LIC ଆଣିଛି ନୂଆ ଧମାକେଦାର ସ୍କିମ, ମାତ୍ର 121 ଟଙ୍କା ପ୍ରିମିୟମରେ ଝିଅର ବାହାଘର ପାଇଁ ପାଇବେ 27 ଲକ୍ଷ ଟଙ୍କା

ବନ୍ଧୁଗଣ ଭାରତୀୟ ଜୀବନ ବୀମା ତରଫରୁ କେତେକ ଖାସ ପଲିଶି ସମୟ ସମୟରେ ଆସିଥାଏ । ଯାହାଫଳରେ ଲୋକ ମାନଙ୍କୁ ବହୁତ ଫାଇଦା ମିଳିଥାଏ ଓ ସେମାନଙ୍କ ଭବିଷ୍ୟତର ଚିନ୍ତା ଦୂର ହୋଇଥାଏ । ବନ୍ଧୁଗଣ ଦେଶର ସବୁଠାରୁ ବଡ ଜୀବନ ପଲିଶି ତଥା LIC ତରଫରୁ ଝିଅ ମାନଙ୍କ ପାଇଁ ଏକ ଖାସ ସ୍କିମ ଲଞ୍ଚ ହୋଇଛି । ଏହି ସ୍କିମ ଅନୁସାରେ ମାତା ପିତାଙ୍କୁ ଝିଅର ପାଠ ପଢା ଓ ତାଙ୍କ ବିବାହର ଚିନ୍ତା ଦୂର ହୋଇଯିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ପଲିଶି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପଲିଶି ବିଷୟରେ ।

ବନ୍ଧୁଗଣ ଏହି ପଲିଶିର ନାମ ହେଉଛି କନ୍ୟାଦନ ପଲିଶି । ଏହି ସ୍କିମ ଅନୁଯାଇ ଆପଣ ମାନଙ୍କୁ ଦିନକୁ ୧୨୧ ଟଙ୍କା ତଥା ମାସକୁ ମାତ୍ର ୩୬୦୦ ଟଙ୍କା ଜମା କରିବାକୁ ହେବ । ଯେତେବେଳେ ଏହି ପଲିଶି ପୂରଣ ହୋଇଯିବ ସେତେବେଳେ ଆପଣ ମାନଙ୍କୁ ଏକା ସହ ୨୭ ଲକ୍ଷ ଟଙ୍କା ମିଳିବ ।

ଏହି ପଲିଶିର ଆରମ୍ଭ ଗତ କିଛି ବର୍ଷ ତଳେ ହୋଇଛି ଓ ବହୁତ ଲୋକ ନିଜ ଝିଅ ମାନଙ୍କ ପାଇଁ ଏହି ପଲିଶି ନେଇଛନ୍ତି । ଯଦି ଆପଣ ନିଜ ଝିଅର ଭବିଷ୍ୟ ପାଇଁ କିଛି ପଲିଶି ନେବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ଏହି ପଲିଶି ବିଷୟରେ ବିଚାର କରିପାରିବେ ।

୧. ବନ୍ଧୁଗଣ ଏହି ପଲିଶିର ସବୁଠାରୁ ଭଲ କଥା ହେଉଛି ଏହି ପଲିଶି ମାତ୍ର ୨୫ର ପ୍ଳାନ ୨୫ ବର୍ଷ ପର୍ଯ୍ୟନ୍ତ ରହିଛି । ହେଲେ ଆପଣ ମାନଙ୍କୁ ପ୍ରିମିୟମ କେବଳ ୨୨ ବର୍ଷ ପର୍ଯ୍ୟନ୍ତ ଭରିବାକୁ ହେବ ।

୨. ଯଦି ପଲିଶି ଭରିବା ସମୟରେ ବିମାଧାରକର ମୃତ୍ୟୁ ହୋଇଯାଏ ତା ହେଲେ ପରିବାରକୁ କୌଣସି ପଲିଶି ଦେବାକୁ ପଡିବ ନାହିଁ ।

୩. ଝିଅର ପଲିଶି ଭରିବାର କିଛି ବର୍ଷ ପର୍ଯ୍ୟନ୍ତ ୧ ଲକ୍ଷ ଟଙ୍କା ମିଳିବ ଓ ପଲିଶିର ବର୍ଷ ପୂରଣ ହେବା ପରେ ସଂପୂର୍ଣ୍ଣ ଅଲଗା ୨୭ ଲକ୍ଷ ଟଙ୍କା ମିଳିବ ।

ବନ୍ଧୁଗଣ ଏହି ପଲିଶିକୁ ୨୫ ବର୍ଷ ପାଇଁ ନିଆଯାଇପାରିବ । ମାସକୁ କେବଳ ୩୬୦୦ ଟଙ୍କା ଜମା କରିବାକୁ ପଡିବ । ଏହି ପଲିଶିକୁ କମ ବା ଅଧିକ ପ୍ରିମିୟମରେ ମଧ୍ୟ ନିଆଯାଇପାରିବ ।

ଯଦି ଆପଣ ନିଜ ଝିଅ ପାଇଁ କନ୍ୟାଦାନ ପ୍ରିମିୟମ ନେବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କ ବୟସ କମ ସେ କମ ୩୦ ବର୍ଷ ହେବା ନିହାତି ଆବଶ୍ୟକ ଓ ଝିଅର ବୟସ କମ ସେ କମ ୧ ବର୍ଷ ହେବା ଉଚିତ । ତା ହେଲେ ବନ୍ଧୁଗଣ ନିଜ ଝିଅର ଭବିଷ୍ୟତ ପାଇଁ ଏହି ପଲିଶି ନିଶ୍ଚୟ ନିଅନ୍ତୁ ଓ ଆଜୀବନ ଚିନ୍ତାମୁକ୍ତରେ ଜୀବନ ଅତିବାହିତ କରନ୍ତୁ, ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସୂଚନା ବିଷୟରେ ଅନ୍ୟ ମାନଙ୍କୁ ଜଣାନ୍ତୁ ଓ ଆପଣଙ୍କୁ ଆମ ଖବର କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *