ଟାଟା-ଅମ୍ବାନୀ ଙ୍କ ଠାରୁ ବି ଅଧିକ ଲକ୍ଜରିୟସ ଅଟେ Bollywood ର ଏହି 4 ଜଣ ହିରୋଇନଙ୍କ ଲାଇଫ ଷ୍ଟାଇଲ, ନିଜ ଇନକମ ରେ କିଣିଥିବା ଏରୋପ୍ଲେନ ରେ କରନ୍ତି ଯାତ୍ରା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡର ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ବଲିଉଡରେ କେତେକ ଫିଲ୍ମ କରି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି । ଏମାନଙ୍କ ପାଖରେ ସମସ୍ତ ପ୍ରକାରର ସୁଖ ସୁବିଧା ରହିଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନେ ବହୁତ ଧନୀ ହେବା ସହ ସେମାନଙ୍କ ପାଖରେ ପ୍ରାଇଭେଟ ଜେଟ ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଆପଣ ମାନେ ସମସ୍ତେ ମାଧୁରୀଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ମାଧୁରୀ ବଲିଉଡର ବହୁତ ବଡ ବଡ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ସେ ବଲିଉଡରେ କାମ କରି ବହୁତ ଟଙ୍କା ମଧ୍ୟ ଅର୍ଜନ କରିଛନ୍ତି । ମାଧୁରୀଙ୍କ ପାଖରେ ବହୁତ ସମ୍ପତ୍ତି ରହିବା ସହିତ ଏକ ପ୍ରାଇଭେଟ ଜେଟ ମଧ୍ୟ ଅଛି ଯାହାର ଦାମ ହେଉଛି ୩୮ କୋଟି ଟଙ୍କା ।

ଶିଲ୍ପା ସେଟି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଶିଲ୍ପା ସେଟି । ଶିଲ୍ପା ବଲିଉଡର ବହୁତ ବଡ ବଡ ଫିଲ୍ମରେ କାମ କରି ସଫଳତା ହାସଲ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ବନ୍ଧୁଗଣ ସେ ରାଜ କୁନ୍ଦରାଙ୍କ ସହ ବିବାହ କରିବା ପରେ ବଲିଉଡକୁ ତ୍ୟାଗ କରିଛନ୍ତି । କିନ୍ତୁ ଶିଲ୍ପା କୋଟି କୋଟି ସମ୍ପତିର ମାଲିକ ଅଟନ୍ତି । ତାଙ୍କ ପାଖରେ ଏକ ପ୍ରାଭେଟ ଜେଟ ମଧ୍ୟ ଅଛି ଯାହାର ଦାମ ହେଉଛି ୪୫ କୋଟି ଟଙ୍କା ।

ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ବନ୍ଧୁଗଣ ପ୍ରିୟାଙ୍କା ବଲିଉଡ ବ୍ଯତୀତ ହଲିଉଡର କେତେକ ଫିଲ୍ମରେ କାମ କରିସାରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ପ୍ରିୟାଙ୍କା ମଧ୍ୟ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି ଓ ତାଙ୍କ ପାଖରେ ଏକ ପ୍ରାଇଭେଟ ଉଡାଜାହାଜ ଅଛି ଯାହାର ଦାମ ହେଉଛି ୫୩ କୋଟି ଟଙ୍କା ।

ସନି ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ସନି ଲିଓନି । ସନି ବର୍ତ୍ତମାନ ୪୦୦ କୋଟି ଟଙ୍କାର ମାଲିକ ଅଟନ୍ତି । ଏହା ସହିତ ତାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ମଧ୍ୟ ଅଛି ଯାହାର ଦାମ ହେଉଛି ୩୨ କୋଟି ଟଙ୍କା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *