ଖୋଲିଲା ଜଗବନ୍ଧୁର ବଡ ଗୁମର ! ଦେଶୀ ମାଲ ବିଦେଶୀ ମ-ଅଦ ପ୍ରତି ଜଗବନ୍ଧୁର ଥିଲା ପ୍ରବଳ ନିଶା, ଯାହା ପାଇଁ ସେ କରୁଥିଲା…

ବନ୍ଧୁଗଣ, ସାଧାରଣତଃ ଆପଣ ମାନେ ଏଭଳି ବ୍ରାଣ୍ଡର ମଦର ନାମ କେବେ ମଧ୍ୟ ଶୁଣି ନଥିବେ । ଯାହାକୁ ପସନ୍ଦ କରୁଥିଲା ଜଗା ଅଥବା ଜଗବନ୍ଧୁ ଚାନ୍ଦ । ତେବେ ଆସନ୍ତୁ ଜାଣିନେବା ସେହି ମଦ ର ନାମ,- ଡବଲ ବ୍ଲାକ ଲେବଲ-୧୦ ହଜାରରୁ ୧୨ ହଜାର ଟଙ୍କା, ବ୍ଲାକ ଡଗ- ୬ ହଜାର ଟଙ୍କା, ଚିଭାସ ରିଗାଲ-୩୫୦୦ ରୁ ୮୦୦୦ ଟଙ୍କା, କ୍ୟୁଟିସାର୍କ- ୨୭୫୦ ଟଙ୍କା, ସମଥିଙ୍ଗ ସ୍ପେଶାଲ- ୧୫୦୦ ଟଙ୍କା, ଡେୱାର- ୨ ହଜାର ଟଙ୍କା, ଗ୍ଲେନଫିଡ- ୪୫୦୦ ଟଙ୍କା, ସ୍ପୋକ-୨୫୦୦ ଟଙ୍କା ।

ତେବେ ସୁନ୍ଦରୀ ଅର୍ଚ୍ଚନା ଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଯାହାଙ୍କର ଦେଶୀ ମାଲ ସାଙ୍ଗକୁ ବିଦେଶୀ ମଦ ଦରକାର ଥିଲା । ସାଧାରଣ ମଦ ଦୋକାନରେ ମିଳୁ ନଥିବା ବ୍ରାଣ୍ଡର ନିଶା ଲାଗିଥିଲା ଜଗବନ୍ଧୁ ଙ୍କୁ ବ୍ଲାକମେଲ ରାଣୀର ସ୍ଵାମୀ ଜଗବନ୍ଧୁ ଙ୍କୁ ଥିଲା ଦାମି ମଦର ସଉକ । ତେବେ କିଛି ଟଙ୍କା ନୁହେଁ ମଦ ବୋତଲ ପିଛା ସେ ଉଦାଉ ଥିଲା ହଜାର ହଜାର ଟଙ୍କା ।

ସୂଚନା ଅନୁଯାୟୀ ଅର୍ଚ୍ଚନା ସୁନ୍ଦରୀ ର ସ୍ଵାମୀ ଜଗବନ୍ଧୁ ଭଳିକି ଭଳିକି ବିଦେଶୀ ମଦ ମଗାଇ ରାତିରେ ଆସରା ଜମାଉଥିଲା । ଏହା ସହିତ ନେତା, ମନ୍ତ୍ରୀ ତଥା ବଡ ବଡିଆ ସମସ୍ତେ ଆସି ସେହି ରାତି କୁ ରଙ୍ଗୀନ କରିବାକୁ ପଛାଉ ନଥିଲେ । କିଏ କେତେ ଆସୁଥିଲେ ତଥା କୁଆଡୁ କ’ଣ ହେଉଥିଲା ।

ଜାଗା ର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଯେଉଁ ଫଟୋ ପୋଷ୍ଟ କରାଯାଇଛି ତାହାକୁ ଭଲ ଭାବରେ ଦେଖିଲେ ଜଣା ପଡୁଛି ଯେ ଯେଉଁ ଲୋକଟି ଦେଶୀ ମାଲ କୁ ପସନ୍ଦ କରେ ସେ ବିଦେଶୀ ମଦ କୁ ପସନ୍ଦ କରେ । ଆଉ ମଦ ବୋତଲ ସହିତ ଫଟୋ ଗୁଡିକ ଯାହା ସବୁ ସୋ-ସି-ଆ-ଲ ମି-ଡି-ଆ ରେ ଛାଡିଥିଲା ତାହା ପ୍ରମାଣ କରିଦେଉଛି ଯେ ଜଗବନ୍ଧୁ କେତେ ନିଶାଖୋର ଥିବା ସହିତ ସଉକିନିଆ ଥିଲେ ।

ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ଜଗବନ୍ଧୁ ର ଗୋଟିଏ ସ୍ତ୍ରୀ ନଥିଲା ଅନେକ ଗୁଡିଏ ସ୍ତ୍ରୀ ଥିଲା । ତେବେ ସ୍ତ୍ରୀ ଅର୍ଚ୍ଚନା ତ ଯାହା କାରନାମା କରିଛି ତାହା ଗୋଟି ଗୋଟି ବଖାଣିଲା ବେଳକୁ ସରୁନି, ବର୍ତ୍ତମାନ ସ୍ଵାମୀ ଜଗା ର ମଧ୍ୟ ଏହିଭଳି କଳାକାରନାମା ପଦା କୁ ଆସିବାରେ ଲାଗିଲାଣି । ଦେଖାଯାଉ ଉଭୟଙ୍କର ଆଉ କେଉଁ କେଉଁ ଗୁମର ଖୋଲୁଛି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *