ସାମ୍ନାକୁ ଆସିଲା କ୍ଷେପଣାସ୍ତ୍ର ଘାଟି ଗୁପ୍ତତଥ୍ୟ ଦେବାର କାରଣ, ପାଗଳ କରିଥିଲା ପାକିସ୍ଥାନୀ ଯୁବତୀଙ୍କ ନଗ୍ନ ଦେହ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଚାରିଜଣ ବ୍ୟକ୍ତି ଙ୍କୁ ଦେଶ ର କିଛି ଗୁ-ପ୍ତ ତ-ଥ୍ୟ କୁ ପାକିସ୍ତାନ କୁ ଦେଉଥିବା କାରଣ ରୁ ଗି-ର-ଫ କରାଯାଇଛି । ତେବେ ସୋ-ସି-ଆ-ଲ ମି-ଡି-ଆ ଏବଂ ଫୋନ କଲ ଯୋଗେ ସେମାନେ ପାକିସ୍ତାନ ର ଝିଅ ମାନଙ୍କ ନ-ଗ୍ନ ଶ-ରୀ-ର ଦେ-ଖି ପା-ଗ-ଳ ହୋଇ ଯାଇଥିଲେ ଏବଂ ସେହି ପା-ଗ-ଳା-ମି ରେ କରି ବସିଥିଲେ ବହୁତ ବଡ଼ ଭୁଲ । ତେବେ ସୂଚନା ଅନୁସାରେ ଚାନ୍ଦି ପୁର କ୍ଷେ-ପ-ଣା-ସ୍ତ୍ର ସେ-ଣ୍ଟ-ର ର କିଛି ଗୁ-ପ୍ତ କଥା କିମ୍ବା ତଥ୍ୟ କୁ ସେମାନେ ପାକିସ୍ତାନ କୁ ଦେବାରେ ଲାଗିଥିଲେ ।

ତେବେ ସେହି ଚାରି ଜଣ ହେଉଛନ୍ତି ଚାନ୍ଦିପୁର ର ବସନ୍ତ ବେହେରା,ଏସ କେ ମୁସାଫିର,ବାଲେଶ୍ଵର ର ହେମନ୍ତ କୁମାର ମିସ୍ତ୍ରୀ ଏବଂ ତାପସ ରଂଜନ ନାୟକ । ଏହି ମାନେ ପାକିସ୍ତାନ ର ଗୁ-ଇ-ନ୍ଦା ସଂ-ସ୍ଥା ଆଇ- ଏସ- ଆଇ କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ପ୍ରଦାନ କରିଥିଲେ । ଏମାନଙ୍କ ଉପରେ ଦଫା ଲାଗିଛି ୧୨୦ବି,୧୨୧, ୧୩୪ ଆଇପିଏସି ଏବଂ ଏ ନେଇ ମାମଲା ରୁଜୁ ହୋଇ ଡାକ୍ତରୀ ମାଇନା କରି ତାଙ୍କୁ କୋ-ର୍ଟ ଚା-ଲା-ଣ କରାଯାଇଛି ଏବଂ ବେ-ଲ ଖା-ର-ଜ ହେବାରୁ ବର୍ତ୍ତମାନ ତାଙ୍କୁ ଜେ-ଲ ହା-ଜ-ତ କୁ ପଠା ଯାଇଛି ।

ତେବେ ଏହି ଚାରି ଜଣଙ୍କ ଆ-କା-ଉ-ଣ୍ଟ କୁ କେତେ ଟଙ୍କା ଆସିଛି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ ଏବଂ ଏସପି ଙ୍କ ସୂଚନା ଅନୁଯାୟୀ ଏହି କେ-ସ କ୍ରା-ଇ-ମ-ବ୍ରା-ଞ୍ଚ କୁ ଦିଆଯିବ ଏବଂ ଆହୁରି ଅନେକ ତ-ଥ୍ୟ ମଧ୍ୟ ମିଳି ପାରିବ । ତେବେ କିଛି ଲୋକ ଅ-ଭି-ଯୋ-ଗ କରୁଛନ୍ତି କି ଏହି ଚାରି ଜଣଙ୍କୁ ଫ-ସେ-ଇ ଦିଆଯାଇଛି ଏବଂ ମୁଖ୍ୟ ଅ-ଭି-ଯୁ-କ୍ତ ବଂ-ଚି ଯାଉଛନ୍ତି ।

ଏହା ହେଉଛି ହ-ନି ଟ୍ରା-ପ ର ଏକ ଜା-ଲ ଯେଉଁଥିରେ ଏହି ଚାରି ଜଣ ଛ-ନ୍ଦି ହୋଇ ଯାଇଥିଲେ । କା-ମ-ନା ବା-ସ-ନା- କୁ ନି-ୟ-ନ୍ତ୍ର-ଣ ରେ ନ ରଖି ପାରି ଏବଂ ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖି କରି ବସିଥିଲେ ଏହି ବଡ଼ ଭୁଲ ଏବଂ ଦେଶର ଗୁ-ପ୍ତ ତ-ଥ୍ୟ କୁ ପ୍ରଦାନ କରି ଦେଇଥିଲେ । ତେବେ କ୍ରା-ଇ-ମ-ବ୍ରା-ଞ୍ଚ ର ତ-ଦ-ନ୍ତ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର । ଏଥିରେ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *