Bollywood ର ଫେମସ ଆକ୍ଟର Mohnish bahl ଙ୍କ ଝିଅ ଦେଖିବାକୁ କୌଣସି ଅପ୍ସରା ଠାରୁ ନୁହଁନ୍ତି କମ, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଫେମସ ଅଭିନେତା ମନିସ ବହଲଙ୍କୁ ନିଶ୍ଚୟ ଜାଣିଥିବେ । ଏହି କଳାକାର ଜଣକ ବଲିଉଡର ବହୁତ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି । ମନିସ ବଲିଉଡରେ ହିରୋ ଓ ଭିଲିଆନ ଉଭୟ ଭୂମିକା ପଦର୍ଶନ କରିଛନ୍ତି । ମନିସଙ୍କ ଅଭିନୟ ଓ ଷ୍ଟାଇଲକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ବର୍ତ୍ତମାନ ସେ ବଲିଉଡରେ ଫିଲ୍ମ କରୁନାହାନ୍ତି ହେଲେ ତାଙ୍କର ଲୋକପ୍ରିୟତା ପୂର୍ବପରି ରହିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମନିସ ବହଲଙ୍କ ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ବନ୍ଧୁଗଣ ମନିସ ବହଲଙ୍କ ଜନ୍ମ ୧୪ ଅଗଷ୍ଟ ୧୯୬୧ ମସିହାରେ ହୋଇଥିଲା । ତାଙ୍କ ପତ୍ନୀଙ୍କ ନାମ ହେଉଛି ଏକ୍ତା ଶୋହିନୀ । ମନିସ ଓ ଏକ୍ତାଙ୍କର ଦୁଇଟି ଝିଅ ଅଛନ୍ତି । ସେମାନଙ୍କର ନାମ ହେଉଛି ପ୍ରନୁତାନ ବହଲ ଓ କ୍ରିସା ବହଲ ।

ବନ୍ଧୁଗଣ ମନିସ ବଲିଉଡକୁ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି ଓ ବହୁତ ସୁନ୍ଦର ଭାବରେ ଲୋକମାନଙ୍କର ମନୋରଞ୍ଜନ କରିଛନ୍ତି, ସେ ଶେଷ ଥର ପାଇଁ ଫିଲ୍ମ ‘ଜୟ ହୋ’ରେ ନଜର ଆସିଥିଲେ । ଏହି ଫିଲ୍ମର ମୁଖ୍ୟ ଅଭିନେତା ଥିଲେ ବଲିଉଡର ସୁପର ଷ୍ଟାର ସଲମାନ ଖାନ ଓ ମନିସ ଏହି ଫିଲ୍ମରେ ମୁଖ୍ୟମନ୍ତ୍ରୀର ଭୂମିକା ପଦର୍ଶନ କରିଥିଲେ । ମନିସଙ୍କର ଏହି ଫିଲ୍ମଟି ମଧ୍ୟ ସୁପର ହିଟ ହୋଇଥିଲା ।

ଏହି ଫିଲ୍ମ ପରଠାରୁ ସେ କୌଣସି ଫିଲ୍ମରେ ନଜର ଆସିନାହାନ୍ତି । ମୋନିସ ନିଜର ସମସ୍ତ ଭୂମିକାକୁ ବହୁତ ସୁନ୍ଦର ଭାବରେ ପଦର୍ଶନ କରିଥାନ୍ତି । ମନିସଙ୍କ ଜୀବନର ସବୁଠାରୁ ବଡ ସଫଳ ଫିଲ୍ମ ହେଉଛି ‘ହମ ସାଥ ସାଥ ହେ’ । ଏହି ଫିଲ୍ମରେ ମନିସ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । ଦର୍ଶକ ମାନେ ମଧ୍ୟ ଏହି ଫିଲ୍ମକୁ ବହୁତ ଅଧିକ ପସନ୍ଦ କରିଥିଲେ । ମନିସ ବଲିଉଡର ସମସ୍ତ ଦିଗଜ କଳାକାରଙ୍କ ସହ ଫିଲ୍ମ କରିସାରିଛନ୍ତି ।

ହେଲେ ବର୍ତ୍ତମାନ ସେ ବଲିଉଡରୁ ଦୂରରେ ଅଛନ୍ତି । କାରଣ ତାଙ୍କ ମନ ମୁତାବକ ଫିଲ୍ମ ତାଙ୍କୁ ନମିଳିବାରୁ ସେ କୌଣସି ଫିଲ୍ମରେ ଅଭିନୟ କରୁନାହାନ୍ତି । ବନ୍ଧୁଗଣ ମନିସ ହେଉଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନୁତନଙ୍କ ପୁଅ ଓ ସେ ବଲିଉଡ ଅଭିନେତ୍ରୀ କାଜୋଲଙ୍କର ଭାଇ ମଧ୍ୟ ଅଟନ୍ତି  । ତେଣୁ ଆଜି ଆମେ ଆପଣ ମାନଙ୍କୁ ମନିସଙ୍କ ବଡ ଝିଅ ପ୍ରାନୁତାନ ବହଲଙ୍କ ବିଷୟରେ କହିବାକୁ ଯାଉଛୁ ।

ଆଜିକାଲି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ପ୍ରନୁତାନଙ୍କ ଫଟୋ ଭାଇରାଲ ହେଉଛି । ପ୍ରାନୁତାନ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସୁନ୍ଦରତା ମାମଲାରେ ସେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ପ୍ରନୁତାନ ହେଉଛନ୍ତି ଜଣେ ଓକିଲ । ହେଲେ ସେ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ, ତାଙ୍କୁ ଅଭିନୟ କରିବା ପାଇଁ ଭଲ ଲାଗେ । ଯଦି ତାଙ୍କୁ ମଉକା ମିଳିବ ତା ହେଲେ ସେ ନିଶ୍ଚୟ କୌଣସି ଫିଲ୍ମରେ ଅଭିନୟ କରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମନିସ ବହଲଙ୍କ ଝିଅ ପ୍ରାନୁତାନ କେମିତି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ କହିବେ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ମନୀଷ ଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *