ମହିଳା ଜଣକ ଭିଡିଓ ବନେଇ କରିଲେ ଆକୁଳ ନିବେଦନ, କାନ୍ଦି କାନ୍ଦି କହିଲେ ‘ଦୟାକରି ମତେ ଆଉ ମୋ ପିଲାକୁ ବଞ୍ଚାନ୍ତୁ’ ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଘରେ ରହି ସୋସିଆଲ ମିଡିଆ ଦ୍ଵାରା ଏହି ସବୁ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ।

ଏହି ଭିଡିଓଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ମଧ୍ୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ସାହାରନପୁରରେ ରହୁଥିବା ମହିଳା ମୁନେସ ରାନୀ ନିଜ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।

ମହିଳା ଜଣକ ନିଜ ଶାଶୁ ଘର ବିରୋଧରେ ଉତ୍ପୀଡନର ଆରୋପ ଲଗାଇଛି । ମହିଳା ନିଜ ଶଶୁର ଘର ଓ ନିଜ ସ୍ଵାମୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି ।ମହିଳା ଜଣକ ଭିଡିଓରେ କହିଛନ୍ତି-‘ମୋ ସ୍ଵାମୀର ଅନ୍ୟ ଏକ ମହିଳା ସହ ଦୀର୍ଘ ଅନେକ ସମୟ ହେବ ଅବୈଧ ସମ୍ବନ୍ଧ ଅଛି । ଆମ ବିବାହକୁ ୧୬ ବର୍ଷ ହୋଇଯାଇଛି ମୋର ଦୁଇଟି ଛୁଆ ଅଛନ୍ତି । ଦୁଇ ଛୁଆଙ୍କ ବୟସ ୧୫ ଓ ୧୩ ବର୍ଷ’ ।

ଆଗକୁ ମହିଳା କହିଛନ୍ତି-‘ଏହି ଲୋକ ମାନେ ମୋତେ ଆଉ ମୋ ଛୁଆଙ୍କୁ ଘରୁ ବାହାର କରିବା ପାଇଁ ଚାହୁଁ ଛନ୍ତି । ଗତ କିଛି ଦିନ ତଳେ ମୋତେ ମାରିବା ପାଇଁ ଚେଷ୍ଟା କରିଥିଲେ । ଆଜି ମିଛ ଆରୋପ ମୋ ଉପରେ ଆଉ ମୋ ଭାଇ ମାନଙ୍କ ଉପରେ ଲଗା ଯାଉଛି । ଏବେ ବିବାହର ଏତେ ବର୍ଷ ପରେ ମୁ ମୋ ଛୁଆଙ୍କୁ ନେଇ କେଉଁଠି କି ଯିବି । ମୁ ପୋଲିସ ପ୍ରଶାସନ ଠାରୁ ସହାୟତା ଚାହୁଁଛି’ ।

ଆଗକୁ ମହିଳା କହିଛନ୍ତି-‘ଏହି ଲୋକମାନେ ମୋ ସହ ସମସ୍ତ ପ୍ରକାରର କଷ୍ଟ ଦେଉଛନ୍ତି । ମୁ ମୁଖ୍ୟମନ୍ତ୍ରୀ ଓ ପୋଲିସ ପ୍ରଶାସନକୁ ଅନୁରୋଧ କରୁଛି ମୋର ଆଉ ମୋ ଛୁଆଙ୍କର ଜୀବନ ବଞ୍ଚାଇ ଦିଅ’ । ତା ହେଲେ ବନ୍ଧୁଗଣ ମହିଳା ଜଣକ ଏଭଳି ଭାବରେ କାନ୍ଦି କାନ୍ଦି ନିଜ କଷ୍ଟ ବିଷୟରେ କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *