‘ଯଦି ଦମ ଅଛି ମାରିକି ଦେଖା…’ ପଡିଆ ମଝିରେ ହିଁ ହେଇଗଲା ମହାଡ୍ରାମା ! Liton Das ଙ୍କୁ ଏମିତି କହିଲେ Virat Kohli

ବନ୍ଧୁଗଣ, କ୍ରିକେଟ ଦେଖିବାକୁ ସମସ୍ତେ ଭଲ ପାଆନ୍ତି । ଭାରତୀୟ ଟିମ ର କ୍ରିକେଟର ବିରାଟ କୋହଲୀ ଙ୍କର ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି । ଫିଲ୍ଡରେ ତାଙ୍କ ପ୍ରଦର୍ଶନ କୁ ଚାତକ ଭଳି ଚାହିଁ ରହିଥାନ୍ତି ତାଙ୍କ ଫ୍ୟାନ୍ସ ମାନେ । ତେବେ ବର୍ତ୍ତମାନ ଏକ ଖବର ସୋ-ସି-ଆ-ଲ ମି-ଡି-ଆ ରେ ଦେଖିବାକୁ ମିଳିଛି ଯେ ବିରାଟ କୋହଲୀ କୁଆଡେ ମ୍ୟାଚ ଖେଳିବା ସମୟରେ ଏଭଳି କହିଥିଲେ ଯାହାଦ୍ଵାରା ପରୋକ୍ଷ ଟିମ ରାଗିଯାଇଥିଲେ ।

ଆସନ୍ତୁ ତେବେ ଜାଣିନେବା ତାହା କ’ଣ ଥିଲା ? ପଡିଆ ମଝିରେ ବିରାଟ କୋହଲୀ ଲିଟନ ଦାସ ଙ୍କୁ କହିଲେ ଯେ ଯଦି ଦମ ଅଛି ତେବେ ଏଭଳି ମାରିକି ଦେଖା । ଏହି ଭି-ଡି-ଓ ଟି ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବହୁତ ଡ୍ରାମା ଦେଖିବାକୁ ମିଳିଛି ।

ଏହି ମ୍ୟାଚରେ ଅନେକ ଏଭଳି ମୂହୁର୍ତ୍ତ ଆସିଛି, ଯେଉଁଠାରେ ଖେଳାଳୀ ମାନେ ପରସ୍ପର ମଧ୍ୟରେ ମନୋମାଳିନ୍ୟ କରିଥିବାର ନଜର ଆସିଛନ୍ତି । ଏହି ମ୍ୟାଚରେ ବିଶେଷ କରି ବିରାଟ କୋହଲୀ ଏବଂ ଲିଟନ ଦାସ ଙ୍କ ମଧ୍ୟରେ ଖୁବ ହାଇ ଭୋଳଟେଜ ଡ୍ରାମା ଦେଖିବାକୁ ମିଳିଛି ।

ମ୍ୟାଚ ର ଚତୁର୍ଥ ଦିନରେ ମଧ୍ୟ ସେମାନଙ୍କ ମଧ୍ୟରେ ଆଉ ଏକ ଡ୍ରାମା ଦେଖିବାକୁ ମିଳିଥିଲା । ଖେଳର ତୃତୀୟ ଦିନରେ ଯେତେବେଳେ ବିରାଟ କୋହଲୀ ବ୍ୟାଟିଂ କରୁଥିଲେ, ସେତେବେଳେ ଲିଟନ ଦାସ ତାଙ୍କୁ କିଛି କହି ଶ୍ଲେଜିଙ୍ଗ କରୁଥିବାର ନଜର ଆସିଥିଲେ । ମାତ୍ର ଖେଳର ଚତୁର୍ଥ ଦିନରେ ବାଂଲାଦେଶର ବ୍ୟାଟିଂ ସମୟରେ ବିରାଟ କୋହଲୀ ଲିଟନ ଦାସଙ୍କ ଠାରୁ ବଦଲା ନେଇଯାଇଥିଲେ ।

ଅର୍ଥାତ ଖେଳର ଚତୁର୍ଥ ଦିନରେ ଲିଟନ ଦାସ ଯେତେବେଳେ ବ୍ୟାଟିଂ କରୁଥିଲେ ସେହି ସମୟରେ ବିରାଟ କୋହଲୀ ସ୍ଲିପ ଅଞ୍ଚଳରେ ଛିଡା ହୋଇ ତାଙ୍କୁ ଶ୍ଲେଜ କରୁଥିବାର ନଜର ଆସିଥିଲେ । ସେ ଲିଟନ ଦାସ ଙ୍କ ଉପରେ ସଂପୂର୍ଣ୍ଣ ରୂପରେ ଚାପ ପକାଇ ତାଙ୍କୁ କିଛି କହୁଥିବାର ନଜର ଆସିଥିଲେ । କିନ୍ତୁ ଲିଟନ ଦାସ ଙ୍କ ପାଖରେ କୌଣସି ଜବାବ ନଥିଲା ।

ସେ ସଂପୂର୍ଣ୍ଣ ରୂପରେ ଚୁପ ରହିଥିଲେ । କାରଣ ସମସ୍ତେ ଜାଣିଛନ୍ତି ଯେ ବିରାଟ କୋହଲୀ ଙ୍କ ସହିତ ପଙ୍ଗା ନେବା ମହଙ୍ଗା ପଡିପାରେ । ଏହା ଲିଟନ ଦାସ ଭଲ ଭାବରେ ଜାଣିଥିଲେ ଏଣୁ ସେ ସେହି ସମୟରେ ଚୁପ ରହିବା ଉଚିତ ମନେ କରିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *