ମା ‘ ପାଇଁ ବନିଗଲେ IAS , 22 ରେ ଆଇପିଏସ ଓ 23ରେ ଆଇଏଏସ୍ । ମାଆଙ୍କ ସ୍ଵପ୍ନକୁ ସାକାର କରିଥିବା DIVYA ଙ୍କ କାହାଣୀ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମା ‘ ପାଇଁ ବନିଗଲେ ମ୍ୟାଡାମ୍ 22ରେ ଆଇପିଏସ ଓ 23 ରେ ଆଇଏଏସ୍ କଲେ । ହଁ ଦର୍ଶକବନ୍ଧୁ  ମଣିଷ ମନ ଭିତରେ ଯଦି କୋଣସି ବିଷୟକୁ ହାସଲ କରିବାର ଦୃଢ ମନକାମନା ଥାଏ ତେବେ ସେ ଲକ୍ଷ୍ୟସ୍ଥଳକୁ ନିଶ୍ଚିତ ପହଞ୍ଚିପାରିବ । ଆଜି ଆମେ ଏପରି ଏକ ସତ୍ୟ କାହାଣୀ ଯାହାକୁ ଶୁଣିବା ପରେ ଆପଣଙ୍କ ଆଖିରୁ ପାଣି ଆପେ ଆପେ ବୋହିଆସିବ ।

ସୂଚନା ଅନୁସାରେ ହରିୟାନାରେ ରହୁଥିବା ଦିବ୍ୟା ତନବର ଚଳିତ  ବର୍ଷ ଆଇଏଏସ୍ ରେ 105 ସ୍ଥାନ ରଖି କୃତକାର୍ଯ୍ୟ ହୋଇ  IAS ହୋଇଛନ୍ତି । ଦିବ୍ୟାଙ୍କ ସଫଳତାରେ ପୁରା ପରିବାର ଓ ରାଜ୍ୟ ଉତ୍ସବ କରୁଛି । ମାତ୍ର ଆପଣମାନେ ତାହାଙ୍କ ସଫଳତା ପଛରେ ଥିବା କାହାଣୀ ଜାଣିନାହାଁନ୍ତି । କିଛି ବର୍ଷ ପୂର୍ବର ଦିବ୍ୟାଙ୍କ ବାପାଙ୍କର ହୃଦଘାତରେ  ପ୍ରାଣ ଚାଲିଯାଇଥିଲା ତେବେ ମା ‘  ଙ୍କ ଉପରେ ପଡିଥିଲା ସଂପୂର୍ଣ୍ଣ ପରିବାର ଭରଣାପୋଷଣ ଦାୟିତ୍ଵ ।

ଘରେ ମା ‘ ଦିବ୍ୟା ଓ ତିନି ଭାଇ ,ଭଉଣୀ ରହିଥିଲା । ତେବେ ମା ‘ ଚାରିଜଣ ପିଲାଙ୍କୁ ଦାୟିତ୍ଵ ତୁଳାଇବା ପାଇଁ ଅନ୍ୟ ଘରେ କାମ କରିବାକୁ ପଡୁଥିଲା । ମାତ୍ର 100 ଟଙ୍କା ପାଇଁ ମା ‘ ଙ୍କୁ ମାସ ସାରା କାମ କରିବାର କଥା କହୁ କହୁ ଦିବ୍ୟା କାନ୍ଦିପଡିଥିଲେ । ମାତ୍ର ଝିଅକୁ ପଢାଇବା ପାଇଁ ମା ‘ ଙ୍କର ଅକ୍ଲାନ୍ତ ପରିଶ୍ରମ ରହିଛି । ଦିବ୍ୟା କହିଥିଲେ ଯେ ସେ ନବମ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କ ସ୍କୁଲରେ ସଭା ଆୟୋଜନ କରଯାଇଥିଲା ଯେଉଁତିରେ ଜଣେ ଅଧିକାରୀ ଅଫିସର ବାବୁ ଆସିଥିଲେ ଯାହାକୁ ଲୋକେ ସମ୍ମାନ କରୁଥିଲେ ।

ଦିବ୍ୟା ସେହି ଦିନ ନିଷ୍ପତି ନେଇଥିଲେ ଯେ ସେ ବି ବଡ ହୋଇ ସାବ୍ ହେବେ ଓ ତାଙ୍କ ମା ‘ ଓ ଭଉଣୀଙ୍କ ଜୀବନକୁ ବଦଳାଇବେ । ତେଣୁ କରି ସେ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀ ପଢି ପରେ ନବଦାସ ସ୍କୁଲରେ +2 ଶେଷ କରି ସରକାରୀ କଲେଜରେ ସ୍ମାତକର ସାରିବା ପରେ । ନିକଟରେ ଥିବା ସ୍କୁଲରେ ପାର୍ଟ ଟାଇମ ଶିକ୍ଷକ କାମ କରି IAS ପାଇଁ   ଆବଶ୍ୟକ ବହି କିଣି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ  ।

ଜୀବନରେ ଅନେକ କଷ୍ଟଦୁଃଖର ସମ୍ମୁଖୀନ କରି  ମାତ୍ର 23ବର୍ଷ  ବୟସରେ IAS  ହୋଇଗଲେ ଦିବ୍ୟା ତନବର ଓ  ମା ‘ ପାଇଁ ହେଲେ ମ୍ୟାଡମ୍ ।   ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *