ମହିଳା ମାନଙ୍କର ଦେଖନ୍ତୁ ନାହିଁ ଏହି 1 ଗୁପ୍ତ ଜିନିଷ, ବର୍ବାଦ ହେଇଯିବେ- Chanakya Niti

ସାଙ୍ଗମାନେ ଚାଣକ୍ୟ ନୀତି ଅନୁସାରେ ମହିଳାମାନଙ୍କ ଏହି ଜିନିଷ ଦେଖିବା ଉଚିତ୍ ନୁହେଁ । ଯେଉଁ ପୁରୁଷ ମହିଳା ମାନଙ୍କ ଏହି ଜିନିଷ ଦେଖିଦିଏ, ସେ ବର୍ବାଦ୍ ହୋଇଯାଏ । ଯଦି ଆପଣ ଜୀବନରେ ସୁଖରେ ରହିବାକୁ ଚାହୁଁଛନ୍ତି ଓ ସଫଳ ହେବାକୁ ଚାହାଁନ୍ତି, ତା ହେଲେ ମହିଳା ମାନଙ୍କ ଏହି ଜିନିଷ କେବେବି ଦେଖିବା ଉଚିତ୍ ନୁହେଁ, ନହେଲେ ଆପଣ ବର୍ବାଦ ହୋଇଯିବେ । ଚାଣକ୍ୟ ନୀତି ଅନୁସାରେ ମହିଳା ମାନଙ୍କ ଏହି ଜିନିଷ ଦେଖିଲେ ପୁରୁଷମାନଙ୍କର ମୃତ୍ୟୁ ହୁଏ, ଏମାନଙ୍କୁ ମହପାପୀ ଜଣାଯାଏ । ଆଜି ଆମେ ଜାଣିବା ମହିଳା ମାନଙ୍କର କେଉଁ ଜିନିଷ ଦେଖିଲେ ପୁରୁଷ ବର୍ବାଦ ହୋଇଯିବେ ।

୧. ଯେଉଁ ପୁରୁଷ ଗୋଟେ ମା ତା’ର ସନ୍ତାନ କୁ ସ୍ତନ୍ୟ ପାନ କରୁଥିବାର ଦେଖିଦିଏ, ନିଜ ମନରେ କୌଣଷି ଖରାପ୍ ଭାବନା ଆଣେ, ଏହିପରି ଲୋକଙ୍କୁ ମହପାପୀ କୁହାଯାଏ । ଚାଣକ୍ୟଙ୍କ କଥା ଅନୁସାରେ ସେହି ବ୍ୟକ୍ତି ଜୀବନରେ କେବେବି ଖୁସିରେ ରହିପାରନ୍ତି ନାହିଁ ଓ ସଫଳ ହୋଇପାରନ୍ତି ନାହିଁ ।

ଶାସ୍ତ୍ରରେ ଏମିତି ଲୋକକୁ କଠୋର ଦଣ୍ଡ ଦିଆଯାଏ । ଶାସ୍ତ୍ରରେ କୁହାଯାଇଛି କୌଣସି ମହିଳାମାନଙ୍କୁ ଲୁଚିକରି ଗାଧୋଇବା ସମୟରେ ଦେଖିବା ଉଚିତ୍ ନୁହେଁ । ଲୁଚିକରି କୌଣସି ମହିଳାମାନଙ୍କୁ ଗଧୋଇଲାବେଳେ ଦେଖିବା ପାପ ହୋଇଥାଏ ।

୨. କୌଣସି ମହିଳାମାନଙ୍କର ସ୍ତନ ପୁରୁଷମାନେ ଦେଖିବା ଉଚିତ୍ ନୁହେଁ, କାହିଁକି ନା ପୁରୁଷଙ୍କ ପାଳନ ପୋଷଣ ସେହିଠାରୁ ଆରମ୍ଭ ହୁଏ, ଯଦି ଏହିପରି ଭୁଲ୍ କରନ୍ତି, ତାକୁ ଘୋର ପାପି କୁହାଯାଏ । ଏହି ଭୁଲ୍ କଲେ ସେ କେବେ ବି ମଣିଷ ଜନ୍ମ ପାଇନଥାଏ । ସେଥିପାଇଁ ଆପଣ ଏହି ପାପରୁ ବଞ୍ଚି ରୁହନ୍ତୁ ।

୩. ମହିଳାମାନଙ୍କର ଏମିତି ଗୋଟେ ଅଙ୍ଗକୁ ଛୁଇଁଲେ ଦେବୀ ଦେବତାମାନେ ରାଗନ୍ତି ଓ ଅଭିଶାପ ଦିଅନ୍ତି । ଆମ ଦେଶରେ ମହିଳାମାନଙ୍କୁ ଦେବୀ ବୋଲି ଭାବନ୍ତି । ହିନ୍ଦୁ ଶାସ୍ତ୍ରରେ ଅଛି ମା ପାର୍ବତୀଙ୍କ ସବୁ ଶକ୍ତି ମହିଳାମାନଙ୍କର ନାଭିରେ ରହିଥାଏ, ସେଥିପାଇଁ ମହିଳାମାନଙ୍କୁ ଦେବୀ ବୋଲି ମାନନ୍ତି ।

ସେଥିପାଇଁ ପୁରୁଷ ମହିଳାମାନଙ୍କ ନାଭିକୁ ଛୁଇଁବା କଥା ନୁହେଁ । ପୁରୁଷ ଏହି ନାଭିକୁ ଛୁଇଁଲେ ମହାପାପି ହୋଇଥାଏ ଓ ତାକୁ କଷ୍ଟ ଭୋଗିବାକୁ ପଡେ । ତେଣୁ ଆପଣ ମାନଙ୍କୁ ମଧ୍ୟ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହି ସବୁ କାମ କରିବା ଦ୍ଵାରା ଆପଣ କେବେ ବି ଖୁସିରେ ରହି ପାରିବେ । ସାରା ଜୀବନ ଦରିଦ୍ରତାରେ କାଟିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *