Health Tips- ଲକ୍ଷ-ଲକ୍ଷ ଟଙ୍କାର ଔଷଧ ବି ୟା ଆଗରେ ଫେଲ, ପୃଥିବୀର ଅମୃତ, ଯଦି କେଉଁଠି ମିଳିଯାଏ ବିଲକୁଲ ବି ଛାଡିବେ ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଜୁଆଣୀ ର ଔଷଧୀୟ ଫାଇଦା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିନେବା ସ୍ଵମ୍ପୂର୍ଣ୍ଣ ବିବରଣୀ । ଏହା ପେଟ ପାଇଁ ବହୁତ ଭଲ ହୋଇଥାଏ, ଓଜନ କମାଇବା ନିମନ୍ତେ ମଧ୍ୟ ସାହାର୍ଯ୍ୟ କରେ, ମାତ୍ର ଜୁଆଣୀର ଯେଉଁ ପତ୍ର ଅଛି ତାହା ବହୁତ ଖାସ ହୋଇଥାଏ ପୁରୁଷ ଙ୍କ ପାଇଁ । ଏସିଡିଟି ର ଅସୁବିଧା, ଆମ୍ବିଳା ହାକୁଟି ଆସିବା, ଛାତିରେ ଯନ୍ତ୍ରଣା, ଡାଇବେଟିସ ର ଅସୁବିଧା, ଏହା ସହିତ ହାର୍ଟଆଟାକ ଭଳି ସମସ୍ୟା କୁ ସମାପ୍ତ କରିବାରେ ବହୁତ ସାହାର୍ଯ୍ୟ କରିଥାଏ ।

ଏହାକୁ ପ୍ରୟୋଗ କରିବାର ସଠିକ ଉପାୟ ସମସ୍ତଙ୍କୁ ଭଲ ଭାବରେ ଜଣାଥିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଯେଉଁ ଲୋକଙ୍କୁ ଏସିଡିଟି ଭଳି ସମସ୍ୟା ରହିଅଛି ସେମାନେ ଜୁଆଣୀ ଗଛରୁ ୨ଟି ପତ୍ର ଛିଡାଇ ତାକୁ ଭଲ ଭାବରେ ଛେଚି ନିଅନ୍ତୁ । ଏହାପରେ ତମ୍ବା ପାତ୍ରରେ ହାଲ୍କା ଗରମ ପାଣିରେ ଏହାକୁ ମିଶାଇ ଅଳ୍ପ ଗୁଡ ମିଶାଇ ସେବନ କରିଲେ ଭୟଙ୍କରରୁ ଭୟଙ୍କର କବଜ ଭଳି ବେମାରୀ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ ।

ଏହା ଶରୀରକୁ ନିୟନ୍ତ୍ରିତ କରିବା ନିମନ୍ତେ ଅର୍ଥାତ ମେଟାବେଲଜିୟମ କୁ ବାଲାନ୍ସ କରିବା ନିମନ୍ତେ ଏହା କାମ କରିଥାଏ । ଯେଉଁ ଲୋକ ମାନଙ୍କୁ ମୋଟାପଣ କୁ ନେଇ କୌଣସି ସମସ୍ୟା ରହିଥାଏ, ଯଦି ଆପଣଙ୍କର ଓଜନ ତଥା ଚର୍ବି ବହୁତ ଅଧିକ ରହିଥାଏ ତେବେ ୪ ରୁ ୫ ଟି ଜୁଆଣୀ ପତ୍ର ଆଣି ତାହାକୁ ଭଲ ଭାବରେ ଛେଚି ଦିଅନ୍ତୁ । ଏହାପରେ ସେଥିରେ ଅଧକଟା ଲେମ୍ବୁ ରସ ଏବଂ ଏହା ସହିତ ଏକ ଚାମଚ ମହୁ ନେଇ ଏକ ଗ୍ଳାସ ଗରମ ପାଣିରେ ମିଶାଇ ସେବନ କରନ୍ତୁ ।

ଦେଖିବେ ଆପଣଙ୍କର ଏହି ସମସ୍ୟା ସଂପୂର୍ଣ୍ଣ ଭାବରେ ଗାୟବ ହୋଇଯିବ । ଯଦି କାହାକୁ ଷ୍ଟୋନ ହୋଇଛି ତେବେ ୨ ଟି ଜୁଆଣୀ ପତ୍ର ଆଣି ତାକୁ ଛେଚି ଏହାସହିତ ପଥରଚଟା ର ଗୋଟିଏ ପତ୍ର ଆଣି ତାକୁ ଛେଚି ସେଥିରେ କଦଳୀ ଗଛରେ ମଞ୍ଜା ରେ ଥିବା ପାଣି ର ପାଉଡର ଯାହା ବଜାରରେ ସହଜରେ ମିଳିଥାଏ ଔଷଧ ଭାବରେ ଏହାକୁ ଅଳ୍ପ ଯଦି ଆପଣ ପାଣିରେ ମିଶାଇ ସବୁଦିନ ସକାଳେ ସେବନ କରିବେ ତେବେ ଏହା ସଂପୂର୍ଣ୍ଣ ଭାବରେ ଷ୍ଟୋନ କୁ ୭ ଦିନ ମଧ୍ୟରେ ଗାୟବ କରିଦେବ ।

ଯଦି ଆପଣଙ୍କୁ ଅଥବା ଆପଣଙ୍କ ଘରେ କାହାକୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅଛି ତେବେ ଅର୍ଥରାଇଡିସ ନିମନ୍ତେ ଜୁଆଣୀ ପତ୍ର ବହୁତ ଲାଭ ଦାୟକ ଅଟେ । ଜୁଆଣୀରେ ଏଭଳି ଆଣ୍ଟିଇନ ପ୍ଲାମେଣ୍ଟାରି ରହିଥାଏ ଯାହା ଆଣ୍ଠୁଗଣ୍ଠି ଯନ୍ତ୍ରଣା ନିମନ୍ତେ ବହୁତ ଲାଭଦାୟକ ଅଟେ ।

୩ ରୁ ୪ ପତ୍ର ନେଇ ତାକୁ ଛେଚି ତାହାର ରସ ବାହାର କରି ନିଅନ୍ତୁ । ଏହାପରେ ଏକ ଚାମଚ ଆଲୋଭେରା ଜେଲ ନେଇ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ମେଥିଦାନା କୁ ଛେଚି ତାହାର ପାଉଡର ଏଥିରେ ମିଶାଇ ଦିଅନ୍ତୁ । ଯେଉଁଠାରେ ଆପଣଙ୍କୁ ଦରଦ ହେଉଅଛି ସେଠାରେ ଆପଣ ଏହି ମିଶ୍ରଣ କୁ ଲଗାଇ ଦିଅନ୍ତୁ ।

ତେବେ ଭୟଙ୍କରରୁ ଭୟଙ୍କର ଅଣ୍ଟା ଦରଦ ସଂପୂର୍ଣ୍ଣ ଭାବରେ କମାଇଦେବ । ଏହା ଉପରେ ଆପଣ ଏକ କପଡା ବାନ୍ଧି ଦିଅନ୍ତୁ ଆପଣଙ୍କୁ ନିଶ୍ଚିତ ଭାବରେ ଆରାମ ମିଳିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *