ମାଛ ଧରିବାକୁ ଯାଇଥିଲେ , ହଠାତ ମାଡି ଆସିଲା ପାଣି, ଆଉ ତା ପରେ … ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଦୁଇ ଦିନ ହେବ ଲଘୁଚାପ ପାଇଁ ବହୁତ ବର୍ଷା  ହୋଇଥିଲା ଏବଂ ଘରେ ରାସ୍ତା ଘାଟ ରେ ପାଣି ହିଁ ପାଣି ହୋଇ ଯାଇଛି ଏହାଛଡା ରାସ୍ତା ରେ ଏତେ ପାଣି ହୋଇ ଥିବା ଯୋଗୁଁ ଲୋକମାନେ ଯିବା ଆସିବା ମଧ୍ୟ କରି ପାରୁ ନାହାଁନ୍ତି । ତେବେ ସେହି ଭଳି ନଦୀ,ପୋଖରୀ ଆଦି ରେ ମଧ୍ୟ ଏହି ପାଣି ଭର୍ତ୍ତି ହୋଇ ଯାଇଛି ଏହା ସହ ବନ୍ୟା ମଧ୍ୟ ହେଉଛି ଯାହାଦ୍ୱାରା ଧନ ଜୀଵନ ନଷ୍ଟ ହେବା ସହ ଲୋକମାନେ ବହୁତ ହ-ଇ-ରା-ଣ ମଧ୍ୟ ହେଉଛନ୍ତି ।

ତେବେ ସେହି ଭଳି ଜଣେ ବ୍ୟକ୍ତି ମାଛ ଧରିବା ପାଇଁ ଯାଇଥିଲେ କିନ୍ତୁ ପାଣି ଅଧିକ ହେବା ଯୋଗୁଁ ସେହିଠାରେ ହିଁ ଫ-ସି ଯାଇଥିଲେ । ତେବେ ଆସନ୍ତୁ ସମ୍ପୃକ୍ତ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ନୟାଗଡ଼ ଜିଲ୍ଲାର ଖଣ୍ଡ ପଡା ବ୍ଲକ କୁଞ୍ଜବିହାରୀ ନିକଟ ରେ କୁସୁମୀ ନଦୀ କୁ ୩୯ ବର୍ଷିୟ କିଶୋର ନିଜ ସାଙ୍ଗ ମାନଙ୍କ ସହ ମାଛ ଧରିବା ପାଇଁ ଯାଇଥିଲେ ।

ତେବେ କିନ୍ତୁ ସେଠାରେ ସତର୍କ ସୂଚନା ଦିଆଯାଇଥିଲା ଏବଂ ମାଛ ଧରିବାକୁ ମନା ମଧ୍ୟ ହୋଇ ଥିଲା ସବୁଆଡେ । ତେବେ ତଥାପି ନ ମାନି ସେମାନେ ମାଛ ଧରିବା ପାଇଁ ଏହି ପରିସ୍ଥିତି ରେ ଯାଇଥିଲେ । ତେବେ ବର୍ଷା ଏବଂ ବନ୍ୟା ଜଳ ଧୀରେ ଧୀରେ ବହୁତ ବଢିବାକୁ ଲାଗିଲା ଏହା ଦେଖି ଅନ୍ୟ ବନ୍ଧୁମାନେ କୁଳ କୁ ଆସିଯାଇଥିଲେ କିନ୍ତୁ କିଶୋର କିଛି ବୁଝି ନପାରି ସେଠାରେ ଥିବା ଏକ ଆମ୍ବ ଗଛ ଉପରେ ଚଢ଼ି ଯାଇଥିଲେ ।

ତେବେ ତାଙ୍କ ବନ୍ଧୁମାନେ ଗାଁ ରେ ଆସି ଅ-ଗ୍ନି-ଶ-ମ ବିଭାଗ କୁ ଖବର ଦେଇଥିଲେ ପରେ ଅ-ଗ୍ନି-ଶ-ମ ବିଭାଗ ସେହି ସ୍ଥଳରେ ପହଞ୍ଚି ଗଛରେ ଚଢି ଯାଇଥିବା କିଶୋର ଙ୍କୁ ଉଦ୍ଧାର କରିଥିଲେ । କିଶୋର ସୁରକ୍ଷିତ ନିଜ ଗାଁ କୁ ଫେରିଥିଲେ । ତେଣୁ ସର୍ଵଦା ସତର୍କ ଏବଂ ସାଵଧନତା ରେ ରହି ହିଁ କାର୍ଯ୍ୟ କରିବା ଉଚିତ । ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *