ଚେହେରାର ସୁନ୍ଦରତା ବଢାଇବା ପାଇଁ କଣ କରିବେ ? ଏହା ସହିତ ଆହୁରି ପଢନ୍ତୁ 20 + Anuchinta

୧.ଯଦି ଗର୍ଭରେ ପିଲା ନଷ୍ଟ ହୋଇଥାଏ ତେବେ ସୋରିଷ ସହିତ ହେଙ୍ଗୁ ମିଶାଇ ତାକୁ ଘିଅରେ ଭାଜି ଖାଇଲେ ପିଲା ଶୀଘ୍ର ଗର୍ଭରୁ ବାହାରି ଆସେ । ୨.ମହିଳା ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ହେଲେ ଲିଚୁ କୋଳି କିଛି ଦିନ ଖାଇଲେ ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହିତ ଚେହେରାର ଚମକ ଆସିଥାଏ । ୩.ମୁଣ୍ଡରେ ରୂପୀ ହେଉଥିଲେ ମେହେନ୍ଦୀ ପତ୍ରକୁ ପାଣିରେ ସିଝାଇ ସେହି ପାଣିରେ ମୁଣ୍ଡ ଧୋଇଲେ ରୂପୀ ଦୂର ହୋଇଯାଇଥାଏ ।

୪.ମେହେନ୍ଦୀ ପତ୍ର ରସକୁ ହାତରେ ଲଗାଇଲେ ଯଦି ଲାଲ ହୋଇଯାଏ ତେବେ ରକ୍ତରେ ହିମୋଗ୍ଲୋବିନ ର ପରିମାଣ ଠିକ ଅଛି ବୋଲି ଜଣା ପଡେ । ୫.ଯେଉଁ ସ୍ତ୍ରୀ ଲୋକ ମାନଙ୍କ ମାସିକ ଧର୍ମ ଠିକ ସମୟରେ ହୁଏ ନାହିଁ ସେମାନେ ମୂଳାରସ ଏକକପ ସକାଳୁ କିଛିଦିନ ପିଇଲେ ତାହା ଦୂର ହୋଇଯାଇଥାଏ ।

୬.ମହିଳା ମାନଙ୍କ କଡୀ ଗର୍ଭାଶୟ ବୃଦ୍ଧି ହୋଇଥାଏ ତେବେ ମୁଥା ମୂଳକୁ ଚୂର୍ଣ୍ଣ କରି ସକାଳେ ସନ୍ଧ୍ୟାବେଳେ ପାଣି ସହିତ ଖାଇଲେ ଗର୍ଭ ସଙ୍କୁଚିତ ହୋଇଥାଏ ଏବଂ ଶୁଦ୍ଧ ହୋଇଥାଏ ।

୭.କଞ୍ଚା ମୁଠାମୂଳାକୁ ୩ ଥର ସ୍ତନ ରେ ଲେପ ଦେବା ଦ୍ଵାରା ସ୍ତନ ବୃଦ୍ଧି ହୋଇଥାଏ ଏବଂ ସୁଦ୍ଧ ହୋଇଥାଏ ଏହା ସହିତ କ୍ଷୀର ଵୃଦ୍ଧି ହୋଇଥାଏ ।

୮.ଯେଉଁ ଝିଅ ମାନଙ୍କ ଅଧିକ ବୟସ ପର୍ଯ୍ୟନ୍ତ ଋତୁସ୍ରାବ ବିଳମ୍ବ ହେଉଥିଲେ ମନ୍ଦାର ପତ୍ରକୁ କଂଚାଖିରରେ ବାଟି ସକାଳେ ସନ୍ଧ୍ୟାରେ କିଛିଦିନ ପିଇଲେ ଋତୁସ୍ରାବ ହୋଇଥାଏ।

୯.ମନ୍ଦାର ଫୁଲକୁ ତେଲରେ ପାକକରି ତାକୁ ଛାଣି କେଶରେ ଲଗାଇଲେ କେଶ ଭଲ ବଢିଥାଏ ତାହା ସହିତ ନରମ ରହିଥାଏ ।

୧୦.ନିର୍ମୂଳି ଲତାକୁ ପାଣିରେ ସିଝାଇ ତାକୁ ଥଣ୍ଡା ହେଲାପରେ ସେହି ସେହିପାଣିରେ ମୁଁହ ଧୋଇଲେ ବ୍ରଣ ଅଳ୍ପଦିନ ମଧ୍ୟରେ ସୁଖୀ ଯାଏ ।

୧୧.ହାଡଫୁଟି ହେଲା ଓଆରେ ମୁହଁ ଓ ଦେହରେ ହୋଇଥିବା ଡଗକୁ ଲିଭାଇବା ପାଇଁ ସପ୍ତାହେ ପଯନ୍ତ ପଇଡ ପାଣିକୁ ତୁଲା ସାହାଯ୍ୟରେ ଲଗାଇଲେ ସେହି ଦାଗ ଦୂର ହୋଇଯାଇଥାଏ ।

୧୨.ଗର୍ଭବତୀ ମହିଳା ମାନେ ପଇଡ଼ ପାଣି ପିଇବା ଅନୁଚିତ କାରଣ ଏହା ଗର୍ଭ ନଷ୍ଟ କରିଥାଏ ।

୧୩.ଗର୍ଭାବସ୍ଥାରେ ଯଦି ବାନ୍ତି ହେଉଥାଏ ତେବେ ଏକ ଗ୍ଲାସ ଲାଉରସ ପିଇବା ଦ୍ଵାରା ଏହା ବନ୍ଦ ହୋଇଯାଇଥାଏ ।

୧୪.ପିତା ଲାଗୁଥିବା ଲାଉ ରସ ପିଇବା ଅନୁଚିତ କାରଣ ଏହା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।

୧୫.ମୁହଁ ସୁନ୍ଦର ଦେଖାଯିବ ପାଇଁ ହେଲେ ଏକ ଗ୍ଲାସ ଲାଉ ରସ କିଛି ଦିନ ପର୍ଯ୍ୟନ୍ତ ପିଇବା ଦ୍ଵାରା ମୁଖର ଚମକ ଆସିଥାଏ ।

୧୬.ଯଦି ମୁଖରେ କୌଣସି ଦାଗ ଥାଏ ତେବେ ମୁହଁରେ ହଳଦୀ ସହିତ ଦୁବଘାସ ବାଟି ଲଗାଇଲେ ତାହା ଦୂର ହୋଇଯାଇଥାଏ ।

୧୭.ଯେଉଁ ସ୍ତ୍ରୀ ମାନଙ୍କ ସ୍ତନ ଲଟକୀ ଯାଇଥାଏ ସେମାନେ ଦୁଦୁର ପତ୍ରକୁ ଉଷୁମ ସ୍ତନରେ ଦେଇ ଭିଡି ଏକମାସ ବାନ୍ଧିଲେ ତାହା ଠିକ ହୋଇଯାଇଥାଏ ।

୧୮. ଯଦି ପ୍ରସବ ପରର ଯନ୍ତ୍ରଣା ହେଉଥାଏ କିମ୍ବା ଉପବାସ ଜନିତ ଦୁର୍ବଳତା ଲାଗୁଥାଏ କିଛିଦିନ ଏକ ଗ୍ଲାସ ତରଭୁଜ ରସ ପିଇଲେ ତାହା ଦୂର ହୋଇଥାଏ ।

୧୯.ଯଦି ଦେହରେ ଘିମିରି ହେଉଥାଏ ତେବେ ତେଜପତ୍ରକୁ ବାଟି କିଛି ଦିନ ମାଲିସ କରିକି ଗାଧେଇଲେ ତାହା ଦୂର ହୋଇଯାଇଥାଏ ।

୨୦.ଯଦି ଦିନକୁ ଦିନ ଚେହେରା ଖରାପ ହେବାରେ ଲାଗୁଚି ତେବେ ତେଜ ପତ୍ରକୁ ସିଝାଇ ତାର ପାଣି ଦିନକୁ ଦୁଇଥର ଖାଇଲେ ଚେହେରା ଠିକ ହୋଇଯାଇଥାଏ ।

୨୧.ଗର୍ଭାବସ୍ଥାରେ ଯଦି ବାନ୍ତି ହେଉଥାଏ ତେବେ ଜିରା ସଙ୍ଗେ କଳାଲୁଣ ମିଶାଇ ଖାଇଲେ ତାହା ଦୂର ହୋଇଯାଇଥାଏ ।

୨୨.ପିଲାଙ୍କ ପାଇଁ ମାର କ୍ଷୀର ବୃଦ୍ଧି କରିବାକୁ ହେଲେ ଜିରା କୁ ଘିଅରେ ଭାଜିବା ସହିତ ସେଥିରେ ମିଶିରି ମିସାଇ ପ୍ରତେକ ଦିନ ଦୁଇଥର ଖାଇଲେ କ୍ଷୀର ବୃଦ୍ଧି ହୋଇଥାଏ ।

୨୩.ଋତୁସ୍ରାବ ସମୟରେ ଯଦି ଯନ୍ତ୍ରଣା ହେଉଥାଏ ତେବେ ଜୁଆଣିକୁ ସିଝାଇ ତାର ପାଣି ରେ ଗୁଡ଼ ମିଶାଇ ଖାଲି ପେଟରେ ଉଷୁମ କରି ପିଇଲେ ତାହା ଦୂର ହୋଇଯାଏ ।

୨୪.ସହଜରେ ଓ ସୁଖ ପୂର୍ବକ ପ୍ରସବ କରିବା ପାଇଁ ହେଲେ ବାସଙ୍ଗ ମୂଳକୁ ୩ ଥର ନାଭି ଚାରିପଟେ ଲେପ ଦେବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *