ଭାଇରାଲ ହେଲା କୁନି ଝିଅଟିର “ପୁଚୁକି ଗାଲି” ଗୀତ, ଗୀତ ଶୁଣିଲେ ହସି ହସି ଗଡିବେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆ ସହ ଜଡିତ ରହିବା ଦ୍ଵାରା ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ଅନେକ ଘଟଣା ଓ ଖବର ବିଷୟରେ ବହୁତ ସହଜରେ ଜାଣି ପାରୁଛନ୍ତି । ବର୍ତ୍ତମାନ ଦେଶରେ କରୋନା ମହାମାରୀର କାଳ ଚାଲିଛି । ଏହିପରିକା ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଘରେ ରହି ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଖବର ଆଦି ଦେଖୁଛନ୍ତି ।

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଛୋଟ ପିଲାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଛୁଆଟିର ଭିଡିଓ ଦେଖିଲେ ଆପଣ ମାନଙ୍କର ମନୋରଞ୍ଜନ ହୋଇଯିବ ।

ଆଜି ଆମେ ଆପଣ ମାନଙ୍କୁ ସେହି କୁନି ପିଲାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ଓଲ୍ଡ ଇସ ଗୋଲ୍ଡ’ କଥାଟିକୁ ନିଶ୍ଚୟ ଶୁଣିଥିବେ । ଏହି କଥାର ଏକ ବିଶେଷ କାରଣ ରହିଛି ।

ବର୍ତ୍ତମାନ ଅଧିକାଂଶ ଲୋକଙ୍କୁ ଆଧୁନିକ ଗୀତ ବହୁତ ପସନ୍ଦ ଆସୁଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କିଛି ଲୋକ ପୁରୁଣା ଗୀତ ଗୁଡିକୁ ଭୁଲି ନାହାନ୍ତି ।  ଆପଣ ମାନେ ସମସ୍ତେ ‘ପୁଚୁକି ଗାଲି’ ଗୀତଟିକୁ ନିଶ୍ଚୟ ଶୁଣିଥିବେ । ଅବଶ୍ୟ ଏହି ଗୀତଟି ଆଜିକୁ ବହୁତ ପୁରୁଣା ହୋଇସାରିଛି ହେଲେ ଗୋଟେ ସମୟରେ ଏହି ଗୀତଟି ବହୁତ ଚର୍ଚାରେ ଥିଲା ।

ଏହି ଗୀତରେ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନଜର ଆସିଥିଲେ । ଏହି ଗୀତରେ ସିଦ୍ଧାନ୍ତଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଗତ କିଛି ଦିନ ହେବ ଭାଇରାଲ ହେଉଥିବା ଭିଡିଓରେ ଏକ କୁନି ପିଲା ‘ପୁଚୁକି ଗାଲି’ ଗୀତ ଗାଉଥିବାର ନଜର ଆସୁଛି । ଏହି କୁନି ପିଲାଟି ‘ପୁଚୁକି ଗାଲି’ ଗୀତଟିକୁ ଗାଈ ପୁଣି ଥରେ ଜୀବନ୍ତ କରିଦେଇଛି ।

ଭିଡିଓରେ ଝିଅଟି ବହୁତ ସୁନ୍ଦର ଭାବରେ ସେହି ଗୀତଟିକୁ ଗାଉଛି ଓ ଲୋକମାନେ ଏହାକୁ ଦେଖି ଆନନ୍ଦ ଉଠାଉ ଛନ୍ତି । ସୋସିଆଲ ମିଡିଆରେ ଏହି କୁନି ପିଲାର ଭିଡିଓ ବହୁତ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓକୁ ବହୁତ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଲୋକପ୍ରିୟ ଗୀତ ‘ପୁଚୁକି ଗାଲି’ଟି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *