ଖେଳ ମଝିରେ ଫିଲ୍ମ ଷ୍ଟାଇଲରେ ପ୍ରପୋଜ, ଷ୍ଟାଡିୟମରେ ପ୍ରେମିକାଙ୍କୁ ରିଙ୍ଗ ପିନ୍ଧାଇଲେ ଚେନ୍ନାଇ ବୋଲର Deepak Chahar

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ସମସ୍ତ ଖେଳାଳି ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଖେଳାଳି ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରନ୍ତି । କ୍ରିକେଟର ମାନେ ସାଧାରଣତଃ ନିଜ ଖେଳ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରୁହନ୍ତି । ଏହା ସହିତ ସେମାନେ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ଚର୍ଚାରେ ରୁହନ୍ତି ।

ଆପଣ ମାନେ ସମସ୍ତେ ଚେନ୍ନାଇ ସୁପର କିଙ୍ଗର ଦିଗଜ ଖେଳାଳି ଦୀପକ ଚହରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଦୀପକ ନିଜ ଖେଳ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ଦୀପକ ଆଉ କିଛି କାରଣ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ଦୀପକଙ୍କ ସହ ଜଡିତ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି । ଗତ କିଛି ସମୟ ହେବ ଦୀପକଙ୍କ ଏକ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ।

ଚେନ୍ନାଇ ସୁପର କିଙ୍ଗର ଦିଗଜ ବୋଲର ଦୀପକ ଚହର ଷ୍ଟାଡିୟମ ଭିତରେ ନିଜ ପ୍ରେମିକାଙ୍କୁ ପ୍ରପୋଜ କରିଛନ୍ତି । ଗତ କାଲି ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଏକ ମ୍ୟାଚ ଥିଲା ଓ ସେହି ମ୍ୟାଚରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗତ କାଲି ମ୍ୟାଚ ଶେଷ ହେବା ପରେ ପାଭିଲିୟନରେ ବସି ଥିବା ନିଜ ପ୍ରେମିକାଙ୍କ ପାହାକୁ ଯାଇ ଆଣ୍ଠେଇ ତାଙ୍କୁ ପ୍ରପୋଜ କରିଥିଲେ ।

ପ୍ରପୋଜ କରିବା ସହ ଦୀପକ ତାଙ୍କୁ ମୁଦି ମଧ୍ୟ ଦେଇଥିଲେ । ସେହି ସମୟରେ ଷ୍ଟାଡିୟମରେ ଥିବା ତାଙ୍କ ଫ୍ୟାନ୍ସ ମାନେ ତାଙ୍କ ପାଇଁ ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ । ଦୀପକଙ୍କ ପ୍ରପୋଜ ବାଲା ଫଟୋ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଦୀପକଙ୍କ ପ୍ରପୋଜ ଷ୍ଟାଇଲ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *