ଲାଜ ନ କରି ଥରେ ମାତ୍ର ସ୍ୱାମୀଙ୍କ ସହ କରି ଦିଅନ୍ତୁ ଏହି କାମ, ମା ଲକ୍ଷ୍ମୀ ଘରେ କରିବେ ପ୍ରବଳ ଧନର ବର୍ଷା- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଆପଣ ଏକ ଭୁଲ କାର୍ଯ୍ୟ କରି ମଧ୍ୟ ସେଥିରେ ସଫଳତା ହାସଲ କରି ପାରିବେ। ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ସେହି କାର୍ଯ୍ୟ କୁ ଲାଜ ନକରି କରିବା ଉଚିତ।ଏହାଦ୍ବାରା ଆପଣ ସଫଳ ହେବେ ଏବଂ କୋଟିପତି ମଧ୍ୟ ହୋଇପାରିବେ। ଆପଣ କୌଣସି ଜିନିଷ ମାଗିବା ପୂର୍ବରୁ ଆଦୋୖ ଲାଜ କରନ୍ତୁ ନାହିଁ। ନଚେତ ଆପଣଙ୍କୁ ସେଥିରେ ସଫଳତା ମିଳିବ ନାହିଁ।ଶାସ୍ତ୍ର ରେ ମଧ୍ୟ ଏହି ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି।

ମହର୍ଷି ଚାଣକ୍ୟଙ୍କ ନୀତି ରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୁ ଯେଉଁ ବ୍ୟକ୍ତି ଅବଲମ୍ବନ କରିଥାଏ ଏବଂ ନିଜ ଜୀବନରେ ପ୍ରୟୋଗ କରିଥାଏ, ସେହି ବ୍ୟକ୍ତି କେବେବି ଅସଫଳ ହୋଇନଥାଏ ଏବଂ କେବଳ ଜୀବନ ରେ ସଫଳ ହୋଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ ଜିନିଷ ମାଗିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲାଜ କରିଥାଏ ସେହି ବ୍ୟକ୍ତି କୁ ଆଦୋୖ ଲାଜ କରିବା କଥା ନୁହେଁ। କାରଣ ଏହାଦ୍ବାରା ଭୋକ ରେ ରହିବାକୁ ପଡ଼ିଥାଏ ଏବଂ ଭୋକରେ ରହିବା ଦ୍ଵାରା ବ୍ୟକ୍ତି ସବୁବେଳେ କ୍ରୋଧ କରିଥାଏ।ଯାହାଦ୍ୱାରା ସେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୋଇଥାଏ ଏବଂ ଏହା ସହିତ ଭୋଜନ କରିବା ବେଳେ ଲାଜ କରିବା ଦ୍ୱାରା ଅନ୍ନ ର ଅପମାନ ହୋଇଥାଏ। ତେଣୁ ଏହା ଅନୁଚିତ।

୨. ବନ୍ଧୁଗଣ ଦ୍ବିତୀୟତଃ, ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଝଗଡ଼ା କରିବା ସମୟରେ ଏହି କାର୍ଯ୍ୟ କରିବା ଉଚିତ ନୁହେଁ। ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା ଭଲ ବୁଝାମଣା ରହିବା ଆବଶ୍ୟକ। ଏହା ସହିତ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ସମ୍ବନ୍ଧ ରଖିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ। ଏହାଦ୍ବାରା ସମ୍ପର୍କରେ ଦୂରତ୍ୱ ସୃଷ୍ଟି ହୋଇଥାଏ ଏବଂ ଏହାଦ୍ବାରା ଆପଣଙ୍କ ମଧ୍ୟରେ କୌଣସି ତୃତୀୟ ବ୍ୟକ୍ତି ମଧ୍ୟ ପ୍ରବେଶ କରିଥାଏ। ତେଣୁ ସ୍ୱାମୀ ଓ ସ୍ତ୍ରୀ ଉଭୟ ସମ୍ବନ୍ଧ ସ୍ଥାପନ କରିବା ସମୟରେ ଆଦୋୖ ଲାଜ କରନ୍ତୁ ନାହିଁ।ଏହାଦ୍ବାରା ଆପଣଙ୍କ ର ହିଁ ମଙ୍ଗଳ ହେବ।ନଚେତ ଆପଣ ଅସୁବିଧା ର ସମ୍ମୁଖୀନ ହେବେ।

୩. ବନ୍ଧୁଗଣ ତୃତୀୟତଃ, ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜ ଗୁରୁ ଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ। କିମ୍ବା ନିଜ ଠାରୁ ବଡ଼ ବ୍ୟକ୍ତି ଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଲାଜ କରିବା ଅନୁଚିତ ହୋଇଥାଏ। କାରଣ ଯେଉଁ ବ୍ୟକ୍ତି ଜ୍ଞାନ ଗ୍ରହଣ କରିବା ସମୟରେ ଲାଜ କରିଥାଏ, ସେହି ବ୍ୟକ୍ତି ର ଜ୍ଞାନ ଅଧା ରହିଯାଏ ଏବଂ ସେ ଜୀବନରେ କେବେବି ସଫଳ ହୋଇ ପାରିନଥାଏ। ତେଣୁ ଏପରି କରିବା ଅନୁଚିତ ଅଟେ।ଅଧା ରହିଥିବା ଜ୍ଞାନ ସବୁଠାରୁ ବଡ଼ ହାର୍ ବୋଲି ମାନା ଯାଇଥାଏ ଏବଂ ଏହା ବହୁତ ବଡ଼ କମଜୋରି ଅଟେ।

୪. ବନ୍ଧୁଗଣ ଚତୁର୍ଥତଃ, ଯେ କୌଣସି ବ୍ୟକ୍ତି ନିଜର ଧନ କୁ ଅନ୍ୟ କୌଣସି ବ୍ୟକ୍ତି କୁ ଦେଇଥାଏ, ସେ ସଠିକ ସମୟରେ ସେହି ଧନ କୁ ମାଗିବା ଉଚିତ। ଯଦି ନିଜର ଟଙ୍କା ମାଗିବା ସମୟରେ ଆପଣ ଲାଜ କରିଥାନ୍ତି, ତେବେ ଆପଣ ଜୀବନରେ କେବେବି ଧନୀ ହୋଇ ପାରନ୍ତି ନାହିଁ। ତେଣୁ ନିଜର ଦେଇଥିବା ଟଙ୍କା ସଠିକ ସମୟରେ ମାଗନ୍ତୁ ଏବଂ ମାଗିବା ସମୟରେ ଆଦୋୖ ଲାଜ କରନ୍ତୁ ନାହିଁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *