଳା ମାନଙ୍କୁ ଏହି ୫ଟି କାର୍ଯ୍ୟ ରେ ଯେଉଁ ପୁରୁଷ ମାନେ ନିନ୍ଦା କରିଥାନ୍ତି ସେମାନେ ଜୀବନ ରେ ବହୁତ ଅନୁତାପ କରିଥାନ୍ତି ଏବଂ ସେମାନଙ୍କୁ ବର୍ବାଦ ହେବାକୁ ବେଶୀ ସମୟ ଲାଗିନଥାଏ । ତେବେ ଆସନ୍ତୁ ଜାଣିବା ସେହି ୫ଟି କାର୍ଯ୍ୟ ଗୁଡ଼ିକ କଣ କଣ ।

୧. ବନ୍ଧୁଗଣ କେବେବି କୌଣସି ପୁରୁଷ ନିଜ ପତ୍ନୀ ବନାଇଥିବା ଖାଦ୍ୟ ର ନିନ୍ଦା କରିବା ଆଦୋୖ ଉଚିତ ନୁହେଁ । ନିଜ ପତ୍ନୀ ବନାଇଥିବା ଖାଦ୍ୟ ର ନିନ୍ଦା କରିବା ଦ୍ୱାରା ତାହା ସେମାନଙ୍କୁ ଆଦୋୖ ପସନ୍ଦ ହୋଇନଥାଏ ଏକ ସେମାନେ ନିଜ ମନରେ ଦ୍ଵେଷ ଭାବ ରଖନ୍ତି । ମହିଳା ମାନଙ୍କୁ ସର୍ବଦା ନିଜ ପ୍ରଶଂସା ପସନ୍ଦ ହୋଇଥାଏ । ତେଣୁ କେବେବି ସେମାନେ ବନାଇଥିବା ଖାଦ୍ୟ ର ନିନ୍ଦା କରନ୍ତୁ ନାହିଁ ।

୨. ବନ୍ଧୁଗଣ ସମସ୍ତ ମହିଳା ମାନେ ସାଜ ଶୃଙ୍ଗାର ହେବା ପାଇଁ ବହୁତ ଭଲ ପାଇଥାନ୍ତି । ଯଦି ଆପଣଙ୍କ ପତ୍ନୀ କୌଣସି ଫଁକ୍ସନ ରେ ଯିବା ନିମନ୍ତେ ସାଜ ଶୃଙ୍ଗାର ହେଉଛନ୍ତି ଏବଂ ଆପଣ ତାଙ୍କ ଏଥିପାଇଁ ହଇରାଣ କରୁଛନ୍ତି ତେବେ ସେମାନେ କେବେବି ଏହା ପସନ୍ଦ କରନ୍ତି ନାହିଁ । ଯଦିଓ ଆପଣଙ୍କ ପତ୍ନୀ ଆପଣଂକୁ କିଛି କୁହନ୍ତି ନାହିଁ କିନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ ଘୃଣା ଭାବ ସୃଷ୍ଟି ହୋଇପାରେ । ତେଣୁ କେବେବି ନିଜ ପତ୍ନୀ ଙ୍କୁ ସାଜ ଶୃଙ୍ଗାର ହେବା ସମୟରେ ହଇରାଣ କରନ୍ତୁ ନାହିଁ ବରଂ ତାଙ୍କ ପ୍ରଶଂସା କରନ୍ତୁ ।

୩. ବନ୍ଧୁଗଣ ନିଜ ପତ୍ନୀ ଙ୍କୁ କେବେବି ନିଜ ପରିବାର ସଦସ୍ୟ ଙ୍କ ସାମ୍ନା ରେ ନିନ୍ଦା କରନ୍ତୁ ନାହିଁ । ଯଦି ଆପଣ ନିଜ ପରିବାର ଙ୍କ ସଦସ୍ୟ ଙ୍କ ଆଗରେ ନିଜ ପତ୍ନୀ ଙ୍କ ନିନ୍ଦା କରନ୍ତି ତେବେ ଏହା ଦ୍ବାରା ତାଙ୍କ ର ଅପମାନ ହୋଇଥାଏ ଏବଂ ଏହାଦ୍ବାରା ଆପଣଙ୍କ ସମ୍ପର୍କ ରେ ତିକ୍ତତା ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ କେବେବି ନିଜ ପତ୍ନୀ ଙ୍କ ନିନ୍ଦା କରନ୍ତୁ ନାହିଁ ।

୪. ବନ୍ଧୁଗଣ ମହିଳା ମାନଙ୍କୁ କୌଣସି କ୍ଷେତ୍ରରେ ରୋକିବା ତାଙ୍କୁ ଆଦୋୖ ପସନ୍ଦ ହୋଇନଥାଏ । ଆପଣ ଯଦି ନିଜ ପତ୍ନୀ ଙ୍କୁ ସର୍ବଦା ସମସ୍ତ କ୍ଷେତ୍ରରେ ରୋକିଥାନ୍ତି ତେବେ ସେ ଆପଣଂକୁ ଘୃଣା କରିବାକୁ ଆରମ୍ଭ କରିଥାନ୍ତି । ତେଣୁ କେବେବି କୌଣସି କ୍ଷେତ୍ର ରେ ନିଜ ପତ୍ନୀ ଙ୍କୁ ରୋକିବାକୁ ଚେଷ୍ଟା କରନ୍ତୁ ନାହିଁ ।

୫. ବନ୍ଧୁଗଣ ନିଜ ପତ୍ନୀ ଙ୍କୁ ଯଦି ଆପଣ ସବୁବେଳେ ଖରାପ ଭାଷା ରେ ଗାଳି ଦେଇଥାନ୍ତି ଏବଂ ନିର୍ଯ୍ୟାତନା ଦେଇଥାନ୍ତି ତେବେ ତାଙ୍କ ମନରେ ଆପଣଙ୍କ ପାଇଁ ଥିବା ଭଲ ପାଇବା ସବୁଦିନ ପାଇଁ ସମାପ୍ତ ହୋଇଯାଏ ଏବଂ ଆପଣଙ୍କ ସଂପର୍କ ର ଡୋର ବହୁତ ଶୀଘ୍ର ଭାଙ୍ଗି ଯାଇଥାଏ । ତେଣୁ କେବେବି ନିଜ ପତ୍ନୀ ଙ୍କ ସହ ଏପରି ବ୍ୟବହାର କରନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *