‘ଖେଳରେ ବି ପାଣ୍ଡିଆନ, ସେ କଣ ଗୋଟେ…’ ପଣ୍ଡିଆନଙ୍କୁ ନେଇ ଏମିତି କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ଜଣେ ରାଜନେତା ହୋଇ ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସମୟ ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ସୁର ଭାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।

ବନ୍ଧୁଗଣ ସୁର ଭାଇ ହେଉଛନ୍ତି ଜଣେ ଏପରି ନେତା ଯିଏ ଭିଡିଓ ଆଲବମ ମଧ୍ୟ କରିଛନ୍ତି ତାହା ବି ନିଜ ସ୍ତ୍ରୀ ସହ । ସୁର ଭାଇ ଆମ ଓଡିଶାର ପ୍ରଥମ ନେତା ଯିଏ ଜଣେ ରାଜନେତା ହୋଇ ଆଲବମ ଭିଡିଓ କରିଛନ୍ତି । ସେଥିପାଇଁ ତାଙ୍କର ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ବନ୍ଧୁଗଣ ଆଉ କିଛି ସମୟ ପରେ  ଭାରତ ଓ ଦକ୍ଷିଣ ଆଫ୍ରିକାର ଟି20 ମ୍ଯାଚ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ।

ଏନେଇ ଏବେ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଗତ କାଲି ଆମ ଭାରତୀୟ ଟିମ ଭୁବନେଶ୍ଵରର ମେ ଫେୟାର ହୋଟେଲରେ ରହିଥିଲେ । ଆଉ ମାତ୍ର କିଛି ସମୟ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଯିବ । ଏନେଇ ଦର୍ଶକ ମାନେ ମଧ୍ୟ ବେସ ଉତ୍ସୁକ ଅଛନ୍ତି ।

ବନ୍ଧୁଗଣ କଂଗ୍ରେସ ନେତା ସୁର ରାଉତରାୟ ଏବେ କ୍ରିକେଟ ଖେଳକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଇଣ୍ଡିଆ ଆମର ଜିତିକି ଅଛି ଏଥର ଜିତିବ । ଭଲ ଖେଳାଳି ତ କେହି ଆସି ନାହାନ୍ତି ।

ଏ ସବୁ ନୁଙ୍ଗୁଡି ପ୍ଲେୟାର ଆସିଛନ୍ତି । ଏ ନୁଙ୍ଗୁଡି ପ୍ଲେୟାର ଭିତରୁ ଯିଏ ହେବ ହେଲେ ଇଣ୍ଡିଆ ଜିତିବ । ପଣ୍ଡିଆନ ଅଛି ପାଣ୍ଡିଆନ ତ ଯୁଆଡେ ଯିବ ଅଛି ଆଉ । ଖେଳରେ ପାଣ୍ଡିଆନ, ଆରିମ ଷ୍ଟେସନରେ ପାଣ୍ଡିଆନ, ନବୀନ ନାଁରେ ପାଣ୍ଡିଆନ ଆଉ ଓଡିଶା ଡେଭଲୋପମେଣ୍ଟରେ ପାଣ୍ଡିଆନ । ପାଣ୍ଡିଆନ ସବୁଠି ଅଛନ୍ତି’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *