ଏହି କୁନି ପିଲାଟି ଗାଇଲା ଏମିତି ଗୀତ କି ମ୍ୟାଡମ ବି ହେଇଗଲେ Impress, ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ ନମସ୍କାର ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ବିଷୟରେ କିଏ ନ ଜାଣିଥିବ । ତେବେ ସୋସିଆଲ ମିଡିଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହିପରି ସୋସିଆଲ ମିଡିଆ ରେ ଅନେକ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି ।

ଏହି ସୋସିଆଲ ମିଡିଆ ରେ କେତେବେଳେ କୌଣସି ଅଘଟଣ କୁ ନେଇ ଭିଡିଓ ଭାଇରାଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭିଡିଓ ଭାଇରାଲ ହୋଇଥାଏ । ଅଧିକାଂଶ ସମୟ କୁନି ପିଲା ଙ୍କ ଭିଡିଓ ଗଣ ମାଧ୍ୟମରେ ଭାଇରାଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କୁନି ପିଲା ମାନେ ନିଜର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସେହିପରି ଏକ କୁନି ପିଲା ର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ଯାହାକୁ ଦେଖି ସମସ୍ତେ ବହୁତ ଖୁସି ମଧ୍ୟ ହେଉଛନ୍ତି । ତେବେ ଆପଣ ମାନେ ବି ସେହି ଭିଡିଓ ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ କି ଏତେ କମ ବୟସରୁ ସେ ଏତେ ସୁନ୍ଦର ଗୀତ କିପରି ଗାଉଛି । ତେବେ ଆପଣ ତ ଜାଣନ୍ତି କି ଭାରତରେ ପ୍ରତିଭାର ଅଭାବ ନାହିଁ ।

ତେବେ ଆଜିକାଲି ଇନଷ୍ଟାଗ୍ରାମରେ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଛୋଟ ପିଲା ଯିଏ ଏକ ଗୀତ ଗାଇ ତାର ଶିକ୍ଷୟିତ୍ରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ପିଲାର ଗୀତରେ ତାର ଶିକ୍ଷୟିତ୍ରୀ ଏତେ ପ୍ରଭାବିତ ହୋଇ ଯାଇଥିଲେ କି ବାରମ୍ବାର ଗୀତ ଗାଇବାକୁ କହୁଛନ୍ତି । ପିଲାଟି ମଧ୍ୟ ଶିକ୍ଷୟିତ୍ରୀଙ୍କ ମନ ରଖିବାକୁ ବାରମ୍ବାର ‘ଗୁଲାବି ଆଖେଁ ଜୋ ତେରି ଦେଖି’ ଗୀତ ଗାଇ ଚାଲୁଛି ।

ତେବେ ସବୁଠାରୁ ମଜାଳିଆ ମୁହୂର୍ତ୍ତ ହେଉଛି, ପିଲାଟି ଗୀତ ଗାଇବା ସମୟରେ ମଝିରେ ଅଟକି ଯାଉଛି । ଆଉ ଅତି ସ୍ନେହର ସହ ମଜାଦାର ଶୈଳୀରେ କହୁଛି, ମ୍ୟାଡମ ମୋର ଦାନ୍ତ ଯନ୍ତ୍ରଣା ହେଉଛି । ଶିକ୍ଷୟିତ୍ରୀଙ୍କୁ  ଶିଶୁର ଗୀତ ଏତେ ପସନ୍ଦ ଆସୁଛି ଯେ ସେ ତାର କଥାକୁ ଅଣଦେଖା କରି ଗୀତ ଉପରେ ଧ୍ୟାନ ଦେବାକୁ କହୁଛନ୍ତି । ତେବେ ବର୍ତ୍ତମାନ ଏହି ଭିଡିଓ ଟି ଖୁବ ଭାଇରାଲ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *