ଲିଭର ର ସବୁ ସମସ୍ଯା କୁ ଠିକ କରନ୍ତୁ ତାହା ବି ବିନା କୌଣସି ଔଷଧରେ- Health Tips

ବନ୍ଧୁଗଣ ଲିଭର ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ‘WHO’ ଅନୁସାରେ ପ୍ରତିବର୍ଷ ଭରତରେ ଅଢେଇ ଲକ୍ଷ ଲୋକ ଲିଭର ଜନିତ ସମସ୍ୟାରୁ ପ୍ରା-ଣ ହରାଉଛନ୍ତି । ଯଦି ବନ୍ଧୁଗଣ ଗୋଟେ ଲୋକକୁ ଲିଭର ଜନିତ କୌଣସି ସମସ୍ୟା ହେବ ତା ହେଲେ ତାକୁ, ଚେହେରା ଜନିତ ସମସ୍ୟା, ଡାଇବେଟିସ, ମୋଟାପଣ ଓ କିଡ୍ନି ଆଦି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ତେଣୁ ବନ୍ଧୁଗଣ ଲିଭର ଜନିତ ସମସ୍ୟାକୁ ଆପଣ ମାନେ ହାଲ୍କାରେ ନିଅନ୍ତୁ ନାହିଁ । ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଲିଭର ସୁସ୍ଥ ରହିବା ନିହାତି ଆବଶ୍ୟକ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଲିଭର ଖରାପ ହେବାର କିଛି ଖାସ ଲକ୍ଷଣ ଓ ଏହାକୁ ଠିକ କରିବାର କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଚାହିଁଲେ ବିନା ମେଡ଼ିସିନରେ ନିଜ ଲିଭରକୁ ଠିକ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଯଦି ଆପଣଙ୍କ ତଳ ପିଠିରେ ଅଧିକ ବିନ୍ଧା ଛିଟ୍କା ହେଉଛି, ଯଦି ଆପଣଙ୍କ ଖାଦ୍ୟ ହଜମ ହେଉ ନାହିଁ ବା ଯଦି ଆପଣଙ୍କର କୌଣସି ପେଟ ଜନିତ ସମସ୍ୟା ହେଉଛି ତା ହେଲେ ଆପଣଙ୍କର ଲିଭର ଖରାପ ଅଛି । ଏହା ବ୍ୟତୀତ ଯଦି ଆପଣ ମାନଙ୍କର କୋଲେଷ୍ଟ୍ରୋଲ ବଢି ବଢି ଯାଉଛି ତା ହେଲେ ମଧ୍ୟ ଆପଣଙ୍କ ଲିଭର ଖରାପ ଅଛି । ବନ୍ଧୁଗଣ ଲିଭର ହେଉଛି ଏକ ଏପରି ଅଙ୍ଗ ଯାହା ଅଟୋମେଟିକ ଠିକ ହୋଇପାରିବ ହେଲେ ଆପଣ ମାନଙ୍କୁ କିଛି ଉପାୟ କରିବାକୁ ପଡିବ ।

ଆଜିଆମେ ଆପଣ ମାନଙ୍କୁ ଏକ ଏପରି ଜୁସ ବିଷୟରେ କହିବାକୁ ଯାଉଛୁ ଯାହାର ସେବନରେ ଆପଣ ନିଜ ଲିଭରକୁ ସଂପୂର୍ଣ୍ଣ ସୁସ୍ଥ କରିପାରିବେ । ବନ୍ଧୁଗଣ ଏହି ଜୁସକୁ ବନେଇବା ପାଇଁ ଆପଣ ମାନଙ୍କୁ ଗାଜର, ପାଲକ, ସବୁଜ ଧନିଆ, ଟମାଟର, ଏକ ଇଞ୍ଚ ଅଦା, ଅଧା ଖଣ୍ଡ ଲେମ୍ବୁ ଓ ଲାଉର ଆବଶ୍ୟକତା ଅଛି ।

ବନ୍ଧୁଗଣ ଆପଣ ମାନେ ଏହି ସମସ୍ତ ଜିନିଷକୁ ଏକ ଜୁସରେ ପରିଣତ କରିଦିଅନ୍ତୁ । କମ ସେ କମ ଆପଣ ଏହି ଜୁସକୁ ଏକ ମାସ ପର୍ଯ୍ୟନ୍ତ ଖାଲି ପେଟରେ ସେବନ କରନ୍ତୁ । କେବଳ ୪ ଦିନରେ ଆପଣଙ୍କୁ ଏହାର ଫରକ ଜଣା ପଡିଯିବ ।

ବନ୍ଧୁଗଣ ଏହା ସହିତ ଯଦି ଆପଣ ମ-ଦ୍ୟ-ପା-ନ କରୁଛନ୍ତି ତା ହେଲେ ଆପଣ ତୁରନ୍ତ ମ-ଦ୍ୟ-ପା-ନକୁ ତ୍ୟାଗ କରନ୍ତୁ । କାରଣ ମ-ଦ୍ୟ ଆମ କିଡ୍ନିକୁ ଡ୍ୟାମେଜ କରିଦିଏ । ଏହା ସହିତ ବନ୍ଧୁଗଣ ଆପଣ ମାନେ ସବୁଦିନ ଯୋଗ ଓ ବାୟାମ ଆଦି ନିଶ୍ଚୟ କରନ୍ତୁ । ଯଦି ଆପଣ ଏହି ସବୁ ନୀତି ନିୟମ ଗୁଡିକୁ ମାନି ଚଳିବେ ତା ହେଲେ ଆଜୀବନ ଆପଣଙ୍କ କିଡ୍ନି ସୁସ୍ଥ ରହିବ । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *