ଟୁଙ୍ଗୁରୁ ଓ ବର୍ଷା ଙ୍କ ମାମଲାରେ ଏହି ବ୍ୟକ୍ତି ଜଣକ ଯାହା କହିଲେ ଶୁଣିଲେ ଆପଣ ପ୍ରଶଂସା ନକରି ରହି ପାରିବେନି, ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ସାରା ଓଡିଶାରେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ବହୁତ ଚର୍ଚ୍ଚା । ବନ୍ଧୁଗଣ ଉଭୟଙ୍କ ପ୍ରେମ କାହାଣୀ ଯେତେ ନିଆରା ସେତେ ଅଧିକ ଆଶ୍ଚର୍ଯ୍ୟ ଜନକ । ହେଲେ କେହି କାହା ଠାରୁ କମ ନୁହନ୍ତି । ଏପଟେ ବର୍ଷା ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ନିଜ ପୁଅ ବୟସର ପିଲାକୁ ପ୍ରେମ କରିଲେ ଆଉ ସେପଟେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ସହ ସମ୍ପର୍କ ରଖିବା ପାଇଁ କଣ ଯେ କରିଛି ଆପଣ ମାନେ ସମସ୍ତେ ଜାଣିଥିବେ ।

ତେବେ ବନ୍ଧୁଗଣ ଉଭୟଙ୍କ ପ୍ରେମ କାହାଣୀ ଅଟୋରୁ ଆରମ୍ଭ ହୋଇ ଥାନାରେ ଶେଷ ହୋଇଛି । ଉଭୟ ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଅନେକ ଆଲବମ ଗୀତ ବି ବାହାରି ସାରିଛି । ଏବେ ସେମାନେ ନିଜକୁ ସେଲିବ୍ରେଟି ଭାବୁଛନ୍ତି । ବନ୍ଧୁଗଣ ଏବେ ଜଣେ ବ୍ୟକ୍ତି ଉଭୟ ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି ।

ବ୍ୟକ୍ତି ଜଣକଙ୍କ କହିବା ମୁତାବକ-‘ବର୍ଷା ଓ ଟୁଙ୍ଗୁରୁ ଭୋଳ ଏବେ ସାରା ଓଡିଶାକୁ ଭୋଳ କରିଦେଲେଣି । ବର୍ଷା ପ୍ରିୟଦର୍ଶନୀ ଆଉ ଅନୁଭବ ମହାନ୍ତିଙ୍କୁ ସେ କାଟି ଦେଲେ । ସେମାନଙ୍କ 14 ବର୍ଷର ଭଲ ପାଇବା ଆଉ ଏମାନଙ୍କର 2 ବର୍ଷର ଭଲ ପାଇବାରେ ଏମାନେ ଜାରଖାର କରିଦେଲେଣି ଓଡିଶାକୁ । ଯାହା ପାଟିରୁ ଆପଣ ଶୁଣିବେ କେବଳ ବର୍ଷା ଭୋଳ ଆଉ ଟୁଙ୍ଗୁରୁ ଭୋଳ ।

ଆଜ୍ଞା ଆଉ କଣ କିଛି ରିପୋର୍ଟ ନାହିଁ ଖାଲି ଏଇ ଦୁଇଜଣଙ୍କ ରିପୋର୍ଟ ଆପଣ ଦେଖାଉ ଛନ୍ତି । ଏ ସବୁ ଜିନିଷକୁ ବନ୍ଦ କରିଦିଅନ୍ତୁ ଦେଖିବେ ଦୁଇ ତିନି ଦିନ ଭିତରେ ସବୁକିଛି ଆପେ ଆପେ ସମାଧାନ ହେଇଯିବ । ମୁଁ ଶୁଣିଥିଲି ସେ ସ୍ତ୍ରୀ ଲୋକର ଦୁଇଟି ଛୁଆ ଅଛନ୍ତି ଗୋଟେ 17 ବର୍ଷର ଆଉ ଗୋଟେ 12 ବର୍ଷର । ସେମାନଙ୍କ ଉପରେ ବି କିଛି ପ୍ରଭାବ ପଡୁଥିବ ଆଜ୍ଞା ।

ଇଏ କୁଆଡେ ଅଟୋ ଚଲାଉଛି ଆର ବୟସ 20 ନା 22 ବର୍ଷ । ହେଲେ ଆପଣ ମାନେ ଏ ସବୁ ଜିନିଷକୁ ପ୍ରୋତ୍ସାହନା ଦିଅନ୍ତୁ ନାହିଁ ଏ ସବୁ ବନ୍ଦ କରନ୍ତୁ । ସେ ଶଳା ଗୋଟେ ସ୍ତ୍ରୀ ଲୋକ ମୋତେ ଇଛା ହେଉଛି ତାକୁ କାଠ ଚାପୁଡା ପକେଇବାକୁ ଆଉ ସେ ଟୋକାକୁ ଇଛା ହେଉଛି ଠିଆ ନାତ ପକେଇବାକୁ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *