କ୍ଷୀରରେ ତୁଳସୀ ପତ୍ର ଫୁଟେଇ ପିଇଲେ ମିଳିଥାଏ ଏହି 5ଟି ବଡ ଫାଇଦା, ଆପଣ ଜାଣି ହେଇଯିବେ ଆଶ୍ଚର୍ଯ୍ୟ

କ୍ଷୀର ପୋଷଣ ଅନୁସାରେ ଅମୃତ ସହ ସମାନ ଅଟେ ଓ ତୁଳସୀର ଔଷଧୀୟ ରୁପରେ ବ୍ୟବାହାର କରା ଯାଇଥାଏ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇ କେତେ ରୋଗରୁ ରକ୍ଷା କରିଥାଏ । ତୁଳସୀ ପତ୍ରରେ ଅଧିକ ଔଷଧୀୟ ଗୁଣ ମିଳିଥାଏ । ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭବାନ ହୋଇଥାଏ । କେବେ ଆପଣ ଜାଣିଛନ୍ତିକି ଯଦି ପ୍ରତିଦିନ ତୁଳସୀର ପତ୍ରକୁ କ୍ଷୀରରେ ଫୁଟେଇ ପିଇବେ ବହୁତ ସାରା ରୋଗରୁ ନିଜକୁ ଆରମସେ ବଞ୍ଚାଇ ପାରିବେ ।

ଯଦି ଆପଣ ଭାବୁଛନ୍ତିକି ଏମିତି କେମିତି ହୋଇପାରେ ତେବେ ଆମେ ଆପଣକୁ କହିବାକୁ ଯାଉଛୁକି ଏମିତି ୫ଟି ସ୍ବାସ୍ଥ୍ୟ ଲାଭ, ଯାହାକୁ ଆପଣ ତୁଳସୀ ଓ କ୍ଷୀର ସହିତ ପାଇ ପାରିବେ ।

ଶ୍ୱାସ ସମସ୍ୟାରୁ ଲାଭ ଦାୟକ : ଯଦି ଆପଣଙ୍କୁ ଶ୍ୱାସ ସମ୍ଭଦିତ ସମସ୍ୟାରୁ ଚିନ୍ତିତ ଅଛନ୍ତି ତେବେ କ୍ଷୀର ସହିତ ତୁଳସୀ ପତ୍ରକୁ ଫୁଟେଇ ପିଅନ୍ତୁ, ଏହା କରିବା ଦ୍ଵାରା ଶ୍ୱାସ ସମସ୍ୟା ପାଇଁ ବହୁତ ଲାଭବାନ ହୋଇଥାଏ ।

ମାଇଗ୍ରେନ ସମସ୍ୟା : କ୍ଷୀରରେ ତୁଳସୀ ପତ୍ର ଫୁଟେଇ ପିଇବା ଦ୍ବାରା ମୁଣ୍ଡ ବିନ୍ଧା ଓ ମାଇଗ୍ରେନ ଭଳି ଅସୁବିଧାରୁ ରିହାତି ମିଳିଥାଏ । ନିୟମିତ ରୁପରେ ଏହି ଔଷଧର ସେବନ ଏହି ସମସ୍ୟାରୁ ମୂଳରୁ ଦୁର ହୋଇଯିବ।

ଥକାପଣ ଓ ଡିପ୍ରେଶନ ସମସ୍ୟାରୁ ଛୁଟକାରା ମିଳିଥାଏ : ତୁଳସୀ ପତ୍ରରେ ବହୁତ ଔଷଧୀୟ ଗୁଣ ରହିଥାଏ, ଯାହାଦ୍ଵାରା ହିଲିଂ ଗୁଣ ମଧ୍ୟ ସାମିଲ ଅଛି । କ୍ଷୀରରେ ତୁଳସି ପତ୍ରକୁ ଫୁଟେଇ ଦିଅନ୍ତୁ ଓ ତାକୁ ପିଅନ୍ତୁ । ଏହି ଔଷଧିୟକୁ ପିଇଲେ ମାନସିକ ଚିନ୍ତା ଓ ଥକାପଣ ଦୁର ହୋଇଥାଏ ଓ ତାସହିତ ହିଁ ଡିପ୍ରେଶନ ସମସ୍ୟାରୁ ମଧ୍ୟ ରିହାତି ମିଳିଥାଏ।

ଭାଇରାଲ ଫ୍ଲୁରୁ ମିଳିଥାଏ ମୁକ୍ତି : ବଦଳିବା ପାଗ କାରଣରୁ ବହୁତ ଥର ଭାଇରାଲ ଇନଫେକ୍ସନ ବା ଫ୍ଲୁର ଶିକାର ହୋଇଥାଏ । ଏମିତିରେ ଭାଇରାଲ ଇନଫେକ୍ସନ ବା ଫ୍ଲୁ କୁ ଦୁର କରିବା ପାଇଁ କ୍ଷୀର ଓ ତୁଳସୀ, ଲବଙ୍ଗ ଓ ଗୋଲ ମରିଚକୁ ଫୁଟେଇ ଥଣ୍ଡା କରି ଦିଅନ୍ତୁ । ତାପରେ ଏହି କ୍ଷୀରକୁ ପିଅନ୍ତୁ ଏହା ପିଇବା ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ ଓ ଆପଣଙ୍କ ସମସ୍ୟା ଦୁର କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି : ତୁଳସୀ ପତ୍ରରେ ଏଣ୍ଟିଅକ୍ସିଦେଟ୍ସ ଗୁଣ ମିଳିଥାଏ, ଯାହା ଆମ ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟତା କରିଥାଏ । ଏତିକି ହିଁ ନୁହଁ ଏହାର ଗୁଣ ଶରୀରରେ କ୍ୟାନ୍ସର ସୃଷ୍ଟି କରିବାର କୋଷୀକାୟୋ ସାଙ୍ଗରେ ଲଢ଼ିବାକୁ ଶକ୍ତି ପ୍ରଦାନ କରିଥାଏ । ଓ ତାଠାରୁ ରକ୍ଷା ମଧ୍ୟ କରିଥାଏ, ଏହାଛଡା ତୁଳସୀ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଏଣ୍ଟି ଭାଇରାଲ ଗୁଣ ମଧ୍ୟ ଭରପୁର ରହିଥାଏ, ଯାହା ଥଣ୍ଡା, କାଶ, ଛିଙ୍କରୁ ଆମକୁ ଦୂର ରଖିଥାଏ । ଏହି ସ୍ୱାସ୍ଥ୍ୟ ସମ୍ବଧୀୟ ଲେଖାଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଜଣାନ୍ତୁ । ନୂଆ ଟିପ୍ସ ସବୁ ପାଇବା ପାଇଁ ଏବେହିଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *