ପାଗଳ ବେଶରେ ଗାଁ ଗାଁ ବୁଲୁଛନ୍ତି ପ୍ରଧାନ ଶିକ୍ଷକ, ଏକ ନିଆରା ଢଙ୍ଗରେ ଲୋକମାନଙ୍କୁ କରାଉଛନ୍ତି କରୋନା ପାଇଁ ସଚେତନ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ କରୋନା ମ-ହା-ମା-ରୀର କୋପ ବଢି ବାରେ ଲାଗିଛି । ଦେଶରେ ଅନେକ ରାଜ୍ୟରେ ସଂକ୍ରମଣ ଏତେ ବଢି ଯାଇଛି ଯେ ରାଜ୍ୟ ସରକାର କିଛି ଟା ସହରରେ ଲକଡାଉନ କରିବା ପାଇଁ ଘୋଷଣା କରିଛନ୍ତି । ବନ୍ଧୁଗଣ ଏହି ଭାଇରସରେ ସଂକ୍ରମଣ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରା-ଣ ହରାଇ ସାରିଛନ୍ତି ।

ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ଭାଇରସ ବହୁତ ଭ-ୟ-ଙ୍କ-ର ରୂପ ନେଇ ଏହି ବର୍ଷ ଆସିଛି । ସରକାରଙ୍କ ସହିତ କେତେକ ଦିଗଜ କଳାକାର ଓ କେତେକ ଲୋକ ମାନେ ଜଣ ସାଧାରଣ ମାନଙ୍କୁ ସଚେତନ କରିବା ପାଇଁ ପୂର୍ଣ୍ଣ ପ୍ରୟାସ ଜାରି ରଖିଛନ୍ତି ।

ବନ୍ଧୁଗଣ ଏହି କରୋନା କାଳରେ ଏକ ଏପରି ଆଶ୍ଚର୍ଯ୍ୟ ଜନକ ଭିଡିଓ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଭିଡିଓରେ ଜଣେ ଲୋକ ପାଗଳ ଭେଶରେ କରୋନା ମ-ହା-ମା-ରୀର ସଂକ୍ରମଣକୁ ରୋକିବା ପାଇଁ ସାଧାରଣ ଲୋକ ମାନଙ୍କୁ ସଚେତନ କରାଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ବ୍ୟକ୍ତି ବିଶେଷଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଥିବା ମହାଦେବପୁରର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକ ମାନଙ୍କୁ ସଚେତନ କରେଇବା ପାଇଁ ରାସ୍ତା ଉପରକୁ ଓଲହାଇଛନ୍ତି । ସେ ଏକେ ପାଗଳ ଭେଶରେ ଜଣ ସାଧାରଣ ମାନଙ୍କୁ ସଚେତନ କରାଉ ଥିବାର ନଜର ଆସିଛନ୍ତି । ଏହି କରୋନା କା-ଳ-ରେ ଏକ ମହତ୍ଵ ଉଦେଶ୍ୟ ରଖି ଲୋକ ମାନଙ୍କୁ ସଚେତନ କରାଉଛନ୍ତି ।

‘ହସୁଛି କରୋନା ଜ-ଳୁ-ଛି ଚି-ତା ତ୍ରା-ହି ତ୍ରା-ହି ଡାକୁଛନ୍ତି ସାରା ଜନତା, ଉଧାର କର ହେ ପ୍ରଭୁ ଦାରୁ ଦେବତା’ କିଛି ଏହି ଭଳି ବାର୍ତ୍ତା ନେଇ ଘରେ ଘରେ ବୁଲୁଛନ୍ତି ଗଞ୍ଜାମ ଜିଲ୍ଲାର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମ ଗୋପାଳ ପାଢି । ପାଗଳ ଭେଶର ରାମ ଗୋପାଳ ଗାଁ ଗାଁ ବୁଲି ଲୋକ ମାନଙ୍କୁ ସଚେତନ କରାଉଛନ୍ତି ।

କେତେବେଳେ ଗୀତ ତ କେତେବେଳେ ସୁନ୍ଦର ସୁନ୍ଦର ଢଗ କହି ଲୋକ ମାନଙ୍କୁ ସଚେତନ କରାଉଛନ୍ତି ରାମ ଗୋପାଳ । ରାମ ଗୋପାଳଙ୍କର ଏକ ମାତ୍ର ଲକ୍ଷ ହେଉଛି ଏହି କରୋନା ମ-ହା-ମା-ରୀ ସମୟରେ ଜଣ ସାଧାରଣ ମାନଙ୍କୁ ସଚେତନ କରେଇବା । ତାଙ୍କର ଏହି ଚେଷ୍ଟାର ପ୍ରଭାବ ଲୋକ ମାନଙ୍କ ଉପରେ ପଡୁଥିବାର ଦେଖିବାକୁ ମିଳିଛି ।

ଏହି ବାବଦରେ ରାମ ଗୋପାଳ କହିଛନ୍ତି ଯେ, ‘ମୁ ଜଣେ ପ୍ରଧାନ ଶିକ୍ଷକ ହେବା ସହିତ ଜଣେ କଳାକାର ମଧ୍ୟ ଅଟେ । ମୁ ଲୋକ ମାନଙ୍କୁ ଏକ ନିଆରା ଢଙ୍ଗରେ ସଚେତନ କରେଇବା ପାଇଁ ଚାହୁଁଛି । ତେଣୁ ମୁ ଭାବିଛି ବାୟା ପାଗଳର ଭେଶ ନେଇ ଲୋକ ମାନଙ୍କୁ ସଚେତନ କରେଇବା ପାଇଁ’ । ବନ୍ଧୁଗଣ ଗାଁର ଲୋକ ମାନେ ମଧ୍ୟ ରାମ ଗୋପାଳଙ୍କର ଏହି ପ୍ରଚେଷ୍ଟାକୁ ଦେଖି ବହୁତ ଖୁସି ଅଛନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନର ଏହି କରୋନା କାଳରେ ସଚେତନ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ସଚେତନ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *