ଦେଖନ୍ତୁ ଭାଇରାଲ Video ! ଗୋଟେ ସ୍ତ୍ରୀ ର କରୁଣ କାହାଣୀ, “ମତେ ମୋ ସ୍ବାମୀ ରାତିରେ ଉ-ଲ-ଗ୍ନ କରି ଭିଡିଓ ବନାନ୍ତି ଓ ଭାଇରାଲ କରିଦେବେ କହୁଛନ୍ତି, ପୁରା କାରନାମା ଜାଣି ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ବହୁତ ଘ-ଟ-ଣା ଏହି ଭଳି ଅଛି ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସେହି ଘ-ଟ-ଣା ଉପରେ ଅନେକ ଚର୍ଚ୍ଚା ମଧ୍ୟ କରିଥାନ୍ତି । ତେବେ ଆପଣ ମାନେ ନିଶ୍ଚିତ ଶୁଣିଥିବେ କି ବୋହୂ କୁ ତା ଶାଶୂଘର ର ଲୋକମାନେ ତାକୁ ବିଭିନ୍ନ ନି-ର୍ଯା-ତ-ନା ଏବଂ ଅ-ତ୍ୟା-ଚା-ର ଦେଇଥାନ୍ତି ।

କେତେବେଳେ ଯୌ-ତୁ-କ ପାଇଁ ତ କେତେବେଳେ କିଛି ଅନ୍ୟ କାରଣ ପାଇଁ । ତେବେ ବର୍ତ୍ତମାନ ଏକ ଏହିଭଳି ଖବର ଶୁଣିବାକୁ ମିଳିଛି । ଯେଉଁଥିରେ ଜଣେ ସ୍ୱାମୀ ତା ସ୍ତ୍ରୀ କୁ ଆ-ପ-ତ୍ତି-ଜ-ନ-କ ଭିଡିଓ ବନାଇ ସୋସିଆଲ ମିଡ଼ିଆ ରେ ଅ-ପ-ଲୋ-ଡ଼ କରିଦେବେ ବୋ-ଲି ଧ-ମ-କ ଦେଉଛି । ତେବେ ଏହି ଖବର ସାମ୍ନା କୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଖବର ସମ୍ପର୍କରେ ।

ଖବର ଟି ହେଉଛି ଯାଜପୁର ଜିଲ୍ଲା ର,  ଜଣେ ମହିଳା ନିଜ ଶାଶୁ ଘର ନାମ ରେ ଏକ ଲିଖିତ ଅ-ଭି-ଯୋ-ଗ ଆ-ଣି-ଛନ୍ତି । ତାଙ୍କ କହିବା ଅନୁସାରେ ତାଙ୍କର ବିବାହ ୨୦୧୬ ମସିହାରେ ହୋଇଥିଲା । କିନ୍ତୁ ତାଙ୍କ ବିବାହ ର ଏକ ମାସ ପରେ ତାଙ୍କ ସ୍ୱାମୀ ମ-ଦ ପି-ଇ ପ୍ରତିଦିନ ତାଙ୍କୁ ମା-ର-ପି-ଟ କରନ୍ତି ଏବଂ ଅ-ଶ୍ଲୀ-ଳ ଭା-ଷା ରେ ତାଙ୍କୁ ଗା-ଳି ଗୁ-ଲ-ଜ ମଧ୍ୟ କ-ରି-ଥାନ୍ତି । ଏହା ଛଡା ତାଙ୍କର ଉ-ଲ-ଗ-ନ କରି ଭିଡିଓ ବନେଇ ଥାଆନ୍ତି ଏବଂ ମା-ରି ଥା-ଆ-ନ୍ତି ମଧ୍ୟ । ତାଙ୍କର ଗ-ର୍ଭ-ପା-ତ ମଧ୍ୟ କ-ରା-ଇ ଛନ୍ତି ।

ଏହା ଛଡା ଯେତେବେଳେ ସେ ଗ-ର୍ଭ-ବ-ତୀ ଥିଲେ ତାଙ୍କ ପେ-ଟ କୁ ଖୁବ ଆ-ଘା-ତ ମଧ୍ୟ ଦେଇଥାନ୍ତି ଏବଂ ଯେତେବେଳେ ସେ କା-ନ୍ଦ-ନ୍ତି ତାଙ୍କ ଶାଶୂ କ-ପ-ଡା କୁ ପା-ଟି ଭି-ତ-ରେ ଦେଇ ଦେଇଥାନ୍ତି କାରଣ ଯଦି ପଡୋଶୀ ମାନେ ବୋହୁ ର କ୍ର-ନ୍ଦ-ନ ଶୁ-ଣ-ନ୍ତି ତେବେ ତାଙ୍କର ଇଜ୍ଜତ ଏବଂ ସମ୍ମାନ ପଳାଇବ ।

କାରଣ ତାଙ୍କ ଶଶୁର ଥିଲେ ବିଜେଡି ଦଳ ର ଜଣେ ନେତା । ତେବେ ସେ ଯେତେବେଳେ ନିଜ ସ୍ୱାମୀ ଙ୍କ ଏହି ହ-ର-କ-ତ ବିଷୟରେ ନିଜ ଶାଶୂ ଶଶୁର ଙ୍କୁ ଜଣାଇଥିଲେ ସେତେବେଳେ ସେମାନେ କୌଣସି ପ-ଦ-କ୍ଷେ-ପ ନେଇ ନଥିଲେ । ଶେଷ ରେ ସେ ଆଉ ସ-ହ୍ୟ ନ କ-ରି ପା-ରି ଥା-ନା ରେ ଲିଖିତ ଅ-ଭି-ଯୋ-ଗ କଲେ ଏବଂ ପୋ-ଲି-ସ ତାଙ୍କୁ ନେଇଥିଲା ତାପରେ ସେ ନିଜ ସ୍ତ୍ରୀ ଙ୍କ ସେହି ଆ-ପ-ତ୍ତି-ଜ-ନ-କ ଭି-ଡି-ଓ କୁ ସୋସିଆଲ ମିଡ଼ିଆ ରେ ପୋ-ଷ୍ଟ କରି-ବାର ଧ-ମ-କ ମଧ୍ୟ ଦେଇଥିଲେ ।

ତେବେ ଏବେ ସେହି ମହିଳା ଜଣକ ମିଡିଆ ସାମ୍ନା ରେ ଏହି ସମସ୍ତ ଘ-ଟ-ଣା ବିଷୟରେ ଜଣାଇବା ସହ ତାଙ୍କ ସ୍ୱାମୀ ଙ୍କୁ ଉଚିତ ଦ-ଣ୍ଡ ମିଳୁ ଯେପରି ଆଉ କୌଣସି ଝିଅ ସହ ଏଭଳି କିଛି ନ ହେଉ ଏବଂ ତାଙ୍କୁ ଉଚିତ ନ୍ୟା-ୟ ମିଳିବ ବୋଲି ସେ ଆଶା କରିଛନ୍ତି । ତେବେ ଏହି ଖବର ସାମ୍ନା କୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *