ଝିଅକୁ ସଲ୍ୟୁଟ କଲେ ବାପା, ଖୁସିରେ ଗଦଗଦ ହେଇ ପଡିଲା ବାପାଙ୍କ ଛାତି, ଦେଖନ୍ତୁ Video 

ବନ୍ଧୁଗଣ ପୁରାତନ କାଳରେ ଲୋକମାନେ ଝିଅ ମାନଙ୍କ ଉପରେ ଅଧିକ ଗୁରୁତ୍ଵ ଦେଉ ନଥିଲେ । ଝିଅ ମାନଙ୍କ ପାଇଁ ବହୁତ ନିୟମ ଲାଗୁ କରଯାଇଥିଲା ଓ ସେମାନଙ୍କୁ କୌଣସି ଅଧିକାର ଦିଆ ଯାଇ ନଥିଲା । ହେଲେ ବର୍ତ୍ତମାନ ସମୟ ବଦଳି ଯାଇଛି ।

ଝିଅ ମାନେ ପୁଅ ମାନଙ୍କ ଠାରୁ କମରେ ନାହାନ୍ତି । ବନ୍ଧୁଗଣ ଗୋଟେ ଝିଅର ସଫଳତା ତାର ବାପା ପାଇଁ ସବୁଠାରୁ ବଡ ଖୁସି ହୋଇଥାଏ । ଏହାର ପ୍ରମାଣ ଆଜିଆମେ ଆପଣ ମାନଙ୍କୁ ଦେବାକୁ ଯାଉଛୁ । ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଫଟୋ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଫଟୋରେ ଏକ ବାପା ନିଜ ଝିଅକୁ ସଲ୍ୟୁଟ କରୁଥିବାର ନଜର ଆସୁଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ଫଟୋ ପଛରେ ଥିବା କାହାଣୀ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରିପୋର୍ଟ ଅନୁସାରେ ଆଇଡିବିପିରେ ଇନ୍ସ୍ପେକ୍ଟର ଥିବା କମଲେସ କୁମାରଙ୍କ ବିଭାଗରେ ଆସିଷ୍ଟାନ୍ତ କମାଣ୍ଡର ଭାବେ ତାଙ୍କ ଝିଅ ଦିକ୍ଷା ନିଯୁକ୍ତି ପାଇଛନ୍ତି ।

ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଫଟୋ ବହୁତ ଭାଇରାଲ ହେବ ସହ ସେହି ମୁହୂର୍ତ ଏକ ବାପା ପାଇଁ ସବୁଠାରୁ ବଡ ବୋଲି କୁହାଯାଇଛି । ମାସୁରୀ ଆଇଟିବିପି ଟ୍ରେନିଙ୍ଗ ଏକାଡେମିରୁ ୫୩ ଜଣ କମାଣ୍ଡର ପାସ ହୋଇ ବାହାରିବା ପରେ ଦୁଇଜଣ ମହିଳାଙ୍କୁ ପ୍ରଥମ ଥର ପାଇଁ ନିଯୁକ୍ତି ମିଳିଛି । ଆସିଷ୍ଟାନ୍ତ କମାଣ୍ଡର ଦିକ୍ଷା ନିଜ ସଫଳତାର ସମସ୍ତ ଶ୍ରେୟକୁ ନିଜ ବାପା କମଲେସଙ୍କୁ ଦେଇଛନ୍ତି ।


ଆଇଡିବିପିରେ ସବୁବେଳେ ଯୋଗ ଦେବାର ପ୍ରସ୍ଥାହନ ତାଙ୍କ ବାପା ଦେଇଥିବାର ସେ କହିଛନ୍ତି । ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାରର ସହୋଜଗ ବାପା କରିଛନ୍ତି ବୋଲି କହିଛନ୍ତି ଦିକ୍ଷା । ଆଇଟିବିପି ମହିଳା ମାନଙ୍କ ପାଇଁ ଏକ ଶ୍ରେଷ୍ଟ ବିଭାଗ । ଯେଉଁ ମାନେ ନିଜ ଜୀବନରେ ଚ୍ୟାଲେଞ୍ଜ ପସନ୍ଦ କରନ୍ତି ସେମାନଙ୍କୁ ଏହି ବିଭାଗରେ ଯୋଗ ଦେବା ଉଚିତ ବୋଲି ଦିକ୍ଷା କହିଛନ୍ତି ।

ଝିଅ ମଧ୍ୟ କେଉଁ ଦିଗରେ କମ ନୁହନ୍ତି ବୋଲି ଦିକ୍ଷା ମତ ରଖିଛନ୍ତି । ମହିଳା ସମାଜର ପ୍ରତି କ୍ଷେତ୍ରରେ ପୁରୁଷଙ୍କ କାନ୍ଧରେ କାନ୍ଧ ମେଲାଇ ଆଗେଇଛନ୍ତି । ଆଇଟିବିପିରେ ପ୍ରଥମ ଥର ପାଇଁ ଦୁଇ ମହିଳାଙ୍କୁ ମିଳିଛି ନିଯୁକ୍ତି । ଏହା ଦିକ୍ଷାଙ୍କ ବାପା କମଲେସଙ୍କ ପାଇଁ ଏକ ଗର୍ବର କଥା ।

ଦିକ୍ଷାଙ୍କ ସହ ପ୍ରକୃତି ରାୟ ମଧ୍ୟ ଆସିଷ୍ଟାଣ୍ଟ କମାଣ୍ଡର ଭାବେ ନିଯୁକ୍ତି ପାଇଛନ୍ତି । ତା ହେଲେ ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଫଟୋଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *