ରାଜଧାନୀ ହ-ତ୍ୟା ଘଟଣା: ସାମନାକୁ ଆସିଲା ବଡ ତଥ୍ୟ, ଆ-ରୋ-ପୀ ର ମା’ କହିଲେ କିଛି ଏମିତି…ଶୁଣିଲେ ଆପଣ ବି ବିଶ୍ଵାସ କରି ପାରିବେନି, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ଅଛି । ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି କରୋନା ମହାମାରୀ ସମୟରେ ଏମିତି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି ।

ବନ୍ଧୁଗଣ ଗତକାଲି ଭୁବନେଶ୍ବରରେ ଏକ ବଡ ଘଟଣା ଘଟି ଯାଇଛି । ଗତକାଲି ଭୁବନେଶ୍ବରର ଏକ ଘରେ ଏକ ଯୁବତୀଙ୍କ ମୃତ ଦେହ ମିଳିଥିଲା । ମହିଳା ଜଣକଙ୍କ ନାମ ହେଉଛି ପ୍ରିୟଦର୍ଶନୀ ସାହୁ । ପ୍ରିୟଦର୍ଶନୀ ନିଜ ସ୍ଵାମୀ ରାକେଶ ସାହୁ ଓ ତାଙ୍କ ତିନି ବର୍ଷର ପୁଅ ସହ ବହୁତ ଦିନ ଧରି ଏକ ଭଡା ଘରେ ରହି ଆସୁଥିଲେ ।

ପ୍ରିୟଦର୍ଶନୀଙ୍କ ମୃ-ତ ଦେହ ପାଖରେ ଏକ ଯୁବକଙ୍କୁ ମଧ୍ୟ ଉ-ଧା-ର କରାଯାଇଛି । ସେହି ଯୁବକ ଜଣକ ବି-ଶ ପି-ଇ ଦେଇଥିଲେ ଓ ବର୍ତ୍ତମାନ ସେ ହ-ସ୍ପି-ଟା-ଲ-ରେ ଅଛନ୍ତି । ଘ-ଟ-ଣା ସ୍ଥଳରେ ଏକ ହାତ ଲେ-ଖା ଚି-ଠି ମଧ୍ୟ ମିଳିଛି । ସେହି ଚିଠିରେ ଲେଖା ହୋଇଛି, ଆଜି ମୁ ପ୍ରିୟଦର୍ଶନୀ ଓ ତାଙ୍କ ପୁଅକୁ ମା-ରି ନି-ଜେ ଆ-ତ୍ମ-ହ-ତ-ୟା କରିଦେବି ।

ପ୍ରିୟଦର୍ଶନୀଙ୍କ ସ୍ଵାମୀ ରାକେଶ ନିଜ ଅଫିସରେ ଥିବା ବେଳେ ତାଙ୍କୁ ୱାଟସପ୍ ରେ ଏକ ଭି-ଡି-ଓ କଲ୍ ଆସିଥିଲା । ସେହି ଭି-ଡି-ଓ କଲ୍ ରେ ରାକେଶ ଦେଖିଥିଲେ ତାଙ୍କ ସ୍ତ୍ରୀଙ୍କ ର-କ୍ତା-କ୍ତ ମୃ-ତ ଦେ-ହ-କୁ । ଏହା ପରେ ସେ ଘରକୁ ଆସି ସମସ୍ତଙ୍କୁ ଏହା ବିଷୟରେ ସୂଚନା ଦେଇଥିଲେ ।

ଘ-ଟ-ଣା ସ୍ଥଳରେ ମିଳିଥିବା ଅନ୍ୟ ଏକ ଯୁବକଙ୍କ ନାମ ହେଉଛି ଜଗନ୍ନାଥ । ଏହି ଘ-ଟ-ଣା-କୁ ନେଇ ଜଗନ୍ନାଥଙ୍କ ମା କିଛି ବିଶେଷ ପ୍ରତିକ୍ରିୟା ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟ ଅନୁସାରେ ଆ-ହ-ତ ଯୁବକ ଜଗନ୍ନାଥ ମହିଳାଙ୍କୁ ହ-ତ-ୟା କରି ଛନ୍ତି ବୋଲି ଜଣା ପଡିଛି । ଏନେଇ ଜଗନ୍ନାଥଙ୍କ ମା କିଛି ବିଶେଷ ପ୍ରତିକ୍ରିୟା ଦେଇଛନ୍ତି  । ତାଙ୍କ ମାଙ୍କ ମତରେ-‘ ଆମେ ମାନେ ଏ ସ-ମ୍ବ-ନ୍ଧ-ରେ କିଛି ଜାଣି ନଥିଲୁ ସେ ଆମକୁ ଭୁବନେଶ୍ଵର ଯାଉଛି କହି ଚାଲି ଯାଇଥିଲା । ଯେତେବେଳେ ଆମେ ଖବର ପାଇଲୁ ସେତେବେଳେ ସବୁ ସରି ଯାଇଥିଲା’ ।

ଏହା ପରେ ଆଗକୁ ତାଙ୍କ ମା କହିଛନ୍ତି-‘ ସେହି ଝିଅ ସହ ମୋ ପୁଅର ପ୍ରେ-ମ ସ-ମ୍ବ-ନ୍ଧ ଥିଲା । ବିବାହ ପୂର୍ବରୁ ହିଁ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରୁଥିଲେ । ବିବାହ ପରେ ମୋ ପୁଅ ସେ ଝିଅକୁ କୌଣସି ପ୍ରକାରର ହ-ଇ-ରା-ଣ କରି ନାହିଁ । ଝିଅ ଗୋଟେ ପୁଅକୁ ଜନ୍ମ ଦେଲା । ଜନ୍ମ ଦେବା ପରେ ସେ ମୋ ପୁଅକୁ ଫୋନ କରି କଥା ହେଉଥିଲା । ମୋ ପୁଅ ମୋ ମୁଣ୍ଡ ଛୁଇଁ କହିଥିଲା କିଛି ବି ଭୁଲ କାମ ସେ କରିବ ନାହିଁ । ହେଲେ ହଠାତ ଏମିତି କଣ ହେଇଗଲା ମୁ କିଛି ଜାଣି ପାରୁ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *