ଯାତ୍ରା ମଞ୍ଚରେ Pintu Nanda ଙ୍କ ପାଇଁ ହେଲା ଶୋକସଭା, ଲୁହ ଛଳ ଛଳ ଆଖିରେ ଦେଖନ୍ତୁ କଣ କହିଲେ Daitari Panda

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିନ୍ଟୁ ନନ୍ଦଙ୍କ ପାଇଁ ଯାତ୍ରାରେ ଶୋକସଭା ! ତେବେ ହଁ ବନ୍ଧୁଗଣ ଏବେ ସବୁଆଡେ କେବଳ ସେଇ ଏକ ମାତ୍ର ଆଲୋଚନା । ଯେ ଓଡିଶାର ଜଣେ ବହୁ ଲୋକପ୍ରିୟ କଳାକାର ପିନ୍ଟୁ ନନ୍ଦଙ୍କର ପରଲୋକ ଘଟିଛି । ତେବେ ପିନ୍ଟୁଙ୍କର ଦେହାନ୍ତରେ ସରା ଓଡିଶାରେ ଦୁଃଖର କଳା ବାଦଲ ଘୋଟିଯାଇଛି । ତେବେ ପିନ୍ଟୁ ନନ୍ଦଙ୍କ ଦେହାନ୍ତରେ କେବଳ ସିନେମା ଜଗତ କାହିଁକି ଯାତ୍ରା ଜଗତରେ ମଧ୍ୟ ଏହାକୁ ନେଇ ଯାତ୍ରା କଳାକାର ମାନେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ।

ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କର ଆତ୍ମାର ମୋକ୍ଷପ୍ରାପ୍ତି ପାଇଁ ଯାତ୍ରା ସ୍ଟେଜ ଉପରେ ବରିଷ୍ଟ କଳାକାର ଦୈତାରୀ ପଣ୍ଡା ସମେତ ଅନ୍ୟାନ୍ୟ କଳାକାର ତଥା ସ୍ଟେଜ ତଳେ ଥିବା ଯାତ୍ରା ଦର୍ଶକବୃନ୍ଦ ମିଶି ଶୋକସଭା ପାଳନ କରିଥିଲେ । ତେବେ ଓଡିଶାର ଜଣେ ସୁପରିଚିତ ତଥା ସୁନାମଧନ୍ୟ କଳାକାର ପିନ୍ଟୁ ନନ୍ଦଙ୍କର ଆତ୍ମା ଅମର ହେଉ ବୋଲି କିଛି ସମୟ ନୀରବ ରହି ଶୋକସଭା କରିଥିଲେ । ତେବେ ଏହାରି ମଧ୍ୟରେ ଆମେ କହି ରଖିବାକୁ ଚାହୁଁବୁ ।

ଏହା କି ଯେ ଅଭିନେତା ପିନ୍ଟୁ ନନ୍ଦଙ୍କର ଲିଭର ଜନିତ ସମସ୍ଯା ପାଇଁ ଗତ କାଲି ବିଳମ୍ବିତ ରାତିରେ ସେ ପ୍ରାଣବାୟୁ ତ୍ୟାଗ କରିଥିଲେ । ତେବେ ଡାକ୍ତରଙ୍କ ମୁହଁରୁ ଯେତେବେଳେ ପିନ୍ଟୁଙ୍କର ପରିବାର ଲୋକ ଜାଣିବାକୁ ପାଇଥିଲେ । ଯେ ପିନ୍ଟୁ ଆଉ ନାହାନ୍ତି । ସେତେବେଳେ ତାଙ୍କ ଆତ୍ମୀୟ ସ୍ଵଜନ ସଦସ୍ୟ ତଥା ପିନ୍ଟୁଙ୍କର ଅତି ନିକଟତର ବନ୍ଧୁ ମାନେ ଏହାକୁ ଏତେ ସହଜରେ ଗ୍ରହଣ କରିପାରିନଥିଲେ ।

https://www.youtube.com/watch?v=voPGhnuLdIM

ତେବେ ମାତ୍ର ୪୫ ବର୍ଷ ବୟସରେ ହିଁ ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥ ଜନିତ ସମସ୍ଯା ପାଇଁ ତାଙ୍କର ଦେହାନ୍ତ ଘଟିଛି । ତେବେ ଓଡିଶା ସିନେମା ଇଣ୍ଡଷ୍ଟ୍ରି ପାଇଁ ଏହା ବହୁତ ବଡ କ୍ଷତି କହିଲେ ଅତ୍ଯୁକ୍ତି ହେବ ନାହିଁ । ତେବେ ଏଥିପାଇଁ ଓଡିଆ କଳାକାର ଓ ପିନ୍ଟୁଙ୍କର ଆତ୍ମୀୟ ସ୍ଵଜନ ଦୁଃଖରେ ଅତି ବିକଳ ଭାବରେ ମ୍ରିୟମାଣ ହୋଇ ପଡିଛନ୍ତି ।

ତେବେ ଆମେ ମଧ୍ୟ ପିନ୍ଟୁ ନନ୍ଦଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରୁଛୁ ।  ତେବେ ପିନ୍ଟୁ ଭାଇଙ୍କର ଆତ୍ମା ଅମର ରହୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *