ଇରାନୀ ମହିଳା ମାନଙ୍କ ସୁନ୍ଦରତା ର ଗୋପନୀୟତା ଜାଣିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ।

ସେମିତି ତ ମହିଳା ମାନେ ସୁନ୍ଦର ଅଟନ୍ତି କିନ୍ତୁ ଇରାନ୍ ଦେଶ ର ମହିଳା ମାନେ ଟିକେ ଅଧିକ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ସୁନ୍ଦର ହେବା ରାଜ ଇରାନ ର ଭୌଗୋଳିକ ଅବସ୍ଥିତି ଓ ଜେନେଟିକ ସ୍ଥିତି ମଧ୍ୟ ଅଟେ କିନ୍ତୁ ଏହାର ପୁରା ଶ୍ରେୟ କିଛି ଖାଦ୍ୟପେୟ ଓ ଘରୋଇ ଉପଚାରକୁ ମଧ୍ୟ ଯିବ ।

କଣ ଅଟେ ସୁନ୍ଦରତାର ରହସ୍ୟ :

ସେମାନେ ଖାଦ୍ୟରେ ଦହି ଖାଆନ୍ତି ଓ ଦହି ରେ ଥିବା ଫାଇବର ଯୋଗୁ ଶରୀର ସନ୍ତୁଳିତ ରହିଥାଏ । ଏହା ଦ୍ଵାରା ଶରୀର ନରମ ହୋଇଥାଏ ଓ ବାଳ ମଧ୍ୟ ମଜବୁତ ରହେ । ମହୁ ର ବ୍ୟବହାର କରିବା ଦ୍ୱାରା ବ୍ରଣ ଓ ମୁଣ୍ଡ ରେ ରୂପି ହେବାରୁ ରକ୍ଷା କରେ ।

ଇରାନ ର ମହିଳା ମାନେ ସବୁଦିନ ମହୁ ଖାଇଥାନ୍ତି । ସେମାନେ ଅଖରୋଟ ମଧ୍ୟ ଖାଆନ୍ତି ଯାହାଦ୍ୱାରା ଏହା ଶରୀରରେ ଥିବା ଭିଟାମିନ ଇ ର ଆବଶ୍ୟକତାକୁ ପୂରଣ କରିଥାଏ ଓ ଓଜନ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ । ସେମାନେ ଭାତ ଅଧିକ ଖାଆନ୍ତି ଏହାଦ୍ୱାରା ଶରିର ନରମ ହୁଏ । ଏହାଦ୍ଵାରା ଚର୍ମ ମୁଲାୟମ ହୋଇଥାଏ ।

ଇରାନୀ ମହିଳାମାନେ ମାଛ ଅଧିକ ଖାଆନ୍ତି । ମାଛ ରେ ଓମେଗା 3 ଫ୍ୟାଟ ଏସିଡ ଅଛି ଯାହାଦ୍ୱାରା ସୁନ୍ଦରତା ରେ ଆକର୍ଷଣ ଆସିଥାଏ । ଇରାନୀ ମହିଳାମାନେ ତାଙ୍କ ଶରୀରକୁ ବାଦାମ ତେଲ ଓ ନଡ଼ିଆ ତେଲ ରେ ମାଲିସ କରିଥାନ୍ତି । ଯାହା ଦ୍ଵାରା ଶରୀରରେ ସବୁଦିନ ଚମକ ଆସିଥାଏ । ଯଦି ଏହି ତଥ୍ୟ ଆପଣଙ୍କୁ ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ । ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *