ସୁଶାନ୍ତଙ୍କ ଫୋନ ରୁ ଖୋଲିଗଲା Rhea Chakraborty ର ସବୁ ଷଡଯନ୍ତ୍ର, ସୁଶାନ୍ତ 11 ରୁ 13 ଜୁନ ମଧ୍ୟରେ କରିଥିଲେ ଅନେକ କଲ

ବର୍ତ୍ତମାନ ସବୁଠୁ ବଡ ଖବର ସାମ୍ନାକୁ ଆସୁଛି । ଏତେ ଦିନରୁ ଲାଗୁଥିଲା ଯେମିତି ସିବିଆଇ ଶାନ୍ତ ଅଛି କିନ୍ତୁ ସେ ଶାନ୍ତ ବସି ନଥିଲା । ସେ ଏହାର ଗଭୀର ରହସ୍ୟ ଖୋଲୁଛି । ସୁଶାନ୍ତ ସିଂହ ରାଜପୁତ ଙ୍କ ମାମଲାରେ ଏ ପର୍ଯ୍ୟନ୍ତ ର ସବୁଠୁ ବଡ ଖୁଲାସ ହୋଇ ଯାଇଛି । ରିପବ୍ଲିକ ଟିଭି ତରଫରୁ ଖବର ମିଳିଛି କି ୧୧ ରୁ ୧୩ ଜୁନ ମଧ୍ୟରେ ସୁଶାନ୍ତ ଅନେକ କଲ କରିଥିଲେ ଓ ଏହି କଲ ଗୁଡିକ ଗୋପନୀୟ ଥିଲା । ମାନେ ଏହି ୩ ଦିନ ସେ ବାରମ୍ବାର କାହାକୁ ଫୋନ କରୁଥିଲେ ଓ କହୁଥିଲେ କି ତାଙ୍କର ହତ୍ୟା ହୋଇପାରେ ।

ସୁଶାନ୍ତ ଏହି କଲ ଯାହାକୁ କରିଥିଲେ ସେହି ବ୍ୟକ୍ତି CBI ସାମ୍ନା କୁ ଆସି ନିଜ ବୟାନ ଦେଇଛନ୍ତି । ଦିଶା ସାଲିଆନ ଙ୍କ ମୃତ୍ୟୁ ପରେ ଏହି ଖୁଲାସା ସିଦ୍ଧାର୍ଥ ପିଠାନୀ ମଧ୍ୟ କରିଥିଲେ କି ଦିଶା ସାଲିଆନ ଙ୍କର ମୃତ୍ୟୁ ଯେତେବେଳେ ହେଇଯାଇଥିଲା ଏହା ପରେ ସୁଶାନ୍ତ ସିଂହ ରାଜପୁତ ଏହି ଖବର ଶୁଣିବା ମାତ୍ରେ ବେହୋସ ହୋଇ ଗଳି ପଡିଥିଲେ ଓ ଏହା ପରେ ସବୁବେଳେ ସେ ଚିନ୍ତାରେ ଘେରି ରହୁଥିଲେ । ଠିକ ସେହି ଦିନ ରିୟା ଚକ୍ରବର୍ତ୍ତୀ ଘରୁ ସୁଶାନ୍ତଙ୍କ ଲାପଟପ, ହାର୍ଡ ଡ୍ରାଇଭ, ସୁଶାନ୍ତଙ୍କ ଡକୁମେଣ୍ଟ ନେଇ ପଳାନ୍ତି ।

ଏହା ପରେ ସୁଶାନ୍ତଙ୍କୁ ଏକ ଡର ଲାଗି ରହୁଥିଲା । ଆପଣଙ୍କୁ କହି ଦେଉଛୁ କି ରିୟା ଧମକ ଦେଇଥିଲେ କି ସୁଶାନ୍ତଙ୍କୁ ଦିଶା ଆଲିଆନ ମାମଲାରେ ଫସାଇ ଦେବେ ବୋଲି । ତେବେ ସୁଶାନ୍ତଙ୍କର ଏହା ମଧ୍ୟରେ ଉଦୟ ସିଂହ ଗୌରୀଙ୍କୁ ଅନେକ ଥର କଲ କରୁଥିଲେ ଓ ସେପଟେ ରିୟା ଓ ଉଦୟଙ୍କ ମଧ୍ୟରେ ମଧ୍ୟ କନେକ୍ସନ ଥିଲା । ମାନେ ଏହା ଗୋଟିଏ ସର୍କଲ ଆକାରରେ ଚାଲିଲା ଓ କଥାର ଆଦାନ ପ୍ରଦାନ ଚାଲୁ ରହିଲା ।

ରିୟା ନିଜ ଫୋନ ବନ୍ଦ କରି ରଖିଥିଲା କିନ୍ତୁ ନିଜର ଦୂତଙ୍କୁ ସବୁ ସେଠାରେ ଛାଡି ରଖିଥିଳା । ସାମ୍ଯୁଏଲ ମିରାଣ୍ଡା ସହିତ ଆହୁରି ଅନେକ ଲୋକ ସୁଶାନ୍ତଙ୍କୁ ଘେରି ରହିଥିଲେ ଓ ଏମାନେ ସମସ୍ତେ ସୁଶାନ୍ତଙ୍କ ଉପରେ ନଜର ରଖିଥିଲେ । ବୋଧେ ଏସବୁ ସୁଶାନ୍ତ ଜାଣିଥିଲେ ସେଥିପାଇଁ ସେ ଗୋପନୀୟ ଭାବରେ ସେହି ସବୁ କଲ କରିଥିଲେ କି କେମିତି ତାଙ୍କ ଜୀବନକୁ ସଙ୍କଟ ଅଛି । ଏହାର ସ୍ଟେଟମେନ୍ଟ ମଧ୍ୟ ରେକର୍ଡ ହୋଇ ସାରିଛି ।

୮ ରୁ ୧୪ ଜୁନ ମଧ୍ୟରେ ସୁଶାନ୍ତ ଙ୍କ ଜୀବନ ବହୁତ ଭୟାନକ ହୋଇ ଯାଇଥିଲା । କାରଣ ସୁଶାନ୍ତଙ୍କୁ ସେହି ସମୟରେ ଜଣା ଥିଲା କି ତାଙ୍କ ସହିତ କଣ ହେଉଛି, କାହିଁକି ହେଉଛି ଓ ତାଙ୍କୁ ଯେଉଁ ମରିବାର ପ୍ଲାନିଂ ହେଉଥିଲା ତାହା ମଧ୍ୟ ସେ କହି ସାରିଥିଲେ । ପୁରା ମାମଲାରୁ ଗୋଟିଏ ଜିନିଷ ସାମ୍ନା କୁ ଆସୁଛି କି ଏହି ମାମଲା ରିୟା ର ଡ୍ରଗ୍ସ ମାମଲା ଠାରୁ ବହୁତ ଉପରେ ଅଛି । ମାନେ ରିୟା ଆଗରୁ ସବୁ ଜାଣିଥିଲା କି ଦିଶାର କଣ ହେବ ଓ ସୁଶାନ୍ତଙ୍କ ସହିତ କଣ ହେବ ।

କିନ୍ତୁ ଏବେ ବି ଏହି ମାମଲାରେ ବହୁତ ସାରା ରହସ୍ୟ ଖୋଲିବାର ଅଛି । କିନ୍ତୁ ଗୋଟିଏ ଜିନିଷ ତ କ୍ଲିୟର ହେଇଯାଇଛି କି ରିୟା ଚକ୍ରବର୍ତ୍ତୀଙ୍କ ଏହି ଖେଳ ଡ୍ରଗ୍ସ ଠାରୁ ବହୁତ ଉପରେ ଥିଲା । ଯେଉଁ ପ୍ରକାରରେ ସୁଶାନ୍ତଙ୍କୁ ଲାଗୁଥିଲା କି ତାଙ୍କୁ ମାରିବାର ଷଡଯନ୍ତ୍ର ଚାଲିଛି ଯାହାକୁ ସେ ନିଜ ସାଙ୍ଗକୁ ମଧ୍ୟ କହି ଦେଇଥିଲା ସେ ମଧ୍ୟ ନିଜ ବୟାନ ଦେଇ ସାରିଛି । ଏବେ ସେହି ବୟାନ ଆଧାରରେ ଗିରଫତାରି ବି ହେଇପାରେ ।

ଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ନୀତିଦିନ ଘଟୁଥିବା ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *