ଆଜି କୁ 20 ଦିନ ହେଲାଣି ନା ମୁଁ ତା ସହ କଥା ହେଉଛି ନା ଦେଖା କରିଛି, ତାଙ୍କ ଘରକୁ ଯାଇଥିଲି କିନ୍ତୁ ତାଙ୍କ ବାପା ଦେଖିବାକୁ ଦେଲେନି, ପ୍ରେମିକ ସଞ୍ଜୟ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  ଶୁଭଲକ୍ଷ୍ମୀଙ୍କ ପୁରୁଷ ପ୍ରେମିକ ମିଡିଆ ସାମ୍ନାରୁ ତାଙ୍କ ଓ ଶୁଭଲକ୍ଷ୍ମୀଙ୍କ ପ୍ରେମ ଓ ଶୁଭଲକ୍ଷ୍ମୀ ଅନ୍ୟତ୍ର ପୁଅ ସହିତ ପ୍ରେମ କରି ଧୋକା ଦେବା ସବୁ ବିଷୟକୁ ବଖାଣିଛନ୍ତି ।  ଆଜି କୁ 20 ଦିନ ହେଲାଣି ମୁଁ ତା ସହ କଥା ନେଇକି ଏବଂ ତାଙ୍କ ବାପା ମଧ୍ୟ ମୋତେ ଦେଖା କରିବାକୁ ଦେଲେନି ।  ପ୍ରେମିକ ସଞ୍ଜୟଙ୍କ କହିବା ଅନୁସାରେ ଶୁଭଲକ୍ଷ୍ମୀ ଓ ସଞ୍ଜୟଙ୍କ ମଧ୍ୟରେ ପ୍ରେମ ଥିଲା ।

ସଞ୍ଜୟ ଶୁଭଲକ୍ଷ୍ମୀଙ୍କୁ ପ୍ରେମ କରୁଥିଲେ ମାତ୍ର ମଝିରେ ଅନିଲ ବୋଲି ଅନ୍ୟ ଯୁବକ ତାଙ୍କ ଜୀବନକୁ ଆସିଥିଲେ ଯାହା ଫଳରେ ଉଭୟଙ୍କ ଭିତରେ ସର୍ବଦା ଝଗଡା ଲାଗିରହୁଥିଳୀ । ଦିନେ ସଞ୍ଜୟ ରାଗି ଶୁଭଲକ୍ଷ୍ମୀଙ୍କୁ ଗାଳି ଦେଇଥିଲେ । କାରଣ ସେ ଶୁଭଲକ୍ଷ୍ମୀଙ୍କୁ ବହୁତ ଭଲ ପାଆନ୍ତି ତେଣୁ ସେ ତାଙ୍କୁ ହାତଛଡା କରିବାକୁ ଚାହାଁନ୍ତି ନାହିଁ । ଏଣୁ ଯେବେ ଶୁଭଲକ୍ଷ୍ମୀ ରାଗି ତାଙ୍କ ଘରକୁ ଫେରିଯାଇଥିଲେ । ତେବେ ସଞ୍ଜୟ ଶୁଭଲକ୍ଷ୍ମୀଙ୍କ ସହ କଥା ହେବା ପାଇଁ ବାଟ ନ ଜାଣିଥିବା ସତ୍ବେ ଖୋଜି ଖୋଜି ତାଙ୍କ ଘରକୁ ଯାଇଥିଲେ ।

ସଞ୍ଜୟ ଶୁଭଲକ୍ଷ୍ମୀଙ୍କ ବାପାଙ୍କ ପାଖକୁ  ଯାଇ ସବୁ ବିଷୟ କହି ଯାହା ହେଲେ ତାହା ଭୁଲି ଯାଅ । ଶୁଭଲକ୍ଷ୍ମୀଙ୍କୁ ମୋ ସହ ଛଡା ସେ ଯାଇ କାମ କରିବ ଓ ପାଠ ପଢିବା । ଶୁଭଲକ୍ଷ୍ମୀଙ୍କ ବାପା ସିଧା ସିଧା ମନା କରି କହିଥିଲେ କି ପୁଅ ମୋ ଝିଅ ଆଉ ଯିବନି ସେ ଏଇଠି ରହି କାମ କରିବ । ସଞ୍ଜୟଙ୍କ କହିବା ଅନୁସାରେ ତାଙ୍କ ବାପା ମୋ ସହିତ ପଠାଇଲେ ନାହିଁ କିନ୍ତୁ ଅନିଲ ସହ କିପରି ପଠାଇଲେ ତା ମାନେ ତାଙ୍କ ବାପାମା ସବୁ କିଛି ଜାଣିଛନ୍ତି ।

ତେଣୁ ଶୁଭଲକ୍ଷ୍ମୀକୁ ସେହି ପୁଅ ସହ ଛାଡିଥିଲେ । ସେହି ପୁଅ ସହ ଗଲା ପରେ କଣ ହେଇଛି କଣ ପାଇଁ ଶୁଭଲକ୍ଷ୍ମୀ ଆସି ହୋଟେଲ ରହିଛି । ମୁଁ ଏସବୁ ବିଷୟରେ ଜାଣେ ନାହିଁ । ମୁଁ ଶୁଭଲକ୍ଷ୍ମୀକୁ ବହୁତ ଭଲ ପାଉଥିଲି କିନ୍ତୁ ସେ ମୋତେ ଛାଡି ଅନ୍ୟ ପୁଅ ସହ କଥା ହେଉଥିଲା । ଏହି ପୁଅ ପାଇଁ ସବୁବେଳେ ଆମ ଦୁହିଙ୍କ ମଧ୍ୟରେ ଝଗଡା ଲାଗିଥାଏ ।

ମୁଁ ସେ ଦିନ ରାଗରେ ଟିକେ କହିଦେଲି ବୋଲି ସେ ମୋତେ ଛାଡି ସେହି ପୁଅ ସହ କଥା ହେବା ଓ ବୁଲିବା  କରିଥିଲା । ମୁଁ ଖବର ଶୁଣିବା ପରେ ତାଙ୍କୁ  ଦେଖିବା ପାଇଁ ଆସିଥିଲି କିନ୍ତୁ  ତାଙ୍କ ବାପା ମୋତେ ଦୋଷ ଦେଉଛନ୍ତି । ଏଭଳି କିଛି କହିଛନ୍ତି ପ୍ରେମିକ ସଞ୍ଜୟ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।     

Leave a Reply

Your email address will not be published. Required fields are marked *