ମଶାଣୀକୁ ନେବା ବେଳେ ଡ୍ରେସରୁ ଖସିଲା ଏମିତି ଜିନିଷ, ଓଲଟିଗଲା ପୁରା ମାମଲା, ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ବନ୍ଧୁଗଣ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଆପଣ ମାନେ ନିଜ ଘରେ ବସି ସୋସିଆଲ ମିଡିଆ ଦ୍ଵାରା ଅତି ସହଜରେ ଜାଣି ପାରୁଥିବେ । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।


ମିଡିଆ ରିପୋର୍ଟସ ଅନୁସାରେ ରାଜସ୍ଥାନର ବାଡମେରରେ ଆଜି ଏକ ଏମିତି ଘଟଣା ଘଟିଛି ଯାହା ବିଷୟରେ କେହି କଳ୍ପନା ବି କରିବା କଷ୍ଟକର । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ମୁତାବକ ଆଜି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । କୌଣସି କାରଣକୁ ନେଇ ଝିଅ ଆତମହତୟା କରିଥିବାର ଭାବି ପରିବାର ସଦସ୍ୟ ତାଙ୍କୁ ମଶାଣୀକୁ ନେଉଥିଲେ ।

ତେବେ କୋକେଇରେ ନେବାବେଳେ ଛାତ୍ରୀଙ୍କ ଡ୍ରେସରୁ ଏକ କାଗଜ ଖସିପଡିଥିଲା । ଛାତ୍ରୀଙ୍କ ସହ ଘଟିଥିବା ଲୋମ ହର୍ଷକ ଘଟଣା ବିଷୟରେ ସେହି କାଗଜରେ ଛାତ୍ରୀ ନିଜେ ଲେଖିଥିଲେ । ସେହି କାଗଜରେ ଛାତ୍ରୀ ଜଣକ ଲେଖିଥିଲେ ଯେ, ‘ଆତମହତୟା କରିବା ପଛରେ ଗୋଟିଏ ହିଁ କାରଣ ରହିଛି । ତାଙ୍କ ସହ ଗଣ-ଦୁଷ୍କକର୍ମ ହୋଇଛି ।  ଆଉ ଯେଉଁମାନେ ଗଣଦୁଷ୍କକର୍ମ କରିଛନ୍ତି ସେମାନେ ନିକଟ ସମ୍ପର୍କୀୟ ।

ସେମାନେ ସବୁବେଳେ ଧମକ ଦେଉଛନ୍ତି, କାହାକୁ କିଛି ନ କହିବା ପାଇଁ । ସେମାନଙ୍କ ଭୟରେ ସବୁଦିନ ବଞ୍ଚିବା ଅପେକ୍ଷା ନିଜକୁ ଶେଷ କରିଦେଉଛି’ । ବନ୍ଧୁଗଣ ଏହି ସୁସାଇଡ ନୋଟଟିକୁ ପଢିବା ପରେ ପରିବାର ଲୋକଙ୍କ ପାଦ ତଳେ ମାଟି ଖସି ଯାଇଥିଲା । ଏହା ପରେ ପରିବାର ସଦସ୍ୟ ତୁରନ୍ତ ପୋଲିସ ଷ୍ଟେସନରେ ଏହାର ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟ ମଟମ ପାଇଁ ପଠାଇଛନ୍ତି ।

ପୋକସୋ ନିୟମ ଅଧୀନରେ ମାମଲା ରୁଜୁ କରାଯାଇଛି । ଏହା ସହ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି । ପୁଲିସ କହିଛି ଯେ ଗିରଫ ହୋଇଥିବା ଦୁଇ ଜଣ ହେଉଛନ୍ତି ମୃତକଙ୍କ ସମ୍ପର୍କୀୟ ଭାଇ । ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *