ହଟହଟ୍ଟା ହେଲେ Lady କନଷ୍ଟେବଳ, ପୁରୁଷ କନଷ୍ଟେବଳଙ୍କ Duty Time ରେ କରୁଥିଲେ ଏପରି କାମ, ଚାକିରୀରୁ ହେଲେ ସସପେଣ୍ଡ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଖାକୀ ଡ୍ରେସ କୋଡରେ ଥାଇ ପୁରୁଷ ସହକର୍ମୀଙ୍କ ସହିତ କରୁଥିଲେ ଋଲ୍ସ । ‘ହିରୋ ତୁ ମେରା ହିରୋ ହେ’, କିନ୍ତୁ ବର୍ତ୍ତମାନ ହିରୋଙ୍କ ସହିତ ସେ ବନିଗଲେ ଜିରୋ । ସୂଚନାନୁସାରେ ଚାକିରୀରୁ ହୋଇଛନ୍ତି ସସପେଣ୍ଡ । ଏହି ଭି-ଡି-ଓ ବର୍ତ୍ତମାନ ଭା-ଇ-ରା-ଲ ହେବାପରେ ଏହାକୁ ନେଇ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ପଡୁଛି ଉଠିଛି । ଯଦିଓ ଏହି ଘଟଣା ନୂଆନୁହଁ ତେବେ ଏହି ଘଟଣା ପୂର୍ବରୁ ମଧ୍ୟ ଅନେକଥର ଘଟିଛି । ମାତ୍ର ବର୍ତ୍ତମାନ ମହିଳା କନଷ୍ଟେବଳଙ୍କ ଉପରେ ହୋଇଛି କାର୍ଯ୍ୟନୁଷ୍ଠାନ ।

ତେବେ ଏହି ଘଟଣା ହେଉଛି ଉତ୍ତରପ୍ରଦେଶ ହରାଦୋଇ ଜିଲ୍ଲାର ସାହାବାଦକେତ ଅଞ୍ଚଳର ହୋଇଥିବା ବେଳେ, ଏହି ଭିଡିଓରେ ଦେଖାଯାଉଥିବା ମହିଳା ହେଉଛନ୍ତି ହେଲ୍ପଡେସ୍କରେ ବସିଥିବା ବସୁଧାମିଶ୍ର । ସେ ଜଣେ ମହିଳା କନଷ୍ଟେବଳ ଅଟନ୍ତି । ମୋବାଇଲରେ ସହକର୍ମୀଙ୍କ ସହିତ ମିଶି କରୁଥିଲେ ରିଲ୍ସ । ତେବେ ଏହା କେବଳ ଗୋଟିଏ ନୁହେଁ ଏହା ପୂର୍ବରୁ ମଧ୍ୟ ବସୁଧାମିଶ୍ର ଅନେକ ରିଲ୍ସ କରିଥିଲେ ଯାହାକି ସୋ-ସି-ଆ-ଲ ମି-ଡି-ଆରେ ଖୁବ ଭା-ଇ-ରା-ଲ ହୋଇଥିଲା ।

କିନ୍ତୁ ପୁରୁଣା ଭି-ଡି-ଓ ସବୁ ଡିଲେଟ କରିଥିବା ବେଳେ ଏହି ଭି-ଡି-ଓ ନିମନ୍ତେ ବିଭାଗୀୟ ତଦନ୍ତ ଜାରି ରଖିଛି । ତେବେ ସରକାରୀ କର୍ମଚାରୀ ଏହିଭଳି ସରକାରୀ ପୋଷାକ ପିନ୍ଧି ଭିଡିଓ କରି ଛାଡିବା କେତେଦୂରେ ଠିକ ? କାର୍ଯ୍ୟରତ ସମୟରେ ଏଭଳି ସଙ୍ଗୀତରେ ଗୀତ କରିବା ଉଚିତ କି ? ଏହାକୁ ନେଇ ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ମୋଟ ଉପରେ କହିବାକୁ ଗଲେ ଦର୍ଶକେ ଏହାକୁ ନାପସନ୍ଦ କରିଛନ୍ତି । ଏବଂ କହିଛନ୍ତି ଯେ ଏହା କରିବା ଆଦୌ ଉଚିତ ନୁହେଁ । କାର୍ଯ୍ୟରତ ସମୟରେ ପୋଲିସ କର୍ମଚାରୀଙ୍କ ଦାଇତ୍ଵ ଥାଏ ଯେ ସେମାନେ ସମସ୍ତ ଜିନିଷର ତଦାରଖ କରି ଭଲ ଭାବରେ ସମସ୍ତ କଥା ବୁଝିବେ । କେଉଁଠାରେ କିଛି ସମସ୍ୟା ତଥା ସୁବିଧା ଅସୁବିଧାର ସମାଧାନ କରିବା ।

କିନ୍ତୁ ଏହି ମହିଳା କନଷ୍ଟେବଳ ରିଲ୍ସ ବନେଇବାରେ ବ୍ୟସ୍ତ । ଯଦି ରିଲ୍ସ ବନାଇବାର ଏତେ ଇଛା ତେବେ ଡିଉଟି ସରିବା ପରେ ରିଲ୍ସ ବନାଇଥିଲେ ବୋଧହୁଏ ତାହା ଶୋଭା ପାଇଥାନ୍ତା । ମାତ୍ର ମହିଳା ନିର୍ଡର ହୋଇ ଏଭଳି ବାରମ୍ବାର କରୁଥିଲେ । ବର୍ତ୍ତମାନ ଚାକିରୀରୁ ଛଟେଇ । ଏବେ କେତେ ରିଲ୍ସ ବନାଇବା କଥା ବନାଇବେ ମହିଳା କନଷ୍ଟେବଳ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *