ମାତା ଲକ୍ଷ୍ମୀଙ୍କର ପ୍ରିୟ ଅଟେ ଏହି ଗଛ, ଯାହାକୁ ଘରେ ଲଗାଇଲେ ହୋଇଥାଏ ମା’ ଲକ୍ଷ୍ମୀ ଙ୍କ କୃପା, ହୁଏ ଧନବର୍ଷା- Vastu Tips

ବନ୍ଧୁଗଣ ଘରେ ଲଗାଯାଇଥିବା ଗଛ ଲତା ବାତାବରଣକୁ ସୁଧିକରଣ କରିବାରେ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଏହି ଗଛ ଲଟା ଗୁଡିକ ଆପଣ ମାନଙ୍କ ଭାଗ୍ୟକୁ ବଦଳାଇ ପାରନ୍ତି । ବାସ୍ତୁ ଅନୁସାରେ ଏପରି କିଛି ଗଛ ରହିଛି ଯାହାକୁ ଆପଣ ମାନେ ଘରେ ଲଗାଇଲେ ଆପଣ ମାନଙ୍କୁ ପ୍ରଚୁର ଲାଭ ମିଳିଥାଏ । ଯଦି ଆପଣଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଲାଗି ରହିଛି ତା ହେଲେ ଆପଣ ଏହି ଗଛ ଗୁଡିକୁ ଲଗାଇ ପାରିବେ । ଏହି ଗଛ ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ଦୂର କରିବା ସହିତ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି କରାଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ଗଛ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଗଛ ଗୁଡିକ ବିଷୟରେ ।

ତୁଳସୀ ଗଛ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ତୁଳସୀ ଗଛ । ତୁଳସୀ ଗଛକୁ ହିନ୍ଦୁଧର୍ମ ମାନ୍ୟତା ଅନୁସାରେ ଏକ ପବିତ୍ର ଗଛ କୁହାଯାଇଛି । ସେଥିପାଇଁ ସମସ୍ତ ଲୋକ ଏହି ଗଛକୁ ନିଜ ଘରେ ଲଗାଇ ତାହାର ପୂଜା କରିଥାନ୍ତି । ବନ୍ଧୁଗଣ ଏହି ଗଛ ଘରେ କେବେହେଲେ ଟଙ୍କା ପଇସାର ଅଭାବ ହେବାକୁ ଦେଇନଥାଏ । ଏହି ଗଛ ଘରେ ରହିବା ଦ୍ଵାରା ଘରେ ଥିବା ସମସ୍ତ ନକାରାତ୍ମକ ଊର୍ଜା ସଂପୂର୍ଣ୍ଣ ଦୂର ହୋଇଯାଇଥାଏ । ତେଣୁ ବନ୍ଧୁଗଣ ଏହି ଗଛକୁ ଆପଣ ମାନେ ସବୁବେଳେ ଘରର ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ ।

ଅଁଳା ଗଛ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ଅଁଳା ଗଛ । ବନ୍ଧୁଗଣ ବାସ୍ତୁ ଅନୁସାରେ ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଯାହାଫଳରେ ଆପଣଙ୍କ ଧାନ ସମ୍ବନ୍ଧିତ ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ । ଏହା ସହିତ ଆପଣଙ୍କ ସମସ୍ତ କ୍ଷେତ୍ରରେ ପ୍ରଚୁର ଧନଲାଭ କରିବେ । ବନ୍ଧୁଗଣ ଏହି ଗଛ ଘରର ବାତାବରଣକୁ ମଧ୍ୟ ଶୁଦ୍ଧ କରିଥାଏ ।

ଗଙ୍ଗଶିଉଳି ଗଛ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଗଙ୍ଗଶିଉଳି ଗଛ । ଏହି ଗଙ୍ଗଶିଉଳି ଗଛକୁ ଘରେ ଲଗାଇବା ଦ୍ଵାରା ଘର ମଧ୍ୟରେ ସୁଗନ୍ଧ ଆସିଥାଏ । ବନ୍ଧୁଗଣ ଏହି ଗଛ ବହୁତ ଔଷଧୀୟ ମଧ୍ୟ ହୋଇଥାଏ । ଏହି ଗଛ ଧନଲାଭର କାରଣ ମଧ୍ୟ ହୋଇଥାଏ । ତେଣୁ ବନ୍ଧୁଗଣ ପ୍ରତ୍ୟକ ଲୋକ ନିଜ ଘର ବାଡିରେ ଏହି ଗଛକୁ ନିଶ୍ଚୟ ଲଗାଇବା ଉଚିତ ।

ସମି ଗଛ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ସମି ଗଛ । ବନ୍ଧୁଗଣ ଏହି ଗଛ ଘରର ସୌନ୍ଦର୍ଜ୍ୟକୁ ବଢାଇବା ସହିତ ଘରର ବାତାବରଣକୁ ସକାରାତ୍ମକ ରଖିଥାଏ । ଏହି ଗଛର ଫୁଲ କେବେବି ଘରର ଧନୀହାନି ହେବାକୁ ଦେଇନଥାଏ । ବନ୍ଧୁଗଣ ଆପଣ ମାନେ ଏହି ଗଛକୁ ନିଜ ଘରର ବାଲ୍କୁନୀରେ ଲଗାଇପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *