ମହିଳାମାନଙ୍କୁ ଏହି ଅଙ୍ଗ ଠିକ କରିଥାଏ ତାଙ୍କ ସ୍ଵାମୀଙ୍କ ଭାଗ୍ୟରେ କଣ ହେବ, ଜାଣନ୍ତୁ କେମିତି

ଆପଣମାନଙ୍କ ମଧ୍ୟରେ ବହୁତ ଲୋକ ରାମାୟଣ ତ ଅବଶ୍ୟ ପଢିଥିବେ । ବାଲ୍ମୀକିଙ୍କ ରାମାୟଣରେ ଏକ ପ୍ରସଙ୍ଗ ଅନୁସାରେ ମାତା ସୀତା ଯେତେବେଳେ ଅଶୋକ ବାଟିକାରେ ଥିଲେ ତେବେ ସେ ତ୍ରିଜଟାଙ୍କୁ କହିଥିଲେ କି ତାଙ୍କର ଅଙ୍ଗର ଲକ୍ଷଣ ଏମିତି ଅଟେ କି ତାଙ୍କ ସ୍ଵାମୀ ଶ୍ରୀରାମ ଦିନେ ନା ଦିନେ ରାଜା ନିଶ୍ଚିତ ହେବେ ଓ ତାଙ୍କର ରାଜ୍ୟାଭିଷେକ ବି ସୁନିଶ୍ଚିତ ଅଟେ । ସେହି ସମୟରେ ସୀତା ମହିଳାମାନଙ୍କ ଏମିତି ଅଙ୍ଗ ସହ ଜଡିତ ଲକ୍ଷଣ ବିଷୟରେ କହିଲେ ଯାହା ତାଙ୍କର ସ୍ଵାମୀଙ୍କ ଭବିଷ୍ୟତ ସହ ଜଡିତ ଥିଲା । ଯାହାକି ହୃଦୟସ୍ପର୍ଶୀ କଥା ଅଟେ । ଆଜି ଆମେ ଆପଣଙ୍କୁ ସେହି ଲକ୍ଷଣ ବିଷୟରେ କହିବୁ ।

୧. ଯେଉଁ ମହିଳମାନଙ୍କ ପାଦରେ ପଦ୍ମ ଚିହ୍ନ ଥାଏ ତାଙ୍କର ସ୍ଵାମୀ ରାଜାଙ୍କ ଭଳି ଜୀବନ ବ୍ୟତୀତ କରିଥାନ୍ତି । ଏମିତି ମହିଳାମାନଙ୍କ ସ୍ଵାମୀ କୌଣସି ଉଚ୍ଚ ପଦରେ ଥାଆନ୍ତି । ଏହି ମହିଳାମାନଙ୍କ ସ୍ଵାମୀଙ୍କ ପାଖରେ ଧନ ଓ ସମୃଦ୍ଧିର କୌଣସି ଅଭାବ ନଥାଏ ।

୨. ଯେଉଁ ମହିଳାମାନଙ୍କ ଚୁଟି କଳା, ପତଳା ଓ ସୁନ୍ଦର ହୋଇଥାଏ ତାଙ୍କ ସ୍ଵାମୀଙ୍କ ଭାଗ୍ୟ ବହୁତ ପ୍ରବଳ ରହିଥାଏ । ଭାଗ୍ୟ ସବୁବେଳେ ଏହିଭଳି ମହିଳାଙ୍କ ସ୍ଵାମୀଙ୍କ ସହିତ ଚାଲିଥାଏ ।

୩. ଯେଉଁ ମହିଳାମାନଙ୍କ ଆଇବ୍ରୋ ଧନୁଷାକାର ଓ ସୁନ୍ଦର ହୋଇଥାଏ, ସେ ନିଜର ସ୍ଵାମୀର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇବାର କ୍ଷମତା ରଖିଥାଏ ଓ ଏହିଭଳି ମହିଳାମାନଙ୍କ ପାଦ ଯାହା ଘରେ ପଡିଥାଏ ସେଠି ଧନର ଉନ୍ନତି ହୋଇଥାଏ ।

୪. ଯେଉଁ ମହିଳମାନଙ୍କ ଜଂଘ ଲୋମ ରହିତ ହୋଇଥାଏ ତାଙ୍କର ସ୍ଵାମୀ ବିଳାସିତ ବାଲା ସଂପନ୍ନପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି ।

୫. ଯେଉଁ ମହିଳାମାନଙ୍କ ଦାନ୍ତ ମୋତି ସମାନ ସୁନ୍ଦର ହୋଇଥାଏ, ତାଙ୍କର ସ୍ଵାମୀ ଶକ୍ତିଶାଳୀ ଓ ପ୍ରଭାବୀ ବ୍ୟକ୍ତିତ୍ତ୍ଵ ବାଲା ହୋଇଥାନ୍ତି ।

 

୬. ଯେଉଁ ମହିଳାମାନଙ୍କ ନଖ ଗୋଲ ଓ ଚିକଣ ହୋଇଥାଏ ତାଙ୍କ ସ୍ଵାମୀ ଇଜ୍ଜତଦାର, ଧନୀ ଓ ସୁଖି ହୋଇଥାଏ ।

୭. ଯେଉଁ ମହିଳାମାନଙ୍କ ରଙ୍ଗ ଓ ତ୍ଵଚା ମଖମଲି ହୋଇଥାଏ ତାଙ୍କ ସ୍ଵାମୀଙ୍କ ମଧ୍ୟରେ କୌଣସି କମି ନ ଥାଏ । ସେ ପୂରାପୂରି ସମ୍ପୂର୍ଣ ହୋଇଥାନ୍ତି ।

୮. ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କ ଗୋଡର ପାଦ ତଳେ ତ୍ରିକୋଣର ଚିହ୍ନ ଥାଏ, ଏହିଭଳି ମହିଳାମାନେ ବୁଦ୍ଧିମାନ ହୋଇଥାନ୍ତି । ସେ ନିଜର ବୁଦ୍ଧିମତା ଓ ଜ୍ଞାନ ଦ୍ଵାରା ନିଜର ପରିବାରକୁ ସମସ୍ତ ସମ୍ଭବ ସାହାର୍ଯ୍ୟ କରିଥାନ୍ତି ଓ ସମସ୍ତଙ୍କୁ ଖୁସି ବି ରଖିଥାନ୍ତି ।

୯. ଯେଉଁ ମହିଳାମାନଙ୍କ ମୁଣ୍ଡରେ ତିଳ ଥାଏ ତାହା ସହିତ ଯେଉଁ ବ୍ୟକ୍ତି ବିବାହ କରିଥାନ୍ତି ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ଓ ଏହି ମହିଳାମାନଙ୍କ ସ୍ଵାମୀଙ୍କୁ କେବେ ବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡି ନ ଥାଏ ।

୧୦. ଯେଉଁ ମହିଳାମାନଙ୍କ ନାଭି ଗଭୀର ଓ ଗୋଲ ହୋଇଥାଏ ସେମାନେ ଶାରୀରିକ ରୂପରେ ବହୁତ ସୁନ୍ଦର ମହିଳା ହୋଇଥାନ୍ତି । ଏହା ସହିତ ନିଜର ସ୍ଵାମୀଙ୍କ ପାଇଁ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି ଓ ନିଜର ଶଶୁର ଘର ପାଇଁ ଅଧିକ ଧନ ଆଣିବା ବାଲା ବ୍ୟକ୍ତି ହୋଇଥାନ୍ତି । ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଏହିଭଳି ଅଧିକ ରୋଚକ କଥା ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *