ହେ ଭଗବାନ ! କି ଭୁଲ କରିଥିଲେ ମୋ ବାପା, କେଉଁ କଲା କର୍ମର ଫଳ ବାପା ପାଇଲେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କି ଭୁଲ କରିଥିଲେ ମୋ ବାପା । କେଉଁ ପାପର ତାଙ୍କୁ ତୁମେ ଶାସ୍ତି ଦେଲ ଭଗବାନ । ତେବେ ଏପରି କିଛି ଦୁଃଖନୀୟ କଥା ପୂର୍ବତନ କ୍ଯାବିନେଟ ତଥା ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କ ମନରେ ଘୁରି ବୁଲୁଛି । ତେବେ ଦୀପାଳି ନିଜ ବାପାଙ୍କ ଚାଲିଯିବାର ଅସହ୍ୟ ଦୁଃଖକୁ କାହାକୁ କହିପାରୁଛନ୍ତି ନା ନିଜେ ନିଜ ମନରେ ଲୁଚାଇ ରଖି ପାରୁଛନ୍ତି । ତେବେ କେବଳ କ୍ରା-ଇ-ମ ବ୍ରାଞ୍ଚର ସଠିକ ତଦନ୍ତ ରିପୋର୍ଟକୁ ଅନେଇ ବସିଛନ୍ତି ।

ତେବେ ଦୀପାଳି ନିଜ ବାପାଙ୍କ guliକା-ଣ୍ଡ ହତୟଆକୁ ନେଇ କୌଣସି ଗଣ ମାଧ୍ୟମ ନିକଟରେ ବିଶେଷ କିଛି ପ୍ରତିକ୍ରିୟା ରଖିବାକୁ ମଧ୍ୟ ଚାହୁଁନାହାନ୍ତି । ତେବେ ଦୀପାଳିଙ୍କ କହିବା ଅନୁଯାଇ ମୋ ବାପାଙ୍କୁ କଣ ପାଇଁ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ବିଚ ରାସ୍ତାରେ guli କରି ମା-ରିଛି । ଏହା ପଛରେ କଣ ପ୍ରକୃତ କାରଣ ରହିଛି । ତାହାକୁ ସଠିକ ଭାବରେ କ୍ରା-ଇ-ମ ବ୍ରାଞ୍ଚ ଟିମ ଶୀଘ୍ର ଖୋଜି ବାହାର କରନ୍ତୁ । ଆଉ ମୋ ବାପା ନବ ଦାସ ମାମଲାକୁ ନ୍ୟାୟ ଦିଅନ୍ତୁ ।

ତେବେ ଯେତେ ଯାହା କରାଗଲେ ବି ନବ ଦାସ ଯେ ପୁଣି ଥରେ ଆମ ସମସ୍ତଙ୍କ ଗହଣକୁ ଫେରି ଆସିବେ । ତାହା ତ ନୁହେଁ । ହେଲେ ଯଦି ସଠିକ ତଦନ୍ତ କରାଯିବ ତେବେ ନବ ଦାସଙ୍କ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇବ । ଏପଟେ ନବ ଦାସଙ୍କ ଝିଅ ଦୀପାଳି ନିଜ ବାପାଙ୍କ ଚାଲିଯିବା ଦୁଃଖରେ ପୁରାପୁରୀ ମର୍ମାହତ ହୋଇପଡିଛନ୍ତି । ହେଲେ ନିଜ ମା’ ଓ ଭାଇର ମୁହଁକୁ ଚାହିଁ ବାପାଙ୍କୁ ନ୍ୟାୟ ମିଳୁ ବୋଲି ଅନାଇ ବସିଛନ୍ତି ।

କଥାରେ ଅଛି ଯାହାର ବାପା ନାହିଁ ତା’ ମୁଣ୍ଡରେ ଭରସା ଓ ସାହସର ମଧ୍ୟ ହାତ ନାହିଁ । ତେବେ ନବ ଦାସ ମଧ୍ୟ ଜଣେ ଝାରସୁଗୁଡା ଏରିଆର ଟାଣୁଆ ନେତା ଭାବରେ ଝାରସୁଗୁଡା ତଥା ଓଡିଶାବ୍ୟାପୀ ଜଣାଶୁଣା ଥିଲେ । ତେବେ ତାଙ୍କର ଏପରି ହଟାତ gulimada ହୋଇ ଦେହାନ୍ତକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ତେବେ କେବଳ ଜଣେ ସାଧାରଣ ବାପା ହିସାବରେ ନୁହେଁ । ଝାରସୁଗୁଡାବାସୀ ଜଣେ ସୁଦୃଢ ରାଜନୈତିକ ନେତାକୁ ହରାଇଛନ୍ତି ବୋଲି ଚର୍ଚା ହେଉଛି । ତେବେ ନବ ଦାସଙ୍କର ଅମର ଆତ୍ମାର ସଦଗତି ପ୍ରାପ୍ତ ହେଉ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *