ଘର ପଛ ପଟେ ନଟର ପଟର ହେଉଥିଲା ପୁରୁଣା ପ୍ରେମିକ, ସ୍ୱାମୀକୁ ଶିଶୁପାଳ କରି ପ୍ରେମିକ ସହ ଛୁ ମାରିଲା ଲିଜା, ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାମୀକୁ ଶିଶୁପାଳ କରି ପ୍ରେମିକ ସହ ଛୁ ମାରିଲା ଲିଜା । ତେବେ ଏପରି କିଛି ଖବର ସାମ୍ନାକୁ ଆସିଛି । ଯେଉଁଠିକି ସ୍ଵାମୀକୁ ବାହା ବେଦିରେ ହିଁ ସ୍ତ୍ରୀ ଶିଶୁପାଳ ବନାଇ ଛାଡିଦେଲା । ତେବେ ଘର ଲୋକଙ୍କ ସହମତି କ୍ରମେ ଉଭୟ ପୁଅ ଓ ଝିଅଙ୍କର ବାହାଘର ଠିକ ହୋଇଥିଲା । ତେବେ ପୁଅ ଓ ଝିଅ ଉଭୟ ମଧ୍ୟ ବାହାଘରରେ ରାଜି ଥିଲେ । ପୁଅର ନାମ ହେଉଛି ପ୍ରେମ କୁମାର ମାଝୀ ଓ ଝିଅଟିର ନାମ ହେଉଛି ଲିଜା ।

ତେବେ ବାହାଘର ଠିକ ଠାକ ହୋଇଥିବା ସମୟରେ ଝିଅର କୌଣସି ଅନ୍ୟ ପୁଅ ସହ ପ୍ରେମ ସମ୍ପର୍କ ଥିଲା ବୋଲି ମଧ୍ୟ ଜଣା ପଡିନଥିଲା । ତେବେ ପୁଅଟି ବର ବେଶରେ ସଜ୍ଜିତ ହୋଇ ବାହା ହେବାକୁ ଆସିଥିଲା । ଅପର ପକ୍ଷରେ ଝିଅ ମଧ୍ୟ କନ୍ୟା ବେଶରେ ଖୁସି ମନରେ ବାହାଘର ପାଇଁ ସଜବାଜ ହୋଇ ରହିଥିଲା । ତେବେ ବାହାଘର ପାଇଁ ଘରେ ବିବାହ ପ୍ରସ୍ତୁତି କାମ ମଧ୍ୟ ବହୁ ଧୂମଧାମ କରାଯାଉଥିଲା ।

ତେବେ ବୈଦିକ ରୀତି ନୀତିରେ ବର ଓ କନ୍ୟାଙ୍କର ବାହାଘର ମଧ୍ୟ ହୋଇଥିଲା । ତେବେ ବାହାଘର ସାରିଲା ପରେ ପୁଅ ଓ ବୋହୂ ଉଭୟ ମିଶିକି ଖାଇଥିଲେ । ତାପରେ ବାହାଘର ହସଖୁସିରେ ସମସ୍ତେ ମଯଘୁଲ ହୋଇ ରହିଥିଲେ । ତେବେ ଏହାରି ଭିତରେ ନବବିବାହିତ କନ୍ୟାଟି ସୁଯୋଗ ଅପେକ୍ଷାରେ ରହିଥିଲା । ତେବେ ଲିଜାର  ପ୍ରେମିକ ମଧ୍ୟ ଘର ଆଖପାଖରେ ଲୁଚି ରହିଥିଲା । ତାପରେ ଝିଅଟି ବାହା ହୋଇସାରିଲା ପରେ ଗହଣା ଗାଣ୍ଠି ନେଇ ନିଜ ପ୍ରେମିକ ସହ ଛୁ ମନ୍ତର ହୋଇଗଲା ।

ତେବେ ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଯାଇଛି ତେବେ ଲିଜା ନିଜ ପ୍ରେମିକ ସହ ଘରୁ ପଳାଇଯିବାର ଦୃଶ୍ୟ ମଧ୍ୟ CC TV କ୍ୟାମେରାରେ କଏଦ ହୋଇ ରହିଛି । ଯାହାକୁ ଦେଖି ସବୁ କିଛି ସ୍ପଷ୍ଠ ଏଠାରେ ଜଣା ପଡିଯାଇଛି । ଯେ ଝିଅ ଜଣଙ୍କୁ ପ୍ରଥମରୁ ହିଁ ଭଲ ପାଉଥିଲା । ହେଲେ ଏହି ବାହାଘରରେ ହୁଏତ ଲିଜା ରାଜି ନଥିଲା ।

ତେଣୁ ଝିଅର ଅନିଚ୍ଛା ସତ୍ବେ ବିଭାଘର ହୋଇଥିବାରୁ ଝିଅଟି ବାହାଘର ହୋଇସାରିଲା ପରେ ମଧ୍ୟ ନିଜ ପ୍ରେମିକ ସହ ଘରୁ ଲୁଚିକି ପଳାଇଗଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *