ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ଅଭିନେତା Sritam Dasଙ୍କ ଫ୍ୟାମିଲି Album, ତାଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ସାଧାରଣତଃ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଶ୍ରୀତମ ମିଶ୍ର ।

ଶ୍ରୀତମ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ପାଇଛନ୍ତି । ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ସେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଶ୍ରୀତମ ଏକ ପ୍ରସିଦ୍ଧ ଅଭିନେତା ହେବା ସହ ଏକ ସମାଜ ସେବକ ମଧ୍ୟ ଅଟନ୍ତି । ଗତ କିଛି ଦିନ ହେବ ସେ କରୋନା ମହାମାରୀ ପାଇଁ ଗରିବ ଲୋକଙ୍କର ସହାୟତା କରୁଛନ୍ତି । ଶ୍ରୀତମ ଅଭିନୟ କରିବା ସହ ଏକ ଲୋକପ୍ରିୟ ଡାଇରେକ୍ଟର ମଧ୍ୟ ଅଟନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଶ୍ରୀତମ ଦାସଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଓଡିଆ ଅଭିନେତା ଶ୍ରୀତମ ଦାସଙ୍କ ଜନ୍ମ ୧୯୭୦ ମସିହାରେ ଭୁବନେଶ୍ଵରରେ ହୋଇଥିଲା ।

ପିଲା ଦିନରୁ ଶ୍ରୀତମଙ୍କୁ ଅଭିନୟରେ ବହୁତ ରୁଚି ଥିଲା । ସେ ୧୯୯୫ ମସିହାରେ ଓଡିଆ ଫିଲ୍ମ ‘ସାବିତ୍ରୀ’ରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ଦୀର୍ଘ ୨୫ ବର୍ଷ ହେବ ଶ୍ରୀତମ ଓଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ହୋଇ ରହିଛନ୍ତି । ସେ ୨୦ରୁ ଅଧିକ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ।

ନିଜ ସୁନ୍ଦର ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ବନ୍ଧୁଗଣ ଶ୍ରୀତମ ବର୍ତ୍ତମାନ ନିଜ ପରିବାର ସହ କଟକରେ ରହୁଛନ୍ତି । ଶ୍ରୀତମଙ୍କ ମାଙ୍କ ନାମ ହେଉଛି ସଞ୍ଜୁକ୍ତା ଦାସ । ଶ୍ରୀତମ ସବୁଠାରୁ ଅଧିକ ତାଙ୍କ ମାଙ୍କୁ ଭଲ ପାନ୍ତି । ଏହା ସହିତ ଶ୍ରୀତମଙ୍କର ଦୁଇ ଜଣ ଭାଇ ମଧ୍ୟ ଅଛନ୍ତି ଯାହାଙ୍କର ନାମ ହେଉଛି ଗୌତମ ଦାସ ଓ ପ୍ରୀତମ ଦାସ ।

ଶ୍ରୀତମଙ୍କ ପତ୍ନୀଙ୍କ ନାମ ହେଉଛି ପୁନମ ଦାସ । ଶ୍ରୀତମ ଓ ପୁନମ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣଙ୍କର ଏକ ଛୋଟ ଝିଅ ମଧ୍ୟ ଅଛି ଓ ବର୍ତ୍ତମାନ ଏମାନେ ବହୁତ ଖୁସିରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ଶ୍ରୀତମ ଦାସ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *