ଖେଳିବା ବୟସରେ ବହୁତ ଚମତ୍କାର ଢୋଲ ବଜାଉଛି ଏହି କୁନି ପୁଅ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟର ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବେ ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓରେ ଗୋଟେ ଛୋଟ ପିଲାଟି ଢୋଲ ବଜାଉ ଥିବାର ନଜର ଆସୁଛି । ପିଲାର ବୟସ ଏତେ କମ ଯେ ତାର ଏହି ଟ୍ୟାଲେନ୍ଟକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ପିଲାଟି ବହୁତ ସୁନ୍ଦର ଭାବରେ ଢୋଲ ବଜାଇବା ସହ ରାମାୟଣ କଥା ମଧ୍ୟ କହୁଥିବାର ନଜର ଆସୁଛି । ବଡ ଲୋକ ମାନେ ଯେଉଁ ଭଲ ଭାବରେ ଢୋଲ ବାଯାନ୍ତି ସେହି ଭଳି ଭାବରେ ଏହି କୁନି ପିଲାଟି ଢୋଲ ବଜାଉଛି ।

ଯେଉଁ ବୟସରେ ପିଲାଟି ଖେଳିବା ବୁଲିବା କଥା ସେହି ବୟସରେ ପିତାଟି ଢୋଲ ବଜାଉଛି । ଏହି ଦୃଶ୍ୟଟି ସମସ୍ତ ଲୋକଙ୍କ ମନକୁ ଛୁଇଁ ଦେଇଛି । ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରାୟତଃ ଅଧିକାଂଶ ଛୁଆ ମୋବାଇଲ ଭିତରେ ଦିନ ରାତି ପଶି ରହୁଛନ୍ତି । ହେଲେ ଏହି ଛୁଆଟି ଏତେ କମ ବର୍ଷ ବୟସରେ ମଧ୍ୟ ଅତି ସୁନ୍ଦର ଭାବରେ ଢୋଲ ବଜାଉଛି ।

ତା ହେଲେ ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ସାରା ଓଡିଶାରେ ଏହି ଛୁଆକୁ ନେଇ ଲୋକମାନେ ପ୍ରଶଂସା କରୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କୁନି ଛୁଆର ଢୋଲ ବଜାଇବା ଦୃଶ୍ୟଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *