ଦୁର୍ଲଭ ଲାଲ ଚନ୍ଦ୍ର ନାଗ (Monocled Cobra) ସହିତ ଲାଗିବା ଏହି ଦିନ ମଜୁରିଆ ମାନଙ୍କୁ ପଡିଗଲା ମହଙ୍ଗା, ଆଉ ତା’ ପରେ କଣ ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ନାଗ ସାପକୁ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଆଗ କାଳରୁ ନାଗ ସାପର ପୂଜା ଅର୍ଚ୍ଚନା କରାଯାଉଥିଲା । ହେଲେ ବର୍ତ୍ତମାନ ସମୟରେ ଲୋକମାନେ ସାପ ଦେଖିଲେ ତାଙ୍କୁ ହୁଡେଇବା ପାଇଁ ତାଙ୍କୁ ମା-ରୁ-ଛ-ନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଗତ କିଛି ଦିନ ହେବ ଏହି ପରିକା ଏକ ଘ-ଟ-ଣା ବହୁତ ଚର୍ଚାରେ ଅଛି ।

ଚନ୍ଦ୍ର ନାଗ ସାପର ଏକ ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଚନ୍ଦ୍ରନାଗ ସାପର ଏହି ଭିଡିଓଟି ବହୁତ ଚର୍ଚାରେ ଅଛି । ଚନ୍ଦ୍ର ନାଗ ହେଉଛି ଏକ କ୍ରୋଧୀ ସାପ । ଏହାର ଚୋ-ଟ-ରେ ମଣିଷ ପ୍ରାଣ ହରାଇପାରେ । ଏହି ସାପଟି ବେଳେବେଳେ ଶି-କା-ର କରିବା ପାଇଁ ଘର ଭିତରେ ପ-ସି-ଯାଏ ।

ଭା-ଇ-ରା-ଲ ହେଉଥିବା ଭିଡିଓରେ ଏହି ସାପଟି ଏକ ଗୋଦାମ ଘରେ ପ-ସି-ଯାଇଛି । ଗୋଦାମ ଘରେ ଥିବା ମୁଲିଆ ମାନେ ସାପକୁ ହୁଡାଇବା ପାଇଁ ଚେଷ୍ଟା କରିଥିଲେ ହେଲେ ସାପଟି ଗୋଦାମ ଘରେ ଥିବା ବସ୍ତା ଭିତରେ ପସିଯାଇଥିଲା । ଏହା ପରେ ମୁଲିଆ ମାନେ ଏକ ସାପ ଧରାଳିଟି ଡକାଇ ଥିଲେ । ସାପକୁ ଖୋଜିବା ପାଇଁ ବହୁତ ସମୟ ଲାଗିଥିଲା । ସାପ ଧରାଳି ଜଣକ ଯେତେବେଳେ ନାଗକୁ ଧ-ରି-ଲେ ସେତେବେଳ ନାଗଟି କ୍ରୋ-ଧ-ରେ ଥିଲା ।

ହେଲେ ବହୁତ ସାବଧାନତାର ସାପ ଧରାଳି ଜଣକ ନାଗଟିକୁ ଉଧାର କରି ଜଙ୍ଗଲରେ ଛାଡି ଥିଲେ । ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଲୋକମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *