ଏହି ମହିଳା ଜଣଙ୍କୁ ବଞ୍ଚେଇବା ପାଇଁ ଦେଖନ୍ତୁ ଏହି କୁକୁରଟି କଣ କଲା, ଦେଖନ୍ତୁ ଏହି Shocking ଭାଇରାଲ Video

ବନ୍ଧୁଗଣ ଆଜି କାଲିର ଦୁନିଆରେ ଏପରି ସବୁ ଘଟଣା ଘଟି ଯାଉଛି ଯାହା ବିଷୟରେ କୌଣସି ଲୋକ କଳ୍ପନା କରିପାରିବେ ନାହିଁ । ଆପଣ ମାନେ ସମସ୍ତେ ମଣିଷକୁ ମଣିଷ ସାହାର୍ଯ୍ୟ କରୁଥିବାର ଅନେକ ଭି-ଡି-ଓ ନିଶ୍ଚୟ ଦେଖିଥିବେ ।

ହେଲେ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଭା-ଇ-ରା-ଲ ଭି-ଡି-ଓ ବିଷୟରେ କହିବୁ ଯେଉଁ ଥିରେ ପଶୁ ମଣିଷର ଜୀବନ ବଞ୍ଚେଇଛି । ଏହି ଭି-ଡି-ଓ ଗୁଡିକ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ହେଲେ ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭି-ଡି-ଓ ବିଷୟରେ । ୧. ଏହି ଭି-ଡି-ଓରେ ଏକ ଟ୍ରେନ ମାଷ୍ଟର ନଜର ଆସୁଛି ଯିଏ ଧଳା ସିଂହ ମାନଙ୍କ ସହ ଖେଳୁଛି । ବନ୍ଧୁଗଣ ଏହି ଟ୍ରେନ ମାଷ୍ଟର ପଶୁ ମାନଙ୍କ ସହ ବହୁତ ଭଲ ସମ୍ପର୍କ ରଖିଥାନ୍ତି ଓ ସେମାନଙ୍କର ଧ୍ୟାନ ମଧ୍ୟ ରଖିଥାନ୍ତି ।

ଟ୍ରେନ ମାଷ୍ଟର ସିଂହ ମାନଙ୍କୁ ଗେଲ କରୁଥିବା ସମୟରେ ତା ପଛରୁ ଏକ ଚିତା ବାଘ ଆ-କ୍ର-ମ-ଣ କରିବା ପାଇଁ ଦଉଡି ଆସୁଥିଲା ସେହି ସମୟରେ ଟ୍ରେନ ମାଷ୍ଟର ପଛରେ ଥିବା ଏକ ବାଘ ସେହି ଚିତା ବାଘକୁ ସବକ ଶିଖାଇ ଥିଲା । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭି-ଡି-ଓ-ଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକ ମାନେ ଏହି ଭି-ଡି-ଓକୁ ଦେଖି ଖୁସି ହୋଇ ଯାଉଛନ୍ତି ।

୨. ଆମର ଦ୍ଵିତୀୟ ଭି-ଡି-ଓ-ରେ ଏକ କୁନି ଛୁଆ ସାଇକେଲ ଚଲାଉ ଥିବାର ନଜର ଆସୁଛି । ସାଇକେଲ ଚାଲାଉ ଥିବା ସମୟରେ ସେହି ଛୁଆକୁ କା-ମୁ-ଡି-ବା ପାଇଁ ଏକ କୁକୁର ଦ୍ରୁତ ଗତିରେ ଦଉଡି ଆସୁଥିଲା ସେହି ସମୟରେ ସେହି ଛୁଆ ଘରେ ରହୁଥିବା ଏକ ପାଳିତ ବିରାଡି କୁକୁରକୁ ପ-ଞ୍ଜା ମା-ରି-ଥି-ଲା । ଯାହା ଫଳରେ କୁକୁରଟି ଡ-ରି ଚାଲି ଯାଇଥିଲା । ବିରାଡିଟି ଛୋଟ ଛୁଆର ଜୀବନ ବଞ୍ଚାଇ ଦେଲା । ବନ୍ଧୁଗଣ ଏହି ଘ-ଟ-ଣା ବିଷୟରେ ଜାଣି ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭି-ଡି-ଓ-ଟି ଏକ ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଭି-ଡି-ଓ-ରେ ଏକ ଚୋ-ର ଏକ ଦୋକାନ ମାଲିକକୁ ବନ୍ଧୁକରେ ଡ-ରା-ଇ ଚୋ-ରୀ କରିବାକୁ ପଶି ଯାଉଛି । ସେହି ସମୟରେ ସେହି ଦୋକାନରେ ଥିବା ଏକ କୁ-କୁ-ର ଚୋ-ର-କୁ ଡ-ରା-ଇ ବାହାରକୁ ନେଇ ଯାଉଛି । କୁକୁର ଆ-କ୍ର-ମ-ଣ-କୁ ଭ-ୟ କରି ଚୋ-ର ସେହି ସ୍ଥାନ ଛାଡି ଦଉଡି ଚାଲି ଯାଉଛି ।

୪. ଚତୁର୍ଥ ଭି-ଡି-ଓ-ଟି ଏକ ଚିଡିଆ ଖାନାର ଅଛି । ଏହି ଭି-ଡି-ଓ-ରେ ଏକ ଛୁଆ ତାର ପରିବାର ସହ ବୁଲିବାକୁ ଚିଡିଆ ଖାନା ଯାଇଥିଲା । ସେହି ଚିଡିଆ ଖାନାରେ ଛୋଟ ଛୁଆଟି ଗୋରିଲା ଥିବା ସ୍ଥାନରେ ତଳେ ପଡିଗଲା ।

ଏହା ପରେ ଗୋରିଲାଟି ଛୁଆକୁ ଧରି ଟାଣି ଟାଣି ଗୋଟେ ସ୍ଥାନରୁ ଅଲଗା ସ୍ଥାନକୁ ନେଉଥିଲା । ହେଲେ ଗୋରିଲା ଛୋଟ ଛୁଆର ଜୀବନ ବଞ୍ଚେଇବା ପାଇଁ ଏମିତି ଟାଣୁ ଥିଲା । ସେ ଲୋକ ମାନଙ୍କର ଚି-ତ୍କା-ର ଶୁଣି ଏମିତି କରୁଥିଲା ।  ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *