ମହିଳା ଜଣକ ତାଙ୍କ ଛୁଆଁ ପାଇଁ ମେଡ଼ିସିନ ନେବାକୁ ଆସିଥିଲେ, କିନ୍ତୁ ଦୋକାନୀ ତାଙ୍କ ମେଡ଼ିସିନ ବଦଳରେ ଦେଇଦେଲେ ଅଲଗା ମେଡ଼ିସିନ …. ତା ପରେ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମେଡ଼ିସିନ ଦୋକାନୀକୁ ପାଠ ପଢାଇଲେ ମହିଳା ଜଣକ । ହଁ ଦଶକବନ୍ଧୁ ମହିଳା ଜଣକ ଡାକ୍ତରଙ୍କ ଠାରୁ ମେଡ଼ିସିନ କାଗଜ ନେଇ ମେଡ଼ିସିନ ଦୋକାନ କୁ ଆସିଥିଲେ । ସେଠାରେ ଦୋକାନୀ ଜଣକ ପ୍ରଥମେ ମେଡ଼ିସିନ କାଗଜକୁ ଦେଖି ଆଣ୍ଟିବେଟିକ ମେଡ଼ିସିନ କାଗଜ ଲେଖାହୋଇଥିବା ବଦଳରେ ଅନ୍ୟତ୍ର ଦେଇଥିଲେ ।

ଯାହାକୁ ମହିଳା ଜଣକ ଦେଖି ଦୋକାନୀ କହିଥିଲେ ମାତ୍ର ଦୋକାନୀ କହିଲେ ନାଁ ସେଇଠା ହିଁ ଆପଣ ଦଶ ଦିନକୁ ଦିନକୁ ଗୋଟେ ଲେଖାଏ  ଦେବେ ଏବଂ ପରେ ଆଉ ଦଶ ଦିନ ଦେବେ । ମାତ୍ର ଡାକ୍ତରଙ୍କ ଲେଖାରେ ଦିନକୁ ଦୁଇ ଠାରେ ସକାଳ ଓ ସନ୍ଧ୍ୟା ବୋଲି ଲେଖାଥିଲେ । ମହିଳା ଜଣକ ଦୋକାନୀ କଥାକୁ ମାନିଥିଲେ ଏବଂ  ଡାକ୍ତର ଆଉ  ଏକ ସ୍ପ୍ରେ ମଧ୍ୟ ପିଲାର ଗଳା ରେ ମାରିବାକୁ ଲେଖିଥିଲେ ।

ତେବେ ମେଡ଼ିସିନ ଦୋକାନୀ ଜଣକ ଡାକ୍ତର ଲେଖିଥିବା ସ୍ପ୍ରେ ବଦଳରେ  ଅନ୍ୟ ଏକ ଲାରୁଇନ ଡାଇଜ୍ଲୋ ଫିରକ୍ଶ ସ୍ପ୍ରେ ଦେଇଥିଲେ । ମହିଳାଜଣକ ଯେବେ ତାହାକୁ ନେଇ ଛୁଆଁ ର ଗଳାରେ ସ୍ପ୍ରେ କରିଥିଲେ ତେବେ ଠାରୁ ଛୁଆଁର ପରିସ୍ଥିତି ବିଗିଡିବାକୁ ଲାଗିଥିଲା । ପିଲାର 105 ଡିଗୀ ତାପମାତ୍ରା ଜ୍ଵର ବାନ୍ତି ଓ ପେଟ ବିନ୍ଧା ଆଦି ହେଇ ସେ ବିଛଣାରେ ପଡିଛି । ତେବେ ଏହିକୁ ନେଇ ମହିଳା ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ।

ସମସ୍ତ ଘଟଣା ଶୁଣିବା ପରେ ପୋଲିସ ସେଇ ମେଡ଼ିସିନ ଦୋକାନକୁ ଯାଇ ପଚାରିଥିଲେ । ତେବେ ସେଠାରେ ଜଣାପଡିଲା ଯେ ମେଡ଼ିସିନ ଦୋକାନୀ ମେଡ଼ିସିନ ସମ୍ବନ୍ଧୀୟ ପାଠପଢି ନାହାଁନ୍ତି । ବିନା ଫାରମାସିଷ୍ଟ କରି ଦୋକାନ ବସିଛନ୍ତି । ତେବେ ମହିଳା ଜଣଙ୍କ କହିଲେ ଆପଣ ଯଦି ଏଭଳି ଭୁଲ ମେଡ଼ିସିନ ଗୁଡାକ ଦେବେ ତେବେ ଆମ ଛୁଆଁମାନେ ମରିଯିବେ ।

ଆପଣଙ୍କ ଉପରେ ଭରସା ରଖି ଆସୁଛି ମୋ ଛୁଆଁ ଫିଡ୍ସ ରୋଗୀ ସେ ହଜାର ଥର ମେଡିକାଲରେ ଆଡ୍ମିଟ୍ ହୁଏ। ଆଜି ତା ପରିସ୍ଥିତି ବହୁତ ଖରାପ ହୋଇଯାଇଛି କେବଳ ଦୋକାନିଙ୍କ ଭୁଲ ସ୍ପ୍ରେ ମୋ ପିଲାର ସ୍ଥିତି ବିଗିଡି ଦେଇଛି । ତେଣୁ ବିନା ଯୋଗ୍ୟତାରେ ଲୋକେମାନେ ମେଡ଼ିସିନ ଦେବା ଅନୁଚିତ୍ । ତେବେ ଏହି ଖବରକୁ  ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *